ଜାତ୍ରା
Exodus
Introduction from this edition
ମୋଶାଙ୍କ ଲିଖିତ ଦ୍ୱିତୀୟ ପୁସ୍ତକ
ଜାତ୍ରା ବଇ
ଏ ବଇ ବିସଇରେ ଜାନ୍ବାଟା
ଚାଡିଦେଇ ରିବା ପୁସ୍ତକ୍ ଅବ୍ରାମର୍ ଗର୍ଲକର୍ ଇତିଆସ୍କେ ଆଗ୍କେ ନେଲା ଆଚେ, ଜନ୍ଟାକି ଆଦି ପୁସ୍ତକ୍ ଟାନେ ଅନି ଆରାମ୍ ଅଇ ରଇଲା । ଜାତ୍ରା ସବଦର୍ ଅରତ୍ ଅଇଲାନି “ଜିବାଟା” ଇସ୍ରାଏଲର୍ ମିସର୍ ଦେସେ ଅନି ବାରଇକରି ଗାଲାଇ । ଏଟା ପର୍ମେସର୍ ଅବ୍ରମ୍କେ ସପତ୍ କରି ରଇଲା । ରିତିନିତି ଇସାବ୍ରେ, ପଣ୍ଡିତ୍ମନ୍ ବିସ୍ବାସ୍ କର୍ବାଇଜେ ଜାତ୍ରା ବଇଟାନେ ଅନି ବେସି ମସା ବବିସତ୍ ବକ୍ତା ବେସି ଲେକ୍ଲା ଆଚେ ଆରି ଏଟା ଗିଆନ୍ ନିଜେ ଦେଲା ଆଚେ ବଇଲା ପାରା ଜାନା ପଡ୍ସି । ଜାତ୍ରା ୨୪:୪ ପଦେ କଇଲାନିଜେ ମସା କେନ୍ତି ବାବ୍ରେ ବଇର୍ କେତେଟା ବାଗେ ଲେକି ରଇଲା । ଜିଅସୁଅ ୮: ୩୧ ଟାନେ ଏଟା ଜାତ୍ରା ୨୦:୨୫ ଟାନେ ଗଟେକ୍ ଆଦେସ୍କେ ବୁଜାଇସି ଆରି ଏଟା କଇଲା ଆଚେ ଜେ ଏଟା “ମସାର୍ ନିଅମ୍ ବଇଟାନେ ଲେକା ଅଇଲା ଆଚେ।” ନୁଆଁ ନିଅମ୍ ମସାର୍ ଲାଗି ବେସିତର୍ ଲେକାଜାଇ ରଇଲା ବଇକେ ବୁଜାଇସି, ଉଦାଅରନ୍ ଇସାବ୍ରେ ଜେଡେବେଲେ ଲାଗ୍ତେ ରଇବା ବୁଟା ଉପ୍ରେ କାଇଟା ଗଟି ରଇଲା ଆରି ସେଟା “ମସାର୍ ବଇ” ଟାନେ ଲେକାଜାଇ ରଇଲା ମାର୍କ ୧୨:୨୬। ଇଜିପ୍ଟର୍ ଟାନେ ଅନି ଇସ୍ରାଏଲର୍ ଜିବାଟା କମ୍ସେ କମ୍ ୧୩୦୦ କି ୧୪୦୦ ବରସ୍ ଆଗେ ଗଟି ରଇଲା ୧ ରାଜା ୬: ତେଇ ଏଟା କୁଆଗାଲା ଆଚେଜେ ସଲ୍ମନର୍ ଇସ୍ରାଏଲର୍ ରାଜା ଅଇବା ଚାର୍ ବରସ୍ ଆଗ୍ତୁ ୪୮୦ ବରସ୍ ଆଗ୍ତୁ ଏଟା ଗଟି ରଇଲା । ଅବ୍ରାମ୍, ଇସାକ୍ ଆରି ଜାକୁବକେ ପର୍ମେସର୍ କେନ୍ତି ସପତ୍ ପାଲନ୍ କଲା ଆଚେ ସେ ବିସୟ୍ରେ ମନ୍ଦିଆନ୍ ଦିଆ ଗାଲା ଆଚେ । ଏଟା ଅବ୍ରାମର୍ ବଁସ୍, ଇସ୍ରେଲର୍ ଜାତି, ମିସର୍ଦେସେ ଅନି ପର୍ମେସରର୍ ବପୁ ମୁକ୍ତି କର୍ବା ବିସୟ୍ରେ କଇସି ଜାତ୍ରା ୧:୧୨-୧ ।
ସେତେଇ ଅନି ପର୍ମେସର୍ ତାର୍ ଲକ୍ମନ୍କେ ସାଇନା ପର୍ବତର୍ କଲ୍କା ବାଟେ ନେଲା ଜନ୍ଟାନେ କି ସେ ଇସ୍ରାଏଲର୍ ଲକ୍ମନର୍ ପଚେ ଜିବାକେ ମସାକେ ବେସି ନିଅମ୍ ଦେଇ ରଇଲା ଜାତ୍ରା ୧୨-୧୯ । ଏ ନିଅମ୍ ମନ୍କେ ସେମନ୍ କେନ୍ତି କାମ୍ କର୍ବାକେ ପଡ୍ସି, ସେମନ୍ କେନ୍ତି ବଲିଦାନ୍ ଦେବା ଦର୍କାର୍ ଆରି ତମୁ ତିଆର୍ କର୍ବାକେ ଜାଗର୍ତା ଆଦେସ୍ ଜନ୍ଟାକି ସେମନର୍ ଲଗେ ପର୍ମେସରର୍ ଲଗେ ରଇବାଇ, ତମୁଟାନେ ପୁଜାବିଦି କର୍ବାକେ ଆରି ଅଲ୍ଗା ଅଲ୍ଗା ଜିନିସ୍ ଆରି ପୁଜାରିମନ୍କେ ବସ୍ତର୍ ବିସଇରେ କଇଲା ଆଚେ । ଜାତ୍ରା ବଇ ୨୦-୩୧ ତାର୍ପଚେ ଗଟେକ୍ ବଏଁକାର୍ ଜୁଇଦ୍ ପଚେ ଜନ୍ଜାଗାଇ ଇସ୍ରାଏଲ୍ ବାଚିର୍ ରୁପ୍ ଇସାବ୍ରେ ଗଟେକ୍ ସୁନାର୍ ପୁତ୍ଲା ତିଆର୍ କଲାଇ, ମସା ଆରିତରେକ୍ ପର୍ମେସରର୍ ସଙ୍ଗେ ମିସ୍ଲା ଜାତ୍ରା ବଇ ୩୨-୩୩ । ପଇର୍ ସାରାସାରି ଟାନେ, ଆମେ ପଡ୍ଲୁନିଜେ ଆଗେ ଅନି ତିଆର୍ କରି ରଇବା ଜିନିସ୍ମନ୍ କେନ୍ତି ବାବ୍ରେ ତିଆର୍ କରା ଜାଇ ରଇଲା ଜାତ୍ରା ବଇ ୩୩-୪୦ ।
ଏ ବଇ ବିତ୍ରେ ରଇଲାଟା
ମିସର୍ ଦେସେ ଇସ୍ରାଏଲର୍ ଲକ୍ମନ୍ କେନ୍ତି ଗତି ଦାଙ୍ଗ୍ଡା ଅଇରଇଲାଇ ୧ ଅଦିଆଇ ଜାନାଇସି।
୨ ତେଇ ଅନି ୪ ଅଦିଆଇ ତେଇ ମସାକେ ଜାନାଚିନା କରାଇସି ଆରି ପର୍ମେସରର୍ ଲକ୍ମନ୍କେ ଉଦାର୍ କର୍ବାକେ ଡାକ୍ବା ଜାକ ତାର୍ ଜିବନ୍ ବିସୟ୍ରେ କଇଲାନି ।
ତାର୍ ପଚେ ଲେକ୍ଲା ଲକ୍ ବାଗ୍ କରି ଆଚେଜେ ପର୍ମେସର୍ କେନ୍ତି ନିଜର୍ ଲକ୍ମନ୍କେ ସେ ଦେସେ ଅନି ଆରି ପାରରାଜାର୍ ସନିଅ ଦଲେ ଅନି ଉଦାର୍ କର୍ବାକେ ମିସର୍ଦେସେ କେନ୍ତି ବପୁର୍ କାବା ଅଇ ଜିବାଟା ଆରି ମର୍ଡି ଗଟାଇଲା ଅଦିଆଇ ୧୫:୨୧।
ସିତି ଅନି ଇସ୍ରେଲ୍ ଦେସ୍ ସାଇନା ପର୍ବତେ ଗାଲାଇ ଅଦିଆଇ ୧୫:୨୨-୧୯।
୨୦ ଟାନେ ଅନି ୩୧ ଅଦିଆଇ ଟାନେ ଆମେ ପଡ୍ଲୁନିଜେ ପର୍ମେସର୍ କେନ୍ତି ମସାକେ ନିଅମ୍ ଦେଲା ଆଚେ, ଜନ୍ତେଇ କି ପର୍ମେସରର୍ ଲକ୍, ଇସ୍ରାଏଲର୍ ଲକ୍ମନ୍କେ ବଁଚ୍ବାକେ ଆରି ଉପାସନା କର୍ବାକେ ପଡ୍ସି ସେ ବିସୟ୍ରେ ନିମାନ୍ ବାବ୍ରେ କଇ ରଇଲା ।
୩୨ ଅଦିଆଇ ଟାନେ ଏଟା ଲେକାଜାଇ ଆଚେ ଜେ ଇସ୍ରାଏଲିଅମନ୍ କେନ୍ତି ବାବ୍ରେ ମସାର୍ ବାଇ ଆରନ୍କେ ଗଟେକ୍ ସୁନାର୍ ବାଚି ଇସାବ୍ରେ ପୁତ୍ଲା ଗଡ୍ବାକେ ବିସ୍ବାସ୍ କରି ପର୍ମେସରର୍ ବିରୁଦେ ଲାଗା ଜଡା କଲାଇ ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.