Skip to content
BibleKenya

Desiya Bible

ଇତପଦେସ 18:10

Verse 10 is marked below, with the whole chapter around it. Read from the start

ଜେ ନିଜ୍‌କେ ଅଲ୍‌ଗା କର୍‌ସି, ସେ ନିଜର୍ ନିକ ଚେସ୍‌ଟା କର୍‌ସି ଆରି ସବୁ ରକାମର୍ ନିମାନ୍‌ ଗିଆନ୍ ବିରଦ୍‌ରେ ଜାଗ୍‌ଡା କର୍‌ସି । ମୁର୍‌କ ଲକ୍ ବୁଦିର୍ କାତା ସୁନି ସାର୍‌ଦା ନ ଅଏ, ମାତର୍ ନିଜର୍ ମନର୍ କାତା କଇ ସାର୍‌ଦା ପାଇସି । ଦୁସ୍‌ଟ ଆଇଲେ ଲାଜ୍‌ ଆଇସି, ଆରି ଅପ୍‌ମାନ୍ ସଙ୍ଗ୍ ନିନ୍ଦା ଆଇସି । ନର୍‌ଲକର୍ ଟଣ୍ଡେ ଅନି ବାରଇଲା କାତା ଡେଙ୍ଗ୍ ପାନି ରକାମ୍‌, ଆରି ଗିଆନ୍‌ ଚୁଆ ପାନି ଗାଲା ପାରା । ଦୁସ୍‌ଟର୍ ଲକର୍ ତାଡେ ଅଇକରି ଆରି ବିଚାର୍ କର୍‌ବା ଲଗେ ଦରମ୍‌ ଲକ୍‌କେ ଅନିଆଇ କର୍‌ବାଟା ବଲ୍ ନାଇଁ । ମୁର୍‌କର୍‌ ଟଣ୍ଡ୍ ଜାଟିଜଗ୍‌ଡା କରାଇସି, ଆରି ତାର୍ ମୁଉଁ ମାଡ୍‌ ‌କାଇବାକେ ଡାକ୍‌ସି । ମୁର୍‌କର୍‌ ଟଣ୍ଡ୍ ତାର୍ ବିନାସ୍‌ ଅଇସି, ଆରି ତାର୍ ଟଣ୍ଡ୍ ନିଜର୍ ନିଜର୍ ଜିବନର୍ ପାନ୍ଦ୍ ରକାମ୍ । କାନେ କାନେ କଇବା ଲକର୍ ବାକିଅ ଅମ୍‌ରୁତ୍‌ ରକାମ୍, ସେଟା ପେଟର୍ ଆତ୍‌ନିପଟାଇ ଜାଇସି । ନିଜର୍ କାମ୍‌କେ ଜେ ଅଲସ୍ ଅଇସି, ସେ ବିନାସ୍ ଅଇବା ଲକର୍ ବାଇ । ସବୁବେଲର୍ ମାପ୍‌ରୁର୍ ନାଉଁ ଡାଣ୍ଟ୍ ମେଡ୍ ଗର୍; ଦରମ୍‌ ଲକ୍‌ ତେଇ ପାଲାଇ ଜାଇ ରକିଆ ପାଇବାଇ । ସାଉକାର୍ ଲକର୍ ଦନ୍ ତାର୍ ଡାଟ୍‌ ନଅଁର୍, ଆରି ସେଟା ଡିସ୍‌ତେ ରଇବା ଉଚା ପାଚୁରି ପାରା । ବିନାସର୍ ମୁଆଟେ ନର୍‌ଲକର୍ ମନେ ଗରବ୍‌ ଅଇସି, ଆରି ଦରମ୍‌ ଲକ୍‌କେ ସନ୍‌ମାନ୍‌ ଆଇସି । ଜେ ସୁନ୍‌ବା ଆଗ୍‌ତୁ ଉତର୍ ଦେଇସି, ସେଟା ତାର୍‌ ଲଗେ ଅଗିଆନ୍‌ ଆରି ଲାଜର୍ କାତା । ନର୍‌ଲକର୍ ଆତ୍‌ମା ତାର୍ କସ୍‌ଟ ସମାଲି ପାର୍‌ସି; ମାତର୍ ବାଙ୍ଗ୍‌ଲା ଆତ୍‌ମାକେ କେ ସମାଲି ପାରେ? ବୁଦିମାନ୍‌ ଲକର୍ ମନ୍ ଗିଆନ୍ ଅର୍‌ଜନ୍ କର୍‌ସି; ଆରି, ଗିଆନିର୍ କାନ୍ ଗିଆନ୍ କଜ୍‌ସି । ନର୍‌ଲକର୍ ଦାନ୍‌ ଦେବାଟା ତାର୍‌ପାଇଁ ବାଟ୍ ନିର୍‌ମଲ୍‌ କର୍‌ସି, ଆରି ବଡ୍‌ ଲକ୍‌ମନର୍ ଲଗେ ତାକେ ଆନ୍‌ବାଇ । ଜନ୍‌ ଲକ୍ ପର୍‌ତୁମ୍ ନିଜର୍ କାରାପ୍ କାତା ଜାନାଇସି, ସେ ଦରମ୍ ଦେକାଇ ଅଇସି, ମାତର୍ ତାର୍ ସାଇପଡିସାର୍ ଲକ୍ ଆସି ତାକେ ପରିକା କର୍‌ବାଇ । କେଡ୍‌ପୁଟାଇ ବିରଦ୍‌କେ ସାନ୍ତି କର୍‌ସି, ଆରି ବପୁ ଲକ୍‌ମନ୍‌କେ ଅଲ୍‌ଗା କର୍‌ସି । ତମେ ସାଇପଡିସାର୍ ଲକ୍‌ମନ୍‌କେ ସାଇଜ କରା, ସେମନ୍ ତମ୍‌କେ ଗଟେକ୍ ନଅଁରର୍ ପାଚୁରି ପାରା ରକିଆ କର୍‌ବାଇ, ମାତର୍ ଜଦି ତମେ ସେମନର୍ ସଙ୍ଗେ ଲାଗାଜାଟି କଲେ ସେମନ୍ ତମର୍ ପାଇଁ କାପାଟର୍ ଗାଡା ପାକାଇ ଦେବାଇ । ନର୍‌ଲକର୍ ପେଟ୍ ତାର୍ ଟଣ୍ଡର୍ ପଲ୍ ସଙ୍ଗ୍ ପେଟ୍ ପୁର୍‌ସି, ଆରି ସେ ନିଜର୍ ଟଣ୍ଡ୍‌ସଙ୍ଗ୍ ଅରଜ୍‌ଲାର୍ ଲାଗି ସାନ୍‌ତି ଅଇସି । ମରନ୍ ଆରି ଜିବନ୍ ଜିବର୍ ତଲିଆ ଲଗେ ରଇବାଇ; ଜନ୍‌ ଲକ୍ ତାକେ ନିମାନ୍‌ ସଙ୍ଗ୍ ଜାନ୍‌ବାଇ, ସେମନ୍ ତାର୍ ପଲ୍ ପାଇବାଇ । ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍‌ରୁର୍ ଲଗେ ଅନି ଆସିର୍‌ବାଦ୍‌ ପାଇସି । କାକୁର୍‌ତି ଲକ୍ ବାବୁଜିଆ କରି ଉତର୍ ଦେଇସି; ମାତର୍ ସାଉକାଟର୍ ଲକ୍ ବଡ୍‌ପନର୍ ଉତର୍ ଦେଇସି । ଜେ କି ବେସି ସାଙ୍ଗମନ୍‌କେ କଜ୍‌ସି, ସେ ନିଜର୍ ବିନାସ୍ ପାଇଁ କଜ୍‌ସି; ମାତର୍ ଗଟେ ଲାଡ୍‌ କର୍‌ବା ଲକ୍ ଆଚେ, ଜେ କି ବାଇର୍ ଲଗେ ଅନି ଅଦିକ୍ ନିଜର୍ ଲଗେ ରଇସି ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.