Desiya Bible
ଜାତ୍ରା 37
ନିଅମ୍ ପେଡି ତିଆର୍ କର୍ବାଟା
ତାରପାଚେ ବସ୍ଚଲେଲ୍ ଆକାସିଆ ପାଟା ସଙ୍ଗେ ଦୁଇଆତ୍ ଅଦା ଲମ୍, ଆତେକ୍ ଅଦ୍ ଅସାର୍, ଆରି ଆତେକ୍ ଅଦ୍ ଉଚାର୍ ଗଟେକ୍ ପେଡି ତିଆର୍ କଲା ଆରି ତାର୍ ବିତ୍ରେ ନିର୍ମଲ୍ ସୁନା ସଙ୍ଗେ ଡସାଇ ତାର୍ ଚାରିବେଟ୍ତି ସୁନାର୍ କୁଡ୍ କଲାଇ । ଆରି ତାର୍ ଚାରି କନର୍ ପାଇ ଚାର୍ଟା ସୁନାର୍ କଡୁ ତିଆର୍ କଲାଇ, ତାର୍ ଗଟେକ୍ ତାଡେ ଅନି ଦୁଇଟା, ଆରିଗଟେକ୍ ତାଡେ ଦୁଇଟା ପାକାଇଲାଇ । ଆରି ସେ ଆକାସିଆ ଗଚ୍କେ କନା ତିଆର୍ କରି ସୁନା ଡସାଇଲାଇ । ପେଡି ବଇବାକେ ପେଡିତେଇ ଲାଗାଇଲା କଡୁ ତେଇ କନା ଚିଙ୍ଗ୍ଲାଇ ପୁରାଇଲାଇ । ନିର୍ମଲ୍ ସୁନା ସଙ୍ଗେ ଡାବାଇ ଦୁଇ ଆତ୍ ଅଦା ଲମ୍, ଆତେକ୍ ଅଦ୍ ଅସାରର୍, ଗଟେକ୍ ପାପ୍ ଡାବ୍ବାକେ ଡାବ୍ନା ତିଆର୍ କଲାଇ । ଆରି ମୁଟ୍ଲା ସଙ୍ଗେ ସୁନାର୍ ଦୁଇଟା ଦୁତ୍ ତିଆର୍ କରି, ଆରି ପାପର୍ ଡାବ୍ନାର୍ ଦୁଇ ମୁଣ୍ଡେ ବସାଇଲାଇ । ଏ ମୁଣ୍ଡେ ଗଟେକ୍ ସେ ମୁଣ୍ଡେ ଗଟେକ୍ ଦୁଇଟା ଦୁତ୍ ପାପ୍ ଡାବ୍ଲା ଡାବ୍ନା ତିଆର୍ କରି ଡାବ୍ନାର୍ ଦୁଇ ମୁଣ୍ଡେ ବସାଇଲାଇ । ଦୁତ୍ମନର୍ ଡେନା ଟେକି ଅଇ ଡାବ୍ନାକେ ଡାବି ଅଇ ରଇଲା, ଆରି ତାକର୍ ଟଣ୍ଡ୍ ଜଡି ଅଇଲା ପାରା ରଇଲା, ମାତର୍ ମୁଆଟ୍ ବାଟେ କିରୁବ୍ ମନର୍ ମୁ ରଇଲା ।
ଦର୍ସନିଅ ରୁଟି ସଙ୍ଗଇବା ଟେବୁଲ୍ ତିଆର୍ କଲାଟା
(ଜାତ୍ରା ୨୫:୨୩-୩୦)
ବସ୍ଚଲେଲ୍ ଆକାସିଆ ପାଟା ସଙ୍ଗେ ଦୁଇଆତ୍ ଲମ୍, ଆତେକ୍ ଅସାର୍ ଆରି ଆତେକ୍ ଅଦ୍ ଅସାର୍ ଗଟେକ୍ ଟେବୁଲ୍ ତିଆର୍ କଲାଇ । ଆରି ସେଟାକେ ନିର୍ମଲ୍ ସୁନା ସଙ୍ଗେ ଡାବାଇଲା, ଆରି ତାର୍ ଚାରିବେଟ୍ତି ସୁନାର୍ କାନ୍ତି ତିଆର୍ କଲା । ଆରି ତାର୍ ଚାର୍ବେଟ୍ତି ଚାରି ଆଙ୍ଗୁଲର୍ କୁଣ୍ଡି ତିଆର୍ କଲା ଆରି କୁଣ୍ଡିର୍ ଚାରିବେଟ୍ତି ସୁନାର୍ କାନ୍ତି ତିଆର୍ କଲା । ଆରି ସୁନାର୍ ଚାର୍ଟା କଡୁ ତିଆର୍ କରି ଚାରିକନେ ଡସାଇଲାଇ । ସେ କଡୁତେଇ କନା ପୁରାଇ ଟେବୁଲ୍ ବଇବାକେ ପାଟାର୍ ପାଲିକେ କାଣା ରଇଲା । ଆରି ସେ ଟେବୁଲ୍ ବଇବାକେ ଆକାସିଆ କନା ତିଆର୍ କରି ସୁନା ଡସାଇ ରଇଲାଇ । ଆରି ସେ ଟେବୁଲ୍ ଉପ୍ରେ ତାଲା, ଗିନା, ଚଟୁ, ପାନି ଡୁମ୍ବାକେ ମୁତା ନିର୍ମଲ୍ ସୁନାର୍ଟା ସଙ୍ଗେ ତିଆର୍ କଲାଇ ।
ସୁନାର୍ ଦିପ୍ ସଙ୍ଗଇବାଟା
ଆରି ସେ ନିର୍ମଲ୍ ସୁନା ସଙ୍ଗେ ଦିପ୍ ଲାଗାଇବାଟା ତିଆର୍ କଲାଇ, ସେଟା ଗଣ୍ଡିକେ ଆରି କେନ୍ଦାକେ ସୁନାର୍ ମୁଟ୍ଲା ତିଆର୍ କଲା ଆରି ତେଇର୍ପୁର୍ ବାଗ୍, କଲିକା ଆରି ପୁଲ୍ ତେଇ ପାରା ତିଆର୍ କଲାଇ ଆରି ଡସାଇଲାଇ । ସେ ଦିପ୍ ଲାଗାଇବାତେଇ ଅନି ଗଟେକ୍ ତାଡେ ଅନି ତିନ୍ଟା ସାକା, ଆରି ଆରିଗଟେକ୍ ତାଡେ ଅନି ତିନ୍ଟା ସାକା,ଏନ୍ତାର୍ ଚଅଟା ସାକା ତେଇ ଅନି ବାରଇଲା । ଗଟେକ୍ କେନ୍ଦା ବାଦାମ୍ ପୁଲ୍ ପାରା ତିନ୍ଟା ଗୁଲାଟା ଡୁଣ୍ଡି ଆରି ପୁଲ୍, ଆରିଗଟେକ୍ ତାଡେ ତିନ୍ଟା ଗୁଲାଟା ଡୁଣ୍ଡି ଆରି ପୁଲ୍, ଏନ୍ତାରି ଚଅଟା ସାକାଇ ରଇଲା । ମାତର୍ ଦିପ୍ ଲାଗାଇବା ତେଇ ବାଦାମ୍ ପୁଲ୍ ପାରା ଚାର୍ଟା ଗୁଲାଟା ଡୁଣ୍ଡି ଆରି ପୁଲ୍ ରଇଲା । ଆରି ତେଇ ଅନି ଜନ୍ ଚଅଟା ସାକା ବାରଇଲା, ସେ ଇସାବେ ଗଟେକ୍ ସାକାତଲେ ଗଟେକ୍ ଡୁଣ୍ଡି ଆରି ଗଟେକ୍ କେନ୍ଦା ଆରି ଗଟେକ୍ ଡୁଣ୍ଡି ରଇଲା । ଏ ଡୁଣ୍ଡି ଆରି ସାକା ମିସି ଗଟେକ୍ ଅଇଲା, ସେଟା ନିର୍ମଲ୍ ସୁନା ସଙ୍ଗେ ଡସାଇଲାଇ ଆରି ଗଟେକ୍ ମୁଟ୍ଲା ମାର୍ଲା କାମ୍ ପାରା ଅଇଲା । ଆରି ସେଟାର୍ପାଇଁ ସାତ୍ଟା ଦିପ୍, ଚିମ୍ଟା ଆରି ଅର୍କି ନିର୍ମଲ୍ ସୁନା ସଙ୍ଗେ ତିଆର୍ କଲାଇ । ସେ ତିରିସ୍ ପାଞ୍ଚ୍ କେଜି ନିର୍ମଲ୍ ସୁନା ସଙ୍ଗେ ତେଇ ଲାଗ୍ବା ସର୍ତେ ଜିନିସ୍ ନିର୍ମଲ୍ ସୁନା ସଙ୍ଗେ ତିଆର୍ କଲାଇ ।
ବାସ୍ନା ଦୁପ୍ବେଦି ତିଆର୍ କର୍ବାଟା
ଆକାସିଆ ପାଟା ସଙ୍ଗେ ଗଟେ ଆତ୍ ଲମ୍ ଆରି ଗଟେଆତ୍ ଅସାର୍ ଆରି ଦୁଇ ଆତ୍ ଉଚାର୍ ଚାରି କନିଆର୍ ଦୁପ୍ ବେଦି ତିଆର୍ କଲାଇ, ଆରି ସିଙ୍ଗ୍ ପାରା ଚାର୍ଟା ତିଆର୍ କଲାଇ । ଆରି ତାର୍ ବୁଡେ ଆରି ଚାରିବେଟ୍ତି ଆରି ସିଙ୍ଗ୍ ପାରା ରଇଲା ଚାର୍ଟାକେ, ନିର୍ମଲ୍ ସୁନା ସଙ୍ଗେ ଡସାଇଲାଇ, ସେଟା ଚାରିବେଟ୍ତି ସୁନାର୍ କାନ୍ତି କଲାଇ । ଆରି କନା ପୁରାଇ ବଇବାକେ ଦୁଇ ପାଲିକେ ଦୁଇଟା ସୁନାର୍ କଡୁ ତିଆର୍ କଲାଇ । ଆରି ଆକାସିଆ ଗଚ୍ ସଙ୍ଗେ କନା ତିଆର୍ କରି ସୁନା ଡସାଇଲାଇ ।
ଅବିସେକ୍ କର୍ବା ଚିକନ୍ ଆରି ଦୁପ୍ ତିଆର୍ କର୍ବାଟା
(ଜାତ୍ରା ୩୦:୨୨-୩୮)
ତାର୍ପଚେ ସେମନ୍ ଅବିସେକ୍ କର୍ବା ସୁକଲ୍ ଚିକନ୍ ଆରି ବାସ୍ନାର୍ ଦୁପ୍ କାମ୍ କର୍ବାକେ ସୁଗନ୍ଦି ଜିନିସ୍ ନେଇ ସୁଗନ୍ଦି ଜିନିସ୍ ତିଆର୍ କଲାଇ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.