Skip to content
BibleKenya

Desiya Bible

ଇତପଦେସ 3

ବେଣ୍ଡିଆ ପିଲାମନ୍‌କେ ସିକିଆ

ଏ ମର୍ ପିଲା, ତୁଇ ମର୍ ସିକିଆକେ ପାସର୍ ନାଇଁ; ମାତର୍ ତମର୍ ମନ୍ ମର୍ ଆଦେସ୍ ସବୁ ପାଲନ୍ କର । କାଇକେବଇଲେ ସେ ଅନୁସାରେ ଆୟୁସ୍ ବଡ୍‌ସି ଆରି ସବୁ ଦିନର୍ ପାଇଁ ଜିବନର୍ ସାନ୍ତି ବଡ୍‌ସି । ଦୟା ଆରି ସତ୍‌ ତମ୍‌କେ ଚାଡି ନ ଦେଅ; ନିଜର୍ କଁଟେ ମିସ୍‌ତେ ବାନ୍ଦା ଆରି ନିଜର୍ ମନର୍‌ ପାଟା ଲଗେ ଲେକା । ସେନ୍‌ତି କଲେ, ତମେ ପର୍‌ମେସରର୍ ଆରି ନର୍‌ଲକର୍ ଆଁକି ଲଗେ ଅନି ଆସିର୍‌ବାଦ୍‌ ପାଇସା ଆରି ନିମାନ୍‌ ବିଚାର୍ କର୍‌ସା । ତମେ ମନ୍‌ପରାନ୍ ଦେଇ ସବୁବେଲର୍ ମାପ୍‌ରୁର୍ ଲଗେ ବିସ୍‌ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍‌ କରା ନାଇଁ । ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍‌ପଚେ ସେ ତମର୍ ଇଣ୍ଡ୍‌ବା ବାଟ୍‌ ସଲକ୍‌ କର୍‌ସି । ତମେ ନିଜେ ନିଜେ ଗିଆନି ଉଆ ନାଇଁ; ସବୁବେଲର୍ ମାପ୍‌ରୁକେ ଡରା ଆରି କାରାପ୍ ଲଗେ ଅନି ଦୁରିକେ ରୁଆ । ସେଟା କଲେ ତମର୍ ଗାଗଡର୍ ପାଇଁ ନିକ ଅଇସି ଆରି ଆଡର୍ ପାଇଁ ରସ୍ ପାରା ଅଇସି । ତମେ ତମର୍ ଦନ୍ ଆରି ସବୁ ପର୍‌ତୁମ୍ ପଲ୍‌ଲା ପଲ୍‌ ସବୁବେଲର୍‌ ମାପ୍‌ରୁକେ ଦେଇ ଆଲାଦ୍‌ କରା । ତାର୍‌ପଚେ ତମର୍ ବଣ୍ଡାର୍ ଗରେ ବେସି ଦନ୍‌ସଁପତି ଅଇସି ଆରି ତମର୍ ଅଙ୍ଗୁର୍ କୁଣ୍ଡେ ନୁଆ ଅଙ୍ଗୁର୍ ରସ୍ ପୁରୁନ୍ ଅଇ ଉଚ୍‌ଲି ଜାଇସି । ଏ ମର୍ ପିଲା, ସବୁବେଲର୍ ମାପ୍‌ରୁର୍ ସାସନ୍‌କେ ପାସର୍ ନାଇଁ ଆରି ତାର୍ ସାସନ୍‌ରେ ଅମାନିଅ ଅ ନାଇ । କାଇକେବଇଲେ ବାବା ତାର୍ ଲାଡର୍ ପିଲାକେ, ଜେନ୍‌ତି ମାରିଦାରି କରି ଡରାଇସି ସେ‌ ରକାମ୍ ସବୁବେଲର୍ ମାପ୍‌ରୁ ତାର୍ ଲାଡର୍ ପିଲାକେ ସାସନ୍ କର୍‌ସି । ଜନ୍ ଲକ୍ ବୁଦି ଗିଆନ୍ ସିକ୍‌ସି, ସେ କେଡେ କରମର୍ ଲକ୍ । କାଇକେବଇଲେ ରୁପାର୍ ବେପାର୍ ଟାନେ ଅନି ତାର୍ ବେପାର୍ ନିମାନ୍, ଆରି ନିମାନ୍ ସୁନା ଲଗେଅନି ତାର୍ ମୁଲିଅ ଅଦିକ୍ । ଗିଆନ୍‌ ମୁକ୍‌ତା ଟାନେ ଅନି ଅଦିକ୍ ଦାମ୍, ଆରି ତମର୍ କାଇମିସା ମୁଲିଅର୍‌ ଜିନିସ୍ ତାର୍ ପାରା ଅଇବାକେ ଜଗିଅ ନାଇଁ । ତାର୍ ଉଜା ଆତେ ବେସି ଆଇସ୍ ଅଇସି, ତାର୍ ଡେବ୍‌ରି ଆତେ ଦନ୍ ସଁପତି ଆରି ସନ୍‌ମାନ୍ ରଇସି । ତାର୍ ବାଟ୍ ସବୁ ନିମାନ୍ ବାଟ୍ ଆରି ତାର୍ ସବୁ ରାସ୍‌ତା ସୁସ୍‌ତା । ଜନ୍‌ଲକ୍ ତାର୍ ଲଗେ ଜିବାଇ, ସେମନର୍ ପାଇଁ ସେ ଜିବନର୍ ଗଚ୍ ପାରା; ଜନ୍ ଲକ୍‌ ସେଟା ଦାରି ସଙ୍ଗଇବାଇ, ସେମନ୍‌ କରମର୍‌ ଲକ୍ । ସବୁବେଲର୍ ମାପ୍‌ରୁ ଗିଆନ୍ ସଙ୍ଗ୍ ପୁର୍‌ତିବି ତିଆର୍ କଲା, ସେ ବୁଦି ସଙ୍ଗେ ଆକାସ୍ ମଣ୍ଡଲ୍ ସୁସ୍‌ତିର୍ କଲା । ତାର୍ ଗିଆନ୍‌ରେ ଡେଙ୍ଗ୍ ଜାଗାଇ ଅନି ପାନି ଉଚ୍‌ଲି ବାରଇସି, ଆରି, ମେଗ୍ ଲଗେ ଅନି କାକର୍ ଟପା ଅଇ ଅଦର୍‌ସି । ଏ ମର୍ ପିଲା, ଏ ସବୁ ତମେ ପାସ୍‌ରା ନାଇଁ, ତମେ ଗିଆନ୍ ଆରି ତାର୍ ପୁରାପୁରୁନ୍ ପିଆସ୍ କଲା ଇଜତ୍ ରକିଆ କର୍ । ସେଟା ତର୍ ପାରାନର୍ ଜିବନ୍ ଆରି ସେଟା ତର୍ ପାଇଁ ଗାଲାର୍ ମାଲି ଅଇସି । ସେନ୍ତାର୍ ଆଲେ ତମେ ନିଜର୍ ବାଟେ ନ ଡର୍‌ତେ ଇଣ୍ଡ୍‌ସା, ଆରି, ତମର୍ ଗଡ୍ ଜୁଟିଆଇ ନ ଅଏ । ସଇଲା ବେଲେ ତମ୍‌କେ କସ୍‌ଟ ନ ଅଏ, ଉଁ, ତମେ ସଇସା ଆରି ତମେ ନିମାନ୍ ସଙ୍ଗ୍ ନିଦ୍ ଆଇସି । ଅଟାତ୍ ଉବଜ୍‌ବା ଦୁକ୍‌କେ କି ଦୁସ୍‌ଟମନ୍‌ ବିନାସ୍‌ କର୍‌ବା ଜଜ୍‌ନାକେ ଡରା ନାଇଁ । କାଇକେବଇଲେ ସବୁବେଲର୍ ମାପ୍‌ରୁ ତମର୍ ସାଆବର୍‌ସା ଅଇସି, ସେ ତମର୍ ବିପଦ୍ ବେଲେ ରକିଆ କର୍‌ସି । ଜଦି ଗଟେକ୍ ଲକ୍‌କେ ଉପ୍‌କାର୍ କର୍‌ବା ସକ୍‌ତି ତମର୍ ଆତେ ରଇଲେ, ଦାନ୍ କର୍‌ବା ଲକ୍‌ମନ୍‌କେ ମନା କରା ନାଇଁ । ଜଦି ନିଜର୍ ଲଗେ ଜିନିସ୍ ରଇଲେ, ଜାଆ, ଆରିତରେକ୍ ଆସା, ମୁଇ କାଲିକେ ଦେବି, ଏନ୍ତାରି ବଲି ତମର୍ ସାଇପଡିସାର୍ ଲକ୍‌କେ କୁଆ ନାଇଁ । ତମର୍ ସାଇର୍‌ ଲକ୍ ତମର୍ ପାକେ ନ ଡର୍‌ତେ ବାସା ଅଇ ରଇଲେ ତାକର୍ ବିରୁଦେ ଅନିସ୍‌ଟ ଚିନ୍ତା କରା ନାଇଁ । କେ ଜଦି ତମର୍ କେତି ନ କଲେ, ଚୁଚାଇ ତାକର୍ ସଙ୍ଗ୍ ବିରଦ୍ କରା ନାଇଁ । ଗଣ୍ଡ୍‌ଗଲ୍ କର୍‌ବା ଲକ୍‌ମନ୍‌କେ ରିସା ଉଆ ନାଇଁ, ଆରି, ତାକର୍ କନ୍ ମିସା ବାଟ୍‌କେ ଇଣ୍ଡା ନାଇଁ । କାଇକେବଇଲେ କାରାପ୍ ଲକ୍‌ମନ୍‌କେ ସବୁବେଲର୍ ମାପ୍‌ରୁର୍ ଗିନ୍‌ କର୍‌ସି, ମାତର୍ ଦରମ୍‌ ଲକ୍‌ମନର୍ ତେଇ ମାପ୍‌ରୁ ସାର୍‌ଦା ଅଇସି । ପାପ୍ କଲା ଗରେ ସବୁବେଲର୍ ମାପ୍‌ରୁର୍ ଅବିସାପ୍ ରଇସି, ମାତର୍ ସେ ଦରମ୍ ଲକ୍ ବାସା ଅଇଲା ଗର୍‌କେ ଆସିର୍‌ବାଦ୍ କର୍‌ସି । ଏଲେ ମିସା ସେ ନିନ୍ଦା କର୍‌ବା ଲକ୍‌ମନ୍‌କେ ନିନ୍ଦା କର୍‌ସି, ମାତର୍‌ ସେ ଦରମ୍ ଲକ୍‌ମନ୍‌କେ ଆସିର୍‌ବାଦ୍ କର୍‌ସି । ଗିଆନି ଲକ୍‌ମନ୍ ସନ୍‌ମାନର୍ ଅଦିକାରି ଅଇବାଇ, ମାତର୍ ଗିଆନ୍ ନ ରଇଲା ଲକ୍‌ମନର୍ ଲାଜ୍‌ମର୍‌ଜିତା ଜାଇସି ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.