Desiya Bible
ଇତପଦେସ 12
ଜନ୍ ଲକ୍ କାତା ମାନ୍ସି, ସେ ଗିଆନ୍କେ ନିମାନ୍ ବଲ୍ ପାଇସି; ମାତର୍ ଜେ କାତା ନ ମାନେ, ସେ ପସୁ ସମାନ୍ । ସତ୍ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି, ମାତର୍ କାରାପ୍ ଚିନ୍ତା କର୍ବା ଲକ୍ ଦସି ଅଇସି । କରାପ୍ କାମର୍ ଲାଗି କେମିସା ଚୁପ୍ଚାପ୍ ନ ଅତ୍, ମାତର୍ ଦରମ୍ ଲକର୍ ମୁଲ୍ କେବେ ମିସା ନ ଉଟ୍କେ । ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍କେ ନସ୍ଟ କର୍ସି। ଦରମ୍ଲକର୍ ବାବ୍ନା ନିକ; ମାତର୍ କାରାପ୍ ଲକ୍ମନର୍ ସିକିଆ ଟିକ୍ ନାଇଁ । ଦୁସ୍ଟ ଲକ୍ମନ୍ ମର୍ତେ ମାର୍ବାକେ ଜାଗିରଉଁ ବଲିକରି କାତା ବାର୍ତା ଅଇବାଇ, ମାତର୍ ଦରମ୍ ଲକ୍ମନର୍ କାତା ବାର୍ତା ସେମନ୍କେ ରକିଆ କର୍ସି । ଦୁସ୍ଟ ଲକ୍ମନ୍କେ ବେଟି ପିଙ୍ଗି ଦେଇସି ଆରି ନ ରଅତ୍ନି, ମାତର୍ ଦରମ୍ ଲକ୍ମନର୍ ଗର୍ ସବୁବେଲର୍ ପାଇଁ ରଇସି । ନର୍ଲକ୍ ନିଜର୍ ନିମାନ୍ ବୁଦିର୍ଲାଗି ବଲ୍ରେ ରଇବାଇ, ମାତର୍ ଜେକି ତାର୍ ମନ୍ବିତ୍ରେ କୁଟ୍କାତା ବାବ୍ସି, ସେ ନସ୍ଟ ଅଇ ଜାଇସି । ଜନ୍ ଲକର୍ ଲଗେ କାଦି ନାଇ ଆରି ନିଜ୍କେ ନିଜେ ଆସିର୍ବାଦ୍ କର୍ତେ ରଇସି, ସେ ଲକର୍ ବାଦୁଲେ ଜନ୍ ଲକ୍କେ ଅଲ୍ଗା ଲକ୍ମନ୍ ଗିନ୍ କର୍ବାଇ ଆରି ଦାଙ୍ଗ୍ଡା ଆଚେ ସେ ଲକ୍ କରମ୍ଟା । ଦରମ୍ଲକ୍ ନିଜର୍ ପସୁର୍ ଜିବନ୍କେ ଲାଡ୍ ମୁଆଁସ୍ କର୍ସି, ମାତର୍ କାରାପ୍ ଲକ୍ ଗିନ୍ କର୍ସି । ଜେ କି ନିଜର୍ ଜମି ତେଇ ବେସି ଚାସ୍ କାମ୍ କର୍ସି, ସେ ବେସି କାଦିକଣ୍ଡା କାମାଇସି; ମାତର୍ ଜେ ବେକାର୍ରେ ବୁଲିବୁଲି କରି ରଇସି, ସେ ବୁଦି ନଇଲାଟା । କାରାପ୍ ଲକ୍ ବାଡୁଲକର୍ ଜାଲ୍କେ ମନ୍ କର୍ବାଇ; ମାତର୍ ଦରମ୍ ଲକର୍ ମୁଲ୍ ପଲ୍ ଦାର୍ସି । ଦୁସ୍ଟ ଲକ୍ ତାର୍ ଟଣ୍ଡର୍ କାରାପ୍ କାତାର୍ ଲାଗି ପାନ୍ଦ୍ ତେଇ ଅଦର୍ସି, ମାତର୍ ଦରମ୍ ଲକ୍ ଦୁକ୍ କସ୍ଟ ଟାନେ ଅନି ରକିଆ ପାଇସି । ନର୍ଲକ୍ ନିଜର୍ ଟଣ୍ଡର୍ ନିମାନ୍ କାତା ବାର୍ତାର୍ ଲାଗି ନିମାନ୍ ସଙ୍ଗେ ସନ୍ତୁସ୍ ପାଇବାଇ, ଆରି ନର୍ଲକ୍ ଜନ୍ଟା କରି ରଇସି ତାର୍ ବାଦୁଲେ ତାକେ ଦିଆ ଅଇସି । ବୁଦି ନ ରଇଲା ଲକର୍ ବାଟ୍ ତାର୍ ପାଇଁ ଟିକ୍, ମାତର୍ ଜେ ଗିଆନି, ସେ ଗିଆନର୍ କାତାକେ ନିମାନ୍ ସଙ୍ଗେ ସୁନ୍ସି । ବୁଦି ନଇଲା ଲକ୍ ଦାପ୍ରେ ରିସା ଅଇସି; ମାତର୍ ଚତୁର୍ ଲକ୍ ଲାଜ୍କେ ଲୁଚାଇସି । ସତ୍ କାତା କଇବାଲକ୍ ଦରମ୍ କାତା କଇସି; ମାତର୍ ମିଚ୍ରେ ସାକିଦେଉ ମିଚ୍ କାତା କଇସି । କାର୍ କାର୍ କାତା ବାର୍ତା କାଟ୍ରା ସଙ୍ଗେ କାଟ୍ଲା ପାରା ଲାଗ୍ସି; ମାତର୍ ବୁଦି ରଇଲା ଲକର୍ ଜିବ୍ ନିମାନ୍ କାତା କଇସି । ସତ୍ କାତା କଇବା ଟଣ୍ଡ୍ ସବୁବେଲେ ରଇସି; ମାତର୍ ମିଚ୍ କଇବା ଜିବ୍ ଅଲପ୍ ଦିନ୍ ରଇସି । କାରାପ୍ ବାବ୍ନା କର୍ବା ଲକର୍ ମନେ ମିଚ୍ ରଇସି; ମାତର୍ ସାନ୍ତିର୍ କାତା କଇବା ଲକର୍ ଲଗେ ସାର୍ଦା ରଇସି । ଦରମ୍ ଲକର୍ ପାଇଁ କାଇମିସା ବିପଦ୍ ନ ଗଟେ; ମାତର୍ ଦୁସ୍ଟ ଲକ୍ କାରାପ୍ କାମ୍ ଟାନେ ମିସ୍ବାଇ । ମିଚ୍ କଇବା ଲକର୍ ଟଣ୍ଡ୍କେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ମାତର୍ ଜନ୍ ଲକ୍ମନ୍ ସତ୍ କାତା କଇବାଇ, ସେମନ୍ ତାର୍ ସାର୍ଦାର୍ ଲକ୍ମନ୍ । ଚତୁର୍ ଲକ୍ ଗିଆନ୍କେ ଲୁଚାଇସି; ମାତର୍ ମୁର୍କ ଲକର୍ ମନ୍ କାରାପ୍ କାତା କଇସି । କାମ୍ କର୍ବାଲକ୍ ସାସନ୍ କରାଇସି; ମାତର୍ ଅଲ୍ସୁଆ ଲକ୍ ବେଟି କଟ୍ସି। ଚିନ୍ତା ଲକ୍କେ ନସାଇ ଦେଇସି; ମାତର୍ ନିମାନ୍ କାତା ତାକେ ସାର୍ଦା କରାଇସି । ଦରମ୍ ଲକ୍ ସାଇପଡିସାର୍ ଲକ୍କେ ବାଟ୍ ଦେକାଇସି; ମାତର୍ କାରାପ୍ ଲକର୍ ବାଟ୍ ସେମନ୍କେ ଅଲ୍ଗା ବାଟେ ନେଇସି । ଅଲ୍ସୁଆ ଲକ୍ ବେଟ୍ କରି ମାର୍ଲା ପସୁର୍ ମାଉଁସ୍କେ ନ ରାନ୍ଦେ; ମାତର୍ କାମ୍ଦାମ୍ କର୍ବା ଲକ୍ ବେସି ଦନ୍ସପତି କାମାଇସି । ଦରମ୍ ଲକ୍ ଗାଲାବାଟେ ଜିବନ୍ ରଇସି; ଆରି, ସେ, ସେ ବାଟେ ଗାଲେ ମିସା ମରନ୍ ନ ରଏ ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.