Skip to content
BibleKenya

Desiya Bible

ଇତପଦେସ 26

ଜେଟ୍‌ମାସେ ଜେନ୍‌ତିକି କାକର୍‌ ପାକାଇସି ଆରି ତାସ୍ ପାଚ୍‌ବା ବେଲେ ବର୍‌ସା ମାରାଇସି ସେରକାମ୍ କାରାପ୍ ଲକ୍‌କେ ମାନ୍ ମର୍‌ଜିତା ନ ମିଲେ । ଅବିସାପ୍ ତମ୍‌କେ କେତି କରି ନାପାରେ, ଜଦି ତମେ ସେଟା ପାଇବାକେ ଜଗିଅ ନଇଁଲେ । ସେମନ୍ ଗର୍ ଚେଟିଆ ଚଡଇ ଆରି ତାରାଲି ଚଡଇମନର୍ ପାରା ଉଡି ଜିବାଇ ଆରି କେବେ ମିସା ସୁସ୍‌ତା ନ ଅଅତ୍ । ଗଡାକେ ମାର୍‌ବାକେ କର୍‌ଡା ଦର୍‌କାର୍; ମାଇଗଦକେ ଲାଗାମ୍‌ ଲାଗାଇବାର୍, ମୁର୍‌କ ଲକର୍ ପିଟିକେ ଟେଙ୍ଗ୍ ଦର୍‌କାର୍ । କାରାପ୍ ଲକ୍‌କେ ତାର୍ କାରାପ୍ କାତାର୍ ପାଇଁ ଉତର୍ ଦିଆସ୍ ନାଇଁ, ଉତର୍ ଦେଲେ ତମେ ମିସା ତାର୍ ପାରାସେ ଅଇସା । ମୁର୍‌କ ଲକ୍‌କେ କେନ୍‌ତି କଇଲେ ସେନ୍‌ତିସେ ଉତର୍ ଦିଆସ୍ ନଇଲେ ମୁଇଁ ବେସି ଗିଆନିଟା ବଲିକରି କଇସି । ମୁର୍‌କ ଲକ୍‌କେ ଜେ କବର୍ କଇବାକେ ପାଟାଇସି ସେ ନିଜର୍ ଗଡେ ନିଜେ କୁରାଡି ମାରି ଅଇ ଦୁକ୍‌ ପାଇସି । ଚଟା ଲକର୍ ଗଡ୍ ଜେନ୍‌ତି ଲିଡ ଲାଡା, ମୁର୍‌କ ଲକର୍ ଟଣ୍ଡେ ସେନ୍ତାରି ସିକିଆ । ଜେନ୍‌ତିକି ଗପେନା ତେଇ ପାକ୍‌ନା ପୁରାଇଲେ ମାର୍‌ସି, ସେ ରକାମ୍‌ ମୁର୍‌କ ଲକ୍‌କେ ମାନ୍ ମର୍‌ଜିତା ଦେବାଟା । ମାତୁଆଲ୍ ଲକ୍ ଦାରି ରଇବା କାଟା ଜେନ୍‌ତି, କାରାପ୍ ଲକର୍ ଟଣ୍ଡର୍ ସିକିଆ ମିସା ସେ ରକାମ୍‌ । ବାନୁଆଁ ଜେନ୍‌ତି ସବୁକେ ମାରି କରି ଚିନ୍‌ଚତର୍‌ କରି ଦେଇସି ସେରକାମ୍ ସେ ଲକ୍, ଜେ କାରାପ୍ ଲକ୍‌କେ ବୁତି ଦେଇସି ଆରି ଜେ ବାଟେ ଜିବା ଲକ୍‌କେ ମିସା ଡାକିକରି ବୁତି ଦେଇସି । କୁକୁର୍ ଜେନ୍‌ତି ବାତି କରି ଆରିତରେକ୍ କାଇସି, ସେ ରକାମ୍ ତର୍‌କେ ତର୍ କାରାପ୍ କାମ୍ କର୍‌ବା ଲକ୍ । ଜେ କି ମୁଇଁ ନିଜ୍‌କେ ନିଜେ ଚତୁର୍ ବଲି ବାବ୍‌ଲାନି, ସେ ରକାମ୍ ଲକ୍‌କେ ତମେ ଦେକି ଆଚାସ୍ କି ? ତାର୍ ଟାନେ ଅନି ମୁର୍‌କ ଲକର୍ ଟାନେ ବେସି ଆସା ଆଚେ । ବାଡୁ ଲକ୍ କଇସି, ବାଟେ ସିଅଁ ବାଗ୍ ଆଚେ, ଡେଲା ବାଟେ ସିଅଁ ବାଗ୍ ଆଚେ । ଜେନ୍‌ତି କାବ୍‌ଜା ସଙ୍ଗେ କାପାଟ୍ ଏନେ ତେନେ ଅଇସି, ସେ ରକାମ୍ ବାଡୁ ଲକ୍ ଅଚ୍‌ନାଇ ସଇକରି ଅଲସ୍ ମେଲି ଅଇତେ ରଇସି । ବାଡୁଲକ୍ ତାଲାଇ ବାତ୍ ଚକ୍‌ଟିକରି ଟଣ୍ଡେ କାଇବାକେ ମିସା କସ୍‌ଟ ଲାଗ୍‌ସି । ସାତ୍‌ଟା ନିକ ଗିଆନି ବାବିବିଚାରି କରି ଉତର୍ ଦେବା ଲକର୍‌ ଟାନେ ଅନି ମିସା ବାଡୁଲକ୍ ମୁଇଁ ଗିଆନି । ଜନ୍ ଲକ୍ ଇଣ୍ଡ୍‌ବା ବାଟେ ଜାଉଁ ଜାଉଁ ନିଜର୍ ଚିନାଜାନା ନ ରଇଲା ଲକର୍‌ ସଙ୍ଗେ ଲାଗାଜଡା ଅଇବାକେ ରିସା ଅଇସି, ସେ କୁକୁରର୍ କାନ୍ ଦାରୁ ପାରା ଅଇସି । ଜୟ୍‌ ଲାଗି ରଇବା କାଣ୍ଡ୍‌ ଆରି ମର୍‌ବା କାଣ୍ଡ୍ ପିଙ୍ଗ୍‌ତେ ରଇବା ବାୟାଲକ୍ ଜେନ୍‌ତି । ନିଜର୍ ସାଇ ପଡିସାର୍ ଲକ୍‌କେ ଜେ ଏନେତେନେ କଇକରି ନାଡାଇସି, ମୁଇଁ ତକେ ମଜା କର୍‌ତେ ରଇଲି ସେ ଲକ୍ ସେ ରକାମ୍ । ଦାରୁ ସାରିଗାଲେ ଜୟ୍ ଲିବି ଜାଇସି, କାନ୍‌ମତ୍‌ରା ନ ରଇଲେ ଲାଗାଜଡା ଅଇବାଟା କମି ଜାଇସି । ଜେନ୍‌ତିକି ରାଗ୍‌ରଗା ଜୟ୍ ଇଙ୍ଗ୍‌ରାକେ ଆଙ୍ଗାର୍ ଆରି ଜୟ୍‌କେ ଦାରୁ ଲଡା, ସେ ରକାମ୍ ଲାଗାଜଡା ଅଦିକ୍ କର୍‌ବାକେ ଟେପ୍‌ରିଆ ଲକ୍‌ ଦର୍‌କାର୍ । ଚଣ୍ଡିକାତା କଇବା ଲକର୍ କାତା ଅମ୍‌ରୁତ୍ ପାରା ଲାଗ୍‌ସି, ସେଟା ଆତ୍‌ନି ପଟା ବିତ୍‌ରେ ଜାଇସି । ଉପ୍‌ରେ ସୁଆଦ୍ ମୁଦୁର୍ କାତା କଇସି ମାତର୍ ମନ୍‌ବିତ୍‌ରେ କାରାପ୍ ବାବ୍‌ନା ବାବ୍‌ଟା ଜେନ୍‌ତି, ରୁପା ଟାନେ ଲାଗାଇ ରଇବା ମାଟି ଆଣ୍ଡି ସେ ସେମ୍‌ତି। ଗିନ୍‌କର୍‌ବା ଲକ୍ ନିଜର୍ ଟଣ୍ଡେ ଆଁକାର୍ ବାବ୍‌ସି, ଆରି ମନ୍ ବିତ୍‌ରେ କୁଟ୍ ପାଁଚ୍‌ସି । ସେ ସୁଆଦ୍ ମୁଦୁର୍ କାତା କଇଲେ ତାର୍ କାତାକେ ଦାରା ନାଇଁ, କାଇକେବଇଲେ ତାର୍ ଲଗେ ସାତ୍‌ଟା ଗିନର୍‌ ବିସଇ ରଇସି । ତାର୍ ରିସା କପଟ୍‌କେ ଜାନ୍‌ଲେ ଆକା ତାର୍ କାରାପ୍ କାତା ସୁବୁ ଲକର୍ ମୁଆଁଟେ ଜାନା ପଡ୍‌ସି । ଜେ ଅଲ୍‌ଗା ଲକର୍ ପାଇଁ କାଲ୍ କୁନ୍‌ସି ସେ କାଲେ ସେସେ ଅଦର୍‌ସି; ଜେ ପାକ୍‌ନା ଗୁଡ୍‌ଗୁଡାଇସି ସେ ପାକ୍‌ନା ତାକେସେ ଚାପ୍‌ସି । ମିଚ୍ କଇବା ଜିବ୍ ଅଲ୍‌ଗା ଲକ୍‌କେ ମିସା ନସ୍‌ଟ କର୍‌ସି ଆରି ନିଜ୍‌କେ ଗିନ୍ କର୍‌ସି; ଆରି ଉପ୍‌ରେ ଉପ୍‌ରେ ଚିକନ୍ ଚାକାନ୍ କାତା କଇସି ମାତର୍ ବିତ୍‌ରେ ବିତ୍‌ରେ କୁଟ୍ ପାଁଚ୍‌ସି ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.