Desiya Bible
ଜାତ୍ରା 11
ଦସ୍ ନମର୍ ପନୁଆ ପିଲାର୍ ମରନ୍
ସବୁବେଲର୍ ମାପ୍ରୁ ମସାକେ କଇଲା, ଆମେ ପାର ରାଜା ଆରି ମିସର୍ ଦେସ୍ ଉପ୍ରେ ଆରି ଗଟେକ୍ ଡଣ୍ଡ୍ ଦେବୁ ତାର୍ପଚେ ଆମର୍ ଲକ ମନ୍କେ ଚାଡି ଦେଇସି, ମାତର୍ ଚାଡ୍ବା ଆଗତୁ ତକେ କେଦ୍ସିନ । ଏବେ ଲକ୍ମନ୍କେ କାନେ କଅ, ସର୍ତେ ଲକ୍ମନ୍ ନିଜର୍ ନିଜର୍ ଲକର୍ ତେଇ ଅନି ଆରି ସର୍ତେ ମାଇଜିଟକି ନିଜର୍ ନିଜର୍ ଲକର୍ ତେଇ ଅନି ରୁପାକି ସୁନା କାଇଟା ଆଚେ ମାଗତ୍ । ଆରି ସବୁବେଲର୍ ମାପ୍ରୁ ମିସର୍ ଦେସର୍ ଲକ୍ର ମୁଆଟେ ଇସ୍ରାଏଲ୍ ଦେସ୍ର ଲକ୍କେ ଆସିର୍ବାଦ୍ କଲା ଆରି ମିସର୍ ଦେସର୍ ପାର ରାଜାର୍ ଦାଙ୍ଗ୍ଡାମନର୍ ତେଇ ଅନି ମସା ଅଦିକ୍ ବପୁ ଅଇଲା । ତାର୍ପଚେ ମସା ଲକ୍ମନ୍କେ କଇଲା, ସବୁବେଲର୍ ମାପ୍ରୁ ଏ କାତା କଇଲାନି, ଆମେ ମଜା ରାତି ମିସର୍ ଦେସେ ଉଟି ବାରଇ ଜିବାର୍ ଅଇସି । ତାର୍ପଚେ ରାଜ୍ଗାଦି ବସି ରଇବା ପାର ରାଜାର୍ ପର ଆରି ତାର୍ ଦାଙ୍ଗ୍ଡାମନର୍ ତେଇ ଅନି ଆରାମ୍ ଅଇ ମିସର୍ ଦେସେ ବାସା ଅଇଲା ଲକର୍ ପରତୁମ୍ ଜନମ୍ ଅଇଲା ପିଲା ଆରି ପସୁର୍ ପର୍ତୁମ୍ ଜନମ୍ ଅଇଲାଟା ମର୍ବାଇ । ଆରି ସବୁ ମିସର୍ ଦେସେ, ଜେମ୍ତାର୍ କେବେ ମିସା ଅଏ ନାଇ, କି ନ ଅଏ, ଏ ପାରା ବେସି ରଦନ୍ ଅଇସି । ମାତର୍ ସବୁବେର୍ ମାପ୍ରୁ ମିସ୍ରିଅ ଲକର୍ ତେଇ ଅନି ଇସ୍ରାଏଲ୍ ଲକ୍ମନ୍କେ ଅଲ୍ଗା କର୍ସି, ଏଟା ତମେ ଜାନ୍ସା, ସେଟାର୍ପାଇଁ ଇସ୍ରାଏଲ୍ ଦେସର୍ ଲକ୍ମନର୍ ବିତ୍ରେ ଅନି କନ୍ ଲକ୍କେ କି ପସୁକେ କି ଗଟେକ୍ କୁକୁର୍କେ ମିସା ବେଗ୍ଲାଇ ନାପାରେ । ତମର୍ ଲକ୍ ଆରି ଦାଙ୍ଗ୍ଡାମନ୍ ଆସି ତକେ କଇବାଇ, ଇସ୍ରାଏଲ୍ ଦେସର୍ ଲକ୍କେ ଚାଡି ଦେସ୍, ସେ ଲକ୍ ଜାଅତ୍ । ତାର୍ପଚେ ମୁଇ ବାରଇ ଜିବି, ତାର୍ପଚେ ମସା ରିସାଅଇ ପାର ରାଜାର୍ ଲଗେଅନି ବାରଇ ଗାଲା । ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇଁ ମିସର୍ ଦେସେ ମର୍ କାବା ଅଇଜିବାଟା ବେସି ଦେକାଇବି ଆରି ଦୁକ୍ ଦେଲେ ମିସା ପାର ରାଜା ତମର୍ କାତାକେ ମନ୍ ଦେଏ ନାଇ । ଆରି, ମସା ଆରି ଆରଣ ପାରରାଜାର୍ ମୁଆଟେ ବେସି ଡଣ୍ଡ୍ ଆରି କାବାଅଇଜିବା କାମ୍ କଲାକେ ମିସା ଚାଡେ ନାଇ, ଇସ୍ରାଏଲ୍ ଦେସ୍ର ଲକ୍କେ ନ ଚାଡ୍ବାକେ ବଲି ସବୁବେଲର୍ ମାପ୍ରୁ ପାରରାଜାର୍ ମନ୍କେ ଡାଟ୍ କରାଇତେ ରଇଲା ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.