Desiya Bible
ଇତପଦେସ 17
ଜାଟିଜଗ୍ଡା ଅଇ ରଇବା ଗରେ କାଦି ପୁରାପୁରୁନ୍ ରଇଲେ ସାନ୍ତି ନାଇଁ ମାତର୍ କଣ୍ଡେକ୍ ସୁକ୍ଲା ରୁଟି କାଇଲେ ନିକ୍ । ଜନ୍ ଦାସ୍ ବୁଦି ସଙ୍ଗ୍ ଚଲ୍ସି, ସେ ଲାଜ୍ ଅଇଲା ପିଲାର୍ ଉପ୍ରେ ସାସନ୍ କର୍ସି, ଆରି ବାଇମନର୍ ସଙ୍ଗେ ଅଦିକାରର୍ ବାଗ୍ ପାଇସି । ରୁପାର୍ ଆରି ସୁନାକେ ଜଇ ତେଇ ପରିକା ଅଇସି; ମାତର୍ ସବୁବେଲର୍ ମାପ୍ରୁ ନର୍ଲକର୍ ମନ୍କେ ପରିକା କର୍ସି । କାରାପ୍ କାମ୍ କର୍ବା ଲକ୍ ଦୁସ୍ଟର୍ ଟଣ୍ଡର୍ କାତା ସୁନ୍ସି, ଆରି ମିଚ୍ କଉ ବିନାସ୍ କରୁର୍ ଜିବର୍ କାତାକେ କାନ୍ ଡେର୍ସି । ଜନ୍ ଲକ୍ ଗରିବ୍ ଲକ୍କେ ଦେକି ଆଁସ୍ସି, ସେ ତାର୍ ତିଆର୍ କଲା ମାପ୍ରୁକେ ନିନ୍ଦା କର୍ସି; ଆରି, ବିପଦ୍ବେଲେ ଜେ ସାର୍ଦା କର୍ସି, ସେ ନ ପିଟ୍ତେ ଡଣ୍ଡ୍ ପାଇସି । ପିଲାମନର୍ ପିଲାମନ୍ ଡକ୍ରା ଲକ୍ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍ପୁଟା ଅଇଲାନି ସେମନର୍ ଆନିଦାଦିମନ୍ । ଗଟେକ୍ ବୁଦି ନଇଲା ଲକର୍ ଲଗେ ନିମାନ୍ କାତା କଇବାଟା ଟିକ୍ ନାଇଁ, ସେ ରକାମ୍ ଗଟେକ୍ ସାସନ୍ କରୁମନ୍ ମିଚ୍ କାତା କଇବାଟା ଅଦିକ୍ ଟିକ୍ ନଏଁ । ଲାଁଚ୍ ଦେଇତେ ରଇବା ଲକ୍ର୍ ଆଁକି ତେଇ ଲାଞ୍ଚ୍ ଦେବାଟା ବେସି ମୁଲିଅର୍ ପାକ୍ନା ରକାମ୍, ସେମନ୍ ଜେନେ ବୁଲ୍ଲେ ମିସା ସେମନ୍ ସିଦ୍ ଅଇସି । ଜେ ପାପ୍କେ କେମା ଦେଇସି, ସେ ଲାଡ୍ କଜ୍ସି; ମାତର୍ ଜେ ତର୍କେ ତର୍ ଗଟେକ୍ କାତା ବାର୍କର୍ସି, ସେ ତମର୍ ମିତ୍ରମନ୍କେ ବେଗ୍ଲାଇସି । ମୁର୍କକେ ସଏ ମାଡ୍ ମାର୍ଲେ ଜେତ୍କି ବୁଦି ରଇଲା ଲକ୍କେ ପଦେକ୍ କଇଲେ ଅଦିକ୍ ବାଦ୍ସି । ଦୁସ୍ଟ ଲକ୍ କିରମାର କଜ୍ସି, ତେବେ ତାର୍ ବିରଦ୍ରେ କାରାପ୍ ଲକ୍କେ କବର୍ ପାଟାଇସି । ବୁଦି ନ ରଇ ବୁଡିଜାଇ ରଇବା ମୁର୍କର୍ ସାମ୍ନାଇ ଜିବା ବାଦୁଲେ, ଗଟେ ପିଲା ଚରିଅଇ ରଇବା ବାଲୁର୍ ସାମ୍ନାଇ ଜିବାଟା ନିକ୍ । ଜନ୍ ଲକ୍ ନିମାନ୍ ବାଦୁଲେ କାରାପ୍ କର୍ସି, ତାର୍ ଗରେ କାରାପ୍ କେବେ ନ ଚାଡେ । କିରମାରର୍ ଆରାମ୍ ଅଇବାଟା ଗଟେକ୍ ଲକ୍ ବନ୍ଦ୍ କାଟି ପାନି ଚାଡି ଦେଲା ପାରା; ସେଟାର୍ ପାଇଁ କିର ଉବଜ୍ବା ଆଗ୍ତୁ ଜୁଗ୍ତି କରା ନାଇଁ । ଜେ ଦସିକେ ନିର୍ଦସ୍ କର୍ସି ଆରି ଜେ ଦରମ୍ ଲକ୍କେ ଦସ୍ ଦାର୍ସି, ସେ ଦୁଇ ଲକ୍ ମିସା ସବୁବେଲର୍ ମାପ୍ରୁର୍ ଲଗେ ସମାନ୍ସେ ଡଣ୍ଡ୍ ପାଇବାଇ । ଗିଆନ୍ ଗେନ୍ବାକେ ମୁର୍କର୍ ଆତେ କାଇକେ ଦନ୍ ରଇସି ? ତାକେ ତା ବୁଦି ନାଇଁ । ସାଙ୍ଗ ସବୁବେଲେ ଲାଡ୍ କର୍ସି, ମାତର୍ ବାଇର୍ ଦୁକ୍ ବେଲେ ସାଇଜ କର୍ବାକେ ଜନମ୍ ଅଇ ରଇସି । ବୁଦି ନଇଲା ଲକ୍ ବାଦ୍ ମାରି ନିଜର୍ ସାଇପଡିସାର୍ ଲକର୍ ଲଗେ ଦାଇ ଅଇସି । ଜେ କିରମାର ଅଇବାଟା ସାର୍ଦା ଅଇସି, ସେ ଅପ୍ରାଦ୍କେ ମିସା ସାର୍ଦା ଅଇସି; ଆରି, ଜେ କି ନିଜର୍ ଡାଣ୍ଡ୍କେ ଡେଙ୍ଗ୍ କର୍ସି, ସେ ବିନାସ୍ କଜ୍ସି । ଜାର୍ କୁଟିଆଲ୍ ମନ୍ ଆଚେ, ସେ ଆସିର୍ବାଦ୍ ନ ପାଏ, ଆରି, ଜାର୍ ଜିବ୍ କାରାପ୍ କାତା କଇସି ସେ ବିପଦ୍ ଲଗେ ଅଦର୍ସି । ମୁର୍କକେ ଜନମ୍ କର୍ବା ଲକ୍ ନିଜର୍ ଦୁକ୍ ଜମାଇସି; ଆରି, ମୁର୍କର୍ ବାବା ସାର୍ଦା ନ ଅଏ । ସାର୍ଦାର୍ ରଇଲା ମନ୍ ନିମାନ୍ ଅସ; ମାତର୍ ବାଙ୍ଗି ଜାଇ ରଇବା ଆତ୍ମା ଆଡ୍ମନ୍କେ ସବୁ ସୁକାଇ ପାକାଇସି । ଦୁସ୍ଟ ଲକ୍ ବିଚାରର୍ ବାଟ୍ ବାଙ୍ଗ୍ଟି କର୍ବାକେ ଆଟାଇଅନି ଲାଞ୍ଚ୍ ନେଇସି । ବୁଦିମାନ୍ ଲକର୍ ଆଁକି ଲଗେ ଗିଆନ୍ ରଇସି, ମାତର୍ ମୁର୍କର୍ ଆଁକି ଲଗେ ପୁର୍ତିବିର୍ ମରୁ ବୁଇଁ ଲଗେ ରଇସି । ମୁର୍କ ପିଲା ତାର୍ ବାବାର୍ ଦୁକ୍ ଆରି ତାର୍ ଆୟାର୍ ଦୁକର୍ କାରଣ୍ ଅଇସି । ଦରମ୍ ଲକ୍କେ କସ୍ଟ ଦେବାର୍ ଆରି ମୁକିଆ ଲକ୍ମନ୍କେ ସେମନର୍ ଦରମ୍ ଦେକି ଡଣ୍ଡ୍ ଦେବାଟା ଟିକ୍ ନାଇଁ । ଜେ କି ଅଲପ୍ କାତା କଇସି, ତାର୍ ବୁଦି ରଇସି; ଆରି, ଜାର୍ ସାନ୍ତି ଆତ୍ମା, ସେ ବୁଦିମାନ୍ । ଅଗିଆନି ଲକ୍ ଚୁପ୍ ଅଇଲେ, ଗିଆନ୍ ଲକ୍ ବଲି ଏଜା ଅଇସି; ଆରି, ସେ ନିଜର୍ ଟଣ୍ଡ୍ ମୁଦା କଲେ, ବୁଦି ରଇଲା ଲକ୍ ବଲି ଏଜା ଅଇସି ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.