ଇତପଦେସ
Proverbs
Introduction from this edition
ହିତୋପଦେଶ ପୁସ୍ତକ
ଇତପଦେସ ବଇ
ଏ ବଇ ବିସଇରେ ଜାନ୍ବାଟା
ଇତପଦେସ ବଇ ଅଇଲାନି ଗଟେକ୍ ଗିଆନ୍ ସିକ୍ବାକେ ଲେକାଜାଇ ଆଚେ। ଅନେକ୍ ଲେକୁମନ୍ ଏ ଇତପଦେସ୍ ବୟ୍ ଟାନେ ମିସ୍ଲାଇ ଆଚତ୍, ରାଜା ଦାଉଦର୍ ପ ରାଜା ସଲ୍ମନ୍ ସେ ଲକ୍ମନର୍ ବିତ୍ରେ ଅନି ବେସି ଲେକ୍ଲା ଆଚେ । ସଲ୍ମନ୍ ରାଜା ଗିଆନ୍ରେ ବଇଲେ ବେସି ପିଆସ୍ ରଇଲା ଆରି ୧ ରାଜାବଲି ୪:୩୨ ପଦ୍ କଇଲାନିଜେ ସେ ତିନ୍ ଅଜାର୍ଟା ଗିଆନ୍ ବିସଇରେ ଲେକି ରଇଲା । ତେବର୍ ପାଇଁ ଇତପଦେସ ବୟ୍ ବେସି ଜିନିସ୍ କିରିସ୍ଟ ପୁର୍ବ ଦସମ ସତାର୍ଦି ବେଲେ ସଲ୍ମନ୍ରାଜା ଜିଇରଇଲା ବେଲେ ଲେକାଜାଇ ରଇଲା । ଅଲ୍ଗା କେତେଟା ବଇ କଇବାକେ ଗାଲେ ଇଜିକିଅ କିରିସ୍ଟ ପୁର୍ବ ୭୧୫ ବେଲେ ଅନି ୬୮୬ ଜାକ ଜିଉଦାଦେସେ ସାସନ୍ କର୍ବା ସମଏଁ ବାବିଚିନ୍ତି କରି ଲେକାଜାଇ ରଇଲା ଇତପଦେସ ୨୫:୧ ।
ଇତପଦେସ ବଇ ଅଇଲାନି ଗିଆନର୍ କାତା ଜନ୍ଟାକି କଇବାକେ ଗାଲେ, ମାତର୍ ଗଟେକେ କାତା ଦେଇ ରଇବାଟା ନଇଲେ ବବିସତ୍ରେ ଗଟ୍ବା ଟାନେ ଅନି ଅଲ୍ଗା । ଉଦାଅରନ୍ ଇସାବ୍ରେ, ଇତପଦେସ ୨୨:୬ ପଦ୍ କଇଲାନି ଜେ ଟିକ୍ ଇସାବ୍ରେ ଲାଲନ୍ ପାଲନ୍ କରି ବଡାଇଲା ପିଲାମନ୍ ବଡ୍ ଅଇଲେ ସରି ସେ ମନ୍ ନିମ୍ନ୍ ବାଟେ ଜିବାଇ । ଅଇଲେ ମିସା, ଏ ଇତପଦେସ ବଇ କାତା ଦେଇ ରଇବାଟା ନଏଁ ଜେ ଟିକ୍ ଇସାବ୍ରେ ଲାଲନ୍ ପାଲନ୍ ପିଲାମନର୍ ଜିବନ୍ରେ କାଇଟା ବୁଲ୍ କରି ନାପାରତ୍ ନଇଲେ ନ ଅଏ ।
ଆରି, ଏଟା କଇବାକେ ଗାଲେ ସତ୍ ଇସାବ୍ରେ ଲେକା ଜାଇ ରଇବା ବଲ୍ ଆଦେସ୍ । ଇତପଦେସ ପଇ ନିଜେ ଅଦିଆଇ ୧: ୨-୬ ଟାନେ ଇତପଦେସର୍ ଉଦେସ୍ ବିସୟ୍ରେ କଇଲାନି। ଆର୍ ଉଦେସ୍ ଅଇଲାନି ନିମାନ୍ ଆରି ପିଲାମନ୍କେ ଗିଆନ୍ ଆରି ନିମାନ୍ ଆଦେସ୍ ଚିନ୍ବାକେ ସାଇଜ କର୍ସି, ଆରି ଗିଆନି ଲକ୍ମନ୍କେ ଗିଆନ୍ କର୍ସି ।
ଏ ବଇ ବିତ୍ରେ ରଇବାଟା
୧ ଅଦିଆଇ ୧ ତେଇ ଅନି ୨୨: ୧୬ ଅଇଲାନି ସଲ୍ମନର୍ ଇତପଦେସ ।
୨ ଅଦିଆଇ ୨୨: ଟାନୁ ୨୪ ଅଇଲାନି ଗିଆନି ମନର୍ ଦୁଇଟା କାତାକେ ଟୁଲିଆବାଟା ।
୩ ଅଦିଆଇ ୨୫ ଟାନୁ ୨୯ ଅଇଲାନି ସଲ୍ମନ୍ ରାଜାର୍ ଇତପଦେସ ଆରି ଗଟେକ୍ ଟୁଲିଆଇଲାଟା । ଏଟାମନ୍ ଅଇଲାନି ଇଜକିଅର୍ ରାଜାର୍ କାମ୍ କରୁମନର୍ ଲାଗି ଟୁଲିଆ ଜାଇ ରଇଲା ।
୪ ଅଦିଆଇ ୩୦ ଟାନେ ଆଗୁରର୍ କାତା ଲେକା ଜାଇ ଆଚେ ।
୫ ଅଦିଆଇ ୩୧:୧-୯ ଟାନେ ଲମୁଏଲର୍ କାତା ଲେକା ଜାଇ ଆଚେ ।
୬ ସାରାସାରି ପଚେ, ଅଦିଆଇ ୩୧:୧୦-୩୧ ଟାନେ ଗଟେକ୍ ନିକ ମାଇଜି ବିସୟ୍ରେ ଅର୍ସା ସଙ୍ଗେ କରା ଗାଲା ଆଚେ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.