Desiya Bible
ଇତପଦେସ 31
ଲମୁଏଲ୍ ରାଜାର୍ କାତା
ଲମୁଏଲ୍ ରାଜାର୍ କାତା; ଆରି, ତାର୍ ଆୟା ତାକେ ଜାଇଟା ସିକାଇ ରଇଲା, ସେ ସିକିଆ ।
ଏ ମର୍ ପିଲା, ମର୍ ପେଟର୍ ପିଲା,
ଏ ମର୍ ମାନତ୍ କରି ମାଙ୍ଗି ରଇବା ପିଲା, ମୁଇଁ ତକେ କାଇଟା ବଲିକରି କଇବି ?
ତୁଇ ମାଇଁଜି ମନ୍କେ ନିଜର୍ ବପୁ ଦେସ୍ନାଇଁ,
ଆରି ରାଜାମନ୍ ସେବାଟେ ଜାଇକରି ଜେନ୍ତି କୁରୁପ୍ନାସ୍ ଅଇବାଇ, ସେ ବାଟେ ଜାଆ ନାଇଁ ।
ଏ ଲମୁଏଲ୍, ରାଜାମନର୍ ଅଙ୍ଗୁର୍ ରସ୍ କାଇବାଟା ଟିକ୍ନାଇଁ, ରାଜାମନର୍ କାଇବା ନିଅମ୍ ନାଇଁ;
ଆରି ସାସନ୍ କାରିଆମନ୍ ଅଙ୍ଗୁର୍ ରସ୍ କନ୍ତି ଆଚେ ବଲିକରି ପାଚାର୍ବାଟା ମିସା ଟିକ୍ନାଇଁ ।
ସେମନ୍ କାଇଲେ, ନିଅମ୍ ପାସ୍ରି ଜାଇକରି
ଦୁକିସୁକି ଲକ୍ମନର୍ ବିଚାର୍ କର୍ବାଟା କାରାପ୍ କରି ଦେବାଇ।
ମର୍ବୁ ବଲ୍ବା ଲକ୍କେ ମଦ୍ ଦିଆସ୍
ଆରି ମନ୍ ବିତ୍ରେ ଦୁକ୍ ରଇବା ଲକ୍ମନ୍କେ ଅଙ୍ଗୁର୍ ରସ୍ ଦିଆସ୍ ।
ସେ ଲକ୍ କାଇ କରି ନିଜର୍ ଦୁକ୍ କସ୍ଟକେ ପାସ୍ରି ଜାଅ,
ଆରି ନିଜର୍ ମନ୍ ବିତ୍ରେ ଦୁକ୍ କସ୍ଟ ନ ବଗ ।
ଗୁଲା ଲକର୍ ବାଟେ
ଆରି ଟୁରା ଟୁରି ଲକର୍ ବାଟେ ଅଇକରି, କାତା କୁଆ ।
ଆଉଲି ଅଇ ସତ୍ ବିଚାର୍ କର୍,
ଆରି ଦୁକି ଆରି ଗରିବ୍ ଲକ୍ମନର୍ ନିମାନ୍ ବିଚାର୍ କର୍ ।
ଗୁନ୍ଚଲନ୍ ରଇବା ମାଇଁଜି
ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି । ମୁନୁସର୍ ମନ୍ ତାର୍ ଲଗେ ଆକା ଆସା ବର୍ସା କର୍ସି, ଆରି ସେ କାଇ କାମ୍ କଲେ ମିସା ଉନା ନ ଅଏ । ସେ ତାର୍ ଜିଇବା କାଇବା ଜାକ ତାର୍ ମୁନୁସ୍କେ କାଇ କସ୍ଟ ନ ଦେଇ ଉନତି କର୍ସି । ସେ ମେଣ୍ଡା ରମ୍ ଆରି ମସିନା1 କଜି ସୁସ୍ତା ସଙ୍ଗେ ନିଜର୍ ଆତେ କାମ୍ କର୍ସି । ସେ ବେପାର୍ବାଟ୍ କର୍ବା ଜାଜ୍ ପାରା; ସେ ଦୁର୍କେ ଅନି ନିଜର୍ କାଦିକଣ୍ଡା କଜି ଆନ୍ସି । ଆରି ସେ ସାକାଲ୍ ସାକାଲ୍ ଉଟ୍ସି ଆରି ନିଜର୍ ଗରର୍ ସବୁକେ କାଇବାକେ ଦେଇସି ଆରି ଚାକ୍ରାନି ମନ୍କେ କାମ୍ ତିଆର୍ସି । ସେ ବାଡର୍ ବିସଇ ଟିକିନିକି ବୁଜି କରି ଗେନ୍ସି, ସେ ନିଜେ ବାଡେ, ଅଙ୍ଗୁର୍ ମାଲ୍ ରପ୍ସି । ସେ ନିଜର୍ ଆଁଟା ଡାଟ୍ କର୍ବାକେ ବାନ୍ଦି ଅଇସି ଆରି ନିଜର୍ ଆତେ ବପୁ ଲାଗାଇସି। ସେ ବେବାର୍ ବାଟ୍ କରି ଲାବ୍ କର୍ସି, ସେଟା ସେ ବୁଜ୍ଜି; ଆରି, ରାତିର୍ବେଲେ ତାର୍ ଗରର୍ ଦିପ୍ ନ ଲିବାଏ । ସେ ନିଜର୍ ଆତେ ସୁତା ବେଟ୍ସି ଆରି ଲୁଗା ବୁନ୍ସି । ସେ ଦୁକି ଲକ୍ମନ୍କେ ଲବ୍ ନ କର୍ତେ ଦେଇସି ଆରି କାକୁର୍ତି ଲକ୍ମନ୍କେ ଜିବନ୍ ଦୁକାଇସି । ସେ ବେସି ସିତ୍କେ ମିସା ନିଜର୍ ଗର୍କୁଟୁମର୍ ଲାଗି ବଲିକରି ନ ଡର୍ତେ କାମ୍ କର୍ସି; କାଇକେବଇଲେ ତାର୍ ସବୁ ଗର୍କୁଟୁମର୍ ଲକ୍ମନ୍ ଉସୁମ୍ ବସ୍ତର୍ ପିନ୍ଦ୍ବାଇ। ସେ ନିଜର୍ ପାଇଁ କାବ୍ରା ଚିତ୍ରା ରଙ୍ଗ୍ର ବସ୍ତର୍ ବୁନ୍ସି, ଆରି ସେ ଦବ୍ଲା ଜିନ୍ଜିନା ପାତଲ୍ ଲୁଗା ଆରି ଜାମ୍କଲିଆ ରଙ୍ଗର୍ ବସ୍ତର୍ ପିନ୍ଦ୍ସି । ତାର୍ ମୁନୁସ୍ ଦେସର୍ ନେତାମନର୍ ସଙ୍ଗେ ନଅଁରର୍ ଦୁଆରର୍ ସଦର୍ ଦାଣ୍ଡେ ବସି ରଇଲା ବେଲେ ଜାନା ପଡ୍ସି । ସେ ଦବ୍ଲା ବସ୍ତର୍ ତିଆର୍ କରି ବିକ୍ସି, ଆରି ବେବାରିମନ୍କେ ଆଁଟାବେଡା ମିସା ବିକ୍ସି । ବପୁ ଆରି ଗୁନ୍ଚଲନ୍ ଆକା ତାର୍ ବସ୍ତର୍ ପାରା, ଆରି ଆଇବା ଦିନ୍ମନ୍କେ ସେ କାଇଟାକେ ମିସା ନ ଡରେ । ସେ ବାବିବିଚାରି କରି କାତା କଇସି; ସେ ସବୁବେଲେ ସୁଆଲ୍ ସୁତର୍ ସଙ୍ଗେ ସିକିଆ ଦେଇସି । ସେ ନିଜର୍ ଗର୍କୁଟୁମର୍ ଚାଲିଚଲନ୍କେ ମନ୍ଦିଆନ୍ ଦେଇସି, ଆରି ସେ କାମ୍ ନ କଲେ ସରି ନ କାଏ । ତାର୍ ପିଲାଟକିମନ୍ ଉଟିକରି ତାକେ ଦନିଅବାଦ୍ ବଲିକରି କଇବାଇ ଆରି ତାର୍ ମୁନୁସ୍ ମିସା ସେ ରକାମ୍ ବଡିଆ ବଡିଆ ବଲିକରି ସାର୍ଦାର୍ କାତା କଇସି; ବେସି ଦାଙ୍ଗ୍ଡି ମନର୍ ଲଗେ ଗୁନ୍ଚଲନ୍ ଆଚେ, ମାତର୍ ସେ ସର୍ତେ ଦାଙ୍ଗ୍ଡିମନର୍ ତେଇ ଅନି ତୁଇ ଅଦିକ୍ ସୁନ୍ଦର୍ । ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି । ତାର୍ କଲାକାମର୍ ଆସିର୍ବାଦର୍ ପଲ୍ ତାକେସେ ଦିଆସ୍, ଆରି ତାର୍ ନିଜର୍ କାମ୍ ଇସାବ୍ରେ ନଅଁରର୍ ଦୁଆରେ ତାକେ ଆସିର୍ବାଦ୍ କରା ।
Source notes (1)
- Footnote ଗଟେକ୍ ରକାମର୍ ପୁଲ୍ ଗଚ୍, ସେ ପୁଲ୍ ତେଇଅନି ଚିକନ୍ ବାରଇସି ଆରି ସେ ନାଡା ତେଇ ଅନି ସୁତା ବାର୍କରାଇ ଲୁଗା, ରାଗୁ ତିଆର୍ କର୍ତେ ରଇଲାଇ, ତାକେ କଇବାଇ ମସିନା,
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.