Skip to content
BibleKenya

ଆଦି

Genesis

Introduction from this edition

ମୋ ଶାଙ୍କ ଲିଖିତ ପ୍ରଥମ ପୁସ୍ତକ

ଆଦି ବଇ

ଏ ବଇ ବିସଇରେ ଜାନ୍‌ବାଟା

ଲେକ୍‌ଲା ଲକ୍, ତାରିକ୍‌ ଆରି ସୁନ୍‌ବା ଲକ୍‌

“ଆଦି” ସବଦର୍ ଅରତ୍ ଅଇଲାନି “ଆରାମ୍” ଆରି ଏଟା ବଇବେଲର୍ ପୁର୍‌ନା ନିଅମର୍ ପର୍‌ତୁମ୍ ବଇ । ମୁଲ୍ ବାସା ଅଇଲାନି ଏବ୍‌ରି ବାସା “ଆରାମେ” ସବଦ୍ ସଙ୍ଗେ ଆରାମ୍ ଅଇସି । ଏଟା ଦେକାଇଲାନିଜେ ସବୁଜାକ କନ୍‌ତେଇ ଅନି ଆଇଲା ଆଚେ ଆରି କଇବାକେ ଗାଲେ ପର୍‌ମେସରର୍ ଲକ୍‌ମନର୍ ସଙ୍ଗେ କେନ୍‌ତି ଦର୍‌କାର୍‌କେ ଆଇତେ ରଇଲା । ଆଜି ପଣ୍ଡିତ୍‌ମନର୍‌ ଆଦିବଇ ଲେକି ରଇବା ଲକ୍ କି ଅଲ୍‌ଗା ଲକର୍ ବିସଇରେ ଆରି ଏଟା କେବେ ଲେକାଜାଇ ରଇଲା ସେ ବିସଇରେ ଅନେକ୍ ବିସଇ ଆଚେ । କେତେ ଲକ୍ ବିସ୍‌ବାସ୍ କଲାଇନିଜେ ଏଟା କିରିସ୍‌ଟ ପୁର୍‌ବ ୫-୬ ସବ୍‌ଦାର୍‌ତି ବେଲେ ବାବିଲନେ ଦଲିଲନରୁ ଟାନେ ଅନି ତିଆର୍ ଅଇଲା ଆଚେ । ଅଲ୍‌ଗା ଲକ୍‌ମନ୍ ରିତିନିତିକେ ବିସ୍‌ବାସ୍‌କେ ନିଜର୍ କର୍‌ବାଇ ଜେ ମସା ଆଦିବଇକେ ଲେକି ରଇଲା, ଆରି ଏକ୍‌ସଦସ୍, ଲେବିଅ, ଗଣନା ଆରି ୨ ନମର୍ ବିବରଣି କମ୍‌ସେ କମ୍ ୧୩୦୦ ନଇଲେ ୧୪୦୦ ବରସ୍ ଆଗ୍‌ତୁ ଲେକାଜାଇ ରଇଲା ।

ଆଦି ବଇଟାନେ ବେସି ଗୁରୁତୁ ବିସଇ ମନ୍ ଆଚେ ଜନ୍‌ଟାକି ବିସ୍‌ବାସିମନ୍‌କେ ବାଇବେଲର୍ କେତେଟା ଅଦିଆଇ, ପୁର୍‌ନାଟା ଆରି ନୁଆଁ ନିଅମ୍ ଦୁଇଟା ଜାକକେ ବୁଜ୍‌ବାକେ ସାଇଜ କର୍‌ସି । ଏଟା ଆମ୍‌କେ ଡିସ୍‌ଲାନିଜେ ପାପ୍ କେନ୍‌ତି ଏ ଜଗତେ ଆଇଲା ଆରି ଲକ୍‌ମନର୍ ପାଇଁ ଗଟେକ୍ ଉଦାର୍ କରିଆ ଦର୍‌କାର୍ ରଇଲା । ଏଟା ଲକ୍‌ମନ୍‌କେ ଉଦାର୍ କର୍‌ବାକେ ପର୍‌ମେସରର୍ ଜଜ୍‌ନାକେ ମିସା ଜାନାଇସି । ଏଟା ଜିସୁର୍ ବିସୟ୍‌ରେ ପର୍‌ତୁମ୍ ବବିସତ୍ କାତା ଆଦିବଇ ୩:୧୫ ଟାନେ ଆରି ପୁର୍‌ତିବିଟାନେ ସର୍‌ତେ ଲକ୍‌କେ ଆସିର୍‌ବାଦ୍‌ କର୍‌ବାକେ ପର୍‌ମେସରର୍ ଅବ୍‌ରାମ୍‌କେ ଦେଇ ରଇବା ସପତ୍ ଆଦିବଇ ୧୨: ୩ ଟାନେ ଅନି ଡିସ୍‌ଲାନି ।

ଏ ବଇ ବିତ୍‌ରେ ରଇଲାଟା

୧ ପର୍‌ମେସର୍ ଜଗତ୍ ଆରି ଆଦମ୍‌କେ ଆରି ଅବାକେ ଗଡ୍‌ଲା ଆଚେ, ଜେନ୍‌ତିକି ୧ ଆରି ୨ ଅଦିଆଇ ଟାନେ ଲେକାଜାଇ ଆଚେ ।

୨ ୩ ଆରି ୫ ଅଦିଆଇ ଜାକ ଆଦମ୍ ଆରି ଅବା, ସେମନର୍ ପାପ୍ ଆରି ବଁସ୍‌କେ ଜାନାଇଲାନି ।

୩ ୬ ଅଦିଆଇ ଟାନେ ଅନି ୯ ଜାକ ନଅଁ ଆରି ବଡ୍‌ ବାଉପବନ୍ ବିସଇରେ ଜାନାଇସି ।

୪ ତାର୍‌ପଚେ ଆଦିବଇ ନଅଁର୍ ସମଏଁ ଆରି ଅବ୍‌ରାମର୍ ସମୟ୍ ବିତ୍‌ରେ କାଇଟା ଗଟି ରଇଲା ସେଟା ଲେକା ଗାଲା ଆଚେ, ଜନ୍‌ଟାନେକି ବାବିଲର୍ ଉଚ୍ ମେଡ୍‌ଗର୍ ମିସା ଆଚେ, ୧୦ ଅଦିଆଇ ଟାନେ ଅନି ୧୧ ଟାନେ ଆଚେ ।

୫ ୧୨ ଅଦିଆଇ ଟାନେ ଅନି ୫୦ ଅବ୍‌ରାମ୍, ତାର୍ ଗରର୍‌ଲକ୍ ଆରି ଇସ୍‌ଏଲର୍ ଲକ୍‌ମନର୍ ଆରାମ୍ ବିସଇରେ ଲେକା ଜାଇ ଆଚେ।

୬ ଅବ୍‌ରାମ୍ ଆରି ତାର୍ ମାଇଜି ସାରାର୍ ଜିବନ୍ ବିସଇରେ ୧୨ ଟାନେ ଅନି ୨୫ ଅଦିଆଇ ଟନେ ଲେକାଜଇ ଆଚେ ।

୭ ଇସାକ୍ ଆରି ତାର୍ ମାଇଜି ରେବିକାର୍ ଜିବନ୍ ବିସଇ‌ରେ ୨୧ ଅଦିଆଇ ଟାନେ ଅନି ୨୫ ଟାନେ ଲେକା ଜାଇ ଆଚେ, ଆରି ତାର୍ ମରନ୍ ବିସଇରେ ୩୫ ଅଦିଆଇ ଟାନେ ଲେକାଜାଇ ଆଚେ ।

୮ ଜାକୁବ, ତାର୍ ପିଲାମନର୍ ଜିବନ୍ ବିସଇରେ ଆରି କିଣାନ୍ ଦେସେ ଅନି ମିସର୍ ଦେସେ ଜିବାଟା ୨୫ ଅଦିଆଇ ଟାନେ ଅନି ୫୦ ଅଦିଆଇ ଜାକ ଲେକା ଅଇ ଆଚେ ।

୯ ୩୭ ଅଦିଆଇ ଟାନେ ଅନି ୫୦ ଅଦିଆଇ ଜାକ ଜାକୁବର୍ ଆଲାଦର୍ ପିଲା ଜସେପର୍ ଜିବନ୍ ବିସଇରେ ଆରି ସେ ମିସର୍ ଦେସେ କେନ୍‌ତି ଗଟେକ୍ ସାସନ୍ କାରିଆ ଅଇରଇଲା ସେଟାକେ ଜାନାଇସି ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.