Skip to content
BibleKenya

Desiya Bible

ଇତପଦେସ 21

ରାଜାର୍ ମନ୍‌ପରାନ୍ ସବୁବେଲର୍ ମାପ୍‌ରୁର୍ ଆତେ ଜର୍‌ନା ପାନି ପାରା ରଇସି; ସେ ଜନ୍ ବାଟେ ମନ୍‌ କଲେ ସେବାଟେ ଜାଇସି । ଲକ୍‌ମନ୍ ନିଜର୍ ଇଚାରେ ଚାଲା ବୁଲା କର୍‌ବାଇ, ମାତର୍ ସବୁବେଲର୍ ମାପ୍‌ରୁ ମନର୍ କାତାକେ ଜାନେ । ବଲି ସରପ୍‌ବା ବାଦୁଲେ ନିଆଇ ନିକ ଆରି ନିମାନ୍ ବାବ୍‌ନାକେ ସବୁବେଲର୍ ମାପ୍‌ରୁ ବେସି ମନ୍‌ କର୍‌ସି । କାରାପ୍ ଲକ୍‌ମନର୍ ପାଇଁ ଉଜଲ୍ ପାରା ଆରି ଆଁକାର୍ ଇସାବ୍‌ରେ ଦେକ୍‌ବାଟା ଆରି ବଡ୍‌ପନ୍ ମନ୍, ଅଇଲାନି ପାପ୍‌ । ନିମାନ୍ ଜଜ୍‌ନା ସଙ୍ଗେ କାମ୍ କଲେ ଦନ୍ ସଁପତି ବେସି ଅଇସି; ମାତର୍ ତର୍‌ବର୍ ଅଇକରି କାମ୍‌କଲେ ନସି ଜାଇସି । ଟକାବଣ୍ଡା କରି ଅର୍‌ଜି ରଇଲା ଦନ୍‌ସପତି ଦାପ୍‌ରେ ନସ୍‌ଟ ଅଇଜିବା ଦୁଉଁରି ଆନ୍ଦାର୍‌ ପାରା, ଜନ୍ ଲକ୍‌ମନ୍ ତାର୍‌ପଚେ ଜିବାଇ, ସେମନ୍ ମରନ୍ କଜ୍‌ବାଇ । କାରାପ୍ ଲକ୍‌ମନର୍ ଉତ୍‌ପାତ୍‌ ସେମନ୍‌କେ ଉଡାଇ ନେଇସି; କାଇକେବଇଲେ ସେମନ୍ କାରାପ୍‌ କାମ୍ କର୍‌ବାକେ ମନ୍‌ କର୍‌ବାଇ । ପାପ୍‌କାମ୍ କର୍‌ବା ଲକ୍‌ମନ୍ କାରାପ୍ ବାଟେ ଜିବାଇ, ମାତର୍ ଦରମ୍‌ ଲକର୍ ବାଟ୍‌ ନିକ । ଟଣ୍ଡାଇ ମାଇଜି ସଙ୍ଗେ ମେଡ୍‌ଗରେ ରଇବା ବାଦୁଲେ ଗଟେକ୍ ମେଡ୍ ଗର୍ ଉପ୍‌ରର୍‌ କନେ ବାସାଅଇ ରଇବାଟା ନିକ । କାରାପ୍‌ ଲକର୍ ବୁଦି ଲକ୍‌ମନ୍‌କେ କୁଟ୍ ପାଞ୍ଚ୍‌ସି, ଆରି ତାର୍‌ଲାଗି ବଲିକରି ସାଇପଡିସାର୍‌ ଲକ୍‌ମନ୍ କାଇ ଆସିର୍‌ବାଦ୍‌ ନ ଅଅତ୍‌ କୁଟ୍‌ କଇବା ଲକ୍‌କେ ଡଣ୍ଡ୍ ଦେଲେ ଅମାନିଆଁ ଲକ୍ ବାବ୍‌ସି ମକେ ବେସି ବୁଦି ଆଚେ ବଲକରି; ଆରି ଗିଆନିକେ ବୁଜାଇ ଦେଲେ, ସେ ପଣ୍ଡିତ୍ ଅଇସି । ଦରମ୍ ଲକ୍ କାରାପ୍‌ ଲକର୍ ଗର୍‌ ବିସୟ୍ ନେଇକରି ଆଲ୍‌ଚନା କର୍‌ବାଇ; କାରାପ୍ ଲକ୍‌ମନ୍ କେନ୍‌ତି ଅଇକରି କୁରୁପ୍‌ନାସ୍ ଅଇବାଇ, ସେ ବିସୟ୍ ନେଇକରି ନିମାନ୍‌ ଆଲ୍‌ଚନା କର୍‌ବାଇ । ଜନ୍‌ ଲକ୍ କାକୁର୍‌ତି ଲକ୍‌ମନର୍ କାତା ନ ସୁନେ, ସେ ମିସା କେବେଆଲେ ଡାକ୍‌ସି, ମାତର୍ କାଇ ବଲିକରି ଉତର୍ ନ ପାଏ । କେ ନାଜାନ୍‌ତେ ଦାନ୍‌ ଦେଲେ ରିସା ସାନ୍‌ତି ଅଇସି; ମାତର୍ ଅଟି ଲଗେ ଚିପାଇ କରି ଲାଚଁ ଦେଲେ ଅଦିକ୍ ରିସା ମିସା ସାନ୍‌ତି ଅଇସି । ଦରମ୍ ସଙ୍ଗେ ଚାଲାବୁଲା କର୍‌ବାଟା ଦରମ୍ ଲକର୍ ପାଇଁ ସାର୍‌ଦାର୍ ବିସୟ୍; ମାତର୍ ସେଟା କାରାପ୍‌ କାମ୍ କରୁମନର୍ ପାଇଁ କୁରୁପ୍‌ନାସ୍ ଅଇ ଜିବାଟା । ଜେ ନିକ ବାଟ୍‌କେ ଚାଡିକରି କାରାପ୍ ବାଟେ ଜାଇସି, ସେ ମଲା ଲକ୍‌ମନର୍ ଦଲେ ରଇସି । ଜେ ସୁକ୍ କଜ୍‌ସି, ସେ କାକୁର୍‌ତି ଅଇସି; ଆରି ଜେ ଅଙ୍ଗୁର୍ ରସ୍ ଆରି ଚିକନ୍‌କେ ନିମାନ୍‌ ବଲ୍‌ସି, ସେ କେବେ ମିସା ସାଉକାର୍ ନ ଅଏ । ଦୁସ୍‌ଟ ଲକ୍‌ମନ୍ ନିମାନ୍ ଲକ୍‌ମନ୍‌କେ କସ୍‌ଟ ଦେବାକେ ଚେସ୍‌ଟା କର୍‌ତେ ରଇବାଇ ମାତର୍ ସେ କସ୍‌ଟ ତାକର୍ ନିଜର୍ ଉପ୍‌ରେ ଆଇସି । ଟଣ୍ଡାଇ ମାଇଁଜି ଆରି ରିସା ଅଇବା ମାଇଁଜି ସଙ୍ଗେ ଜିଉନା କର୍‌ବା ବାଦୁଲେ ଗଟେକ୍ ଚିମ୍‌ରା ଜାଗାଇ ଜାଇ ବାସା କର୍‌ବାଟା ନିକ । ଗିଆନି ଲକର୍ ଗରେ ବେସି ଦନ୍‌ସପତି ଆରି ଚିକନ୍ ରଇସି ମାତର୍ କାରାପ୍ ଲକ୍ ସେଟା ସବୁଜାକ ନସ୍‌ଟ କରି ଦେଇସି । ଜନ୍‌ ଲକ୍ ଦରମ୍ କାମ୍ ଆରି ଦୟାରେ ରଇସି, ସେ ଜିବନ୍‌ରେ ଆରି ଦରମ୍ ଟାନେ ମାନ୍‌ମର୍‌ଜିତା ପାଇସି । ଗିଆନି ଲକ୍ ବପୁ ରଇଲା ନଅଁରେ ମିସା ଚଗି ପୁରି ପାର୍‌ସି, ମାତର୍‌ ତେଇର୍ ବପୁ ରଇବା ଲକ୍‌ମନ୍ ସବୁ ଡରି ଜିବାଇ । ଜେ ନିଜର୍ ଟଣ୍ଡ୍‌କେ ଆରି ଜିବ୍‌କେ କଇବା ତେଇ ଅନି ରକିଆ କର୍‌ସି , ସେ ନିଜର୍ ଦୁକ୍ କସ୍‌ଟ ତେଇ ଅନି ତାର୍ ଜିବନ୍‌କେ ରକିଆ କର୍‌ସି । ଆଁକ୍‌ରିଆ ଲକ୍‌ ଆରି ବଡ୍‌ପନିଆଁ ଲକ୍‌ ନିନ୍ଦା କର୍‌ବା ନାଉଁରେ ଡାକ୍‌ପୁଟା ଅଇସି, ସେ ମର୍‌ କାମ୍‌ସେ ଟିକ୍ ବଲିକରି କାମ୍ କର୍‌ସି । ଅଲ୍‌ସୁଆ ଆସାକରି କଲାକାମ୍ ସବୁ ମରନ୍ ବାଟେ ନେଇସି; କାଇକେବଇଲେ ତାର୍ ଆତ୍ କାମ୍ କର୍‌ବାକେ ମନ୍ ନ କରେ । କେତେକ୍ ଲକ୍‌ ଦିନ୍‌ସାରା ବେସି ଦାନ୍ ଦେବାକେ ଲବ୍ କର୍‌ବାଇ; ମାତର୍ ଦରମ୍ ଲକ୍ ଦାନ୍‌ ଦେବାକେ, ଲବ୍ ନ କରତ୍ । କାରାପ୍‌ ଲକ୍‌ମନର୍ ବଲିଦାନ୍ ଗିନ୍ କର୍‌ସି, ମାତର୍ ସେଟା କାରାପ୍ ବାବ୍‌ନା ସଙ୍ଗେ ଆନ୍‌ଲେ ସେଟା ଅଦିକ୍ ଗିନ୍ କର୍‌ସି । ମିଚ୍‌ରେ ସାକି ଦେବା ଲକ୍ କୁରୁପ୍ ନାସ୍ ଅଇଜାଇସି; ମାତର୍ ଜନ୍ ଲକ୍ ନିମାନ୍ ସଙ୍ଗେ ସୁନ୍‌ସି, ସେ କଇଲା କାତା ଆକା ସତ୍‌ ଅଇସି । କାରାପ୍‌ ଲକ୍ ମୁଁଉଁକେ ପୁଲାଇ କରି ରଇସି, ମାତର୍ ଦରମ୍‌ ଲକ୍ ନିଜର୍ ବାଟ୍‌କେ ନିମାନ୍ କର୍‌ସି । ସବୁବେଲର୍ ମାପ୍‌ରୁର୍‌ ବିରୁଦେ କାଇଟା ମିସା ନାଜାନେ କି ବୁଦି ଗିଆନର୍‌ କାଇ ଜଜ୍‌ନା ମିସା କାମ୍ ନ ଦେଏ । ଜୁଇଦ୍ କର୍‌ବାକେ ଗଡାମନ୍‌କେ ସଜାଇବାର୍ ଅଇସି; ମାତର୍ ସବୁବେଲର୍ ମାପ୍‌ରୁର୍ ଇଚା ରଇଲେ ଆକା ଜିତି ଅଇସି ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.