Desiya Bible
ଜିସାୟ୍ 16
ମଆବର୍କେ ଆସା କରାନାଇ
ବାଲିବୁଇଁର୍ ସେଲା ସଅରେ ଅନି ମଆବର୍ ଲକ୍ମନ୍ ଜିରୁସାଲମେ ସାସନ୍ କର୍ତେ ରଇବା ଲକ୍କେ ଇନାମ୍ ଇସାବ୍ରେ ସିଅନ୍ ଲକ୍ମନର୍ ଡଙ୍ଗ୍ରେ ଗଟେକ୍ ମେଣ୍ଡା ପିଲା ପାଟାଆ। କାଇକେବଇଲେ ମଆବର୍ ଟକିମନ୍ ଅର୍ନନ୍ ଗାଡ୍କଣ୍ଡି ଜାଗି ରଇବାଇ ଆରି ନିଜର୍ ବାସାଇ ଅନି ଉଡିଜାଇ ରଇବା ଚଡଇ ମନର୍ପାରା ବିନାବାଚା ବାସା ବାନ୍ଦ୍ବାଇ । ଜଜ୍ନା କରା, ବିଚାର୍ନା କରା; ମୁଇଦାନିଆର୍ କାରାକେ ରାତିଆର୍ ଚାଇଁ ପାରା କରା, ବାରଇ ଗାଲା ଲକ୍ମନ୍କେ ଲୁଚାଆ, ବୁଲ୍ବା ଲକ୍ମନ୍କେ ଜାନାଆ ନାଇଁ । ଆମର୍ ଡିସି ରଇବା ଲକ୍ମନ୍କେ ତମର୍ ସଙ୍ଗେ ରଇବାକେ ଦିଆ; କୁରୁପ୍ନାସ୍ ଲକ୍ମନର୍ ମୁଆଟେ ଅନି ତୁଇ ମଆବର୍ ଲୁଚ୍ବା ଜାଗା ଅ; କାଇକେ ବଇଲେ ଜନ୍ ଲକ୍ମନ୍ ଆମ୍କେ କସ୍ଟ ଦେଇତେ ରଇଲାଇ ସେମନ୍ ଆରି କସ୍ଟ ଦେଇ ନାପାରତ୍ , ସେଟା ତିର୍ ଅଇଲାନି, ବିରଦ୍ କର୍ବା ଲକ୍ମନ୍ ଦେସେଅନି ପାଲାଇଲାଇନି । ଆରି, ଦୟାରେ ଗଟେକ୍ ରାଜ୍ଗାଦି ତିଆର୍ ଅଇସି ଆରି ଗଟେକ୍ ଲକ୍ ସତ୍ରେ ଦାଉଦର୍ ତମୁ ତେଇ ଆଇସି; ତାର୍ପଚେ ଦାଉଦର୍ ବଁସେ ଅନି ଗଟେକ୍ ଲକ୍ ରାଜା ଅଇସି, ଆରି ସେ ଲକ୍ମନ୍କେ ବିସ୍ବାସ୍ ସଙ୍ଗେ ଆରି ଲାଡ୍ମୁଆସେ ସଙ୍ଗ୍ ସାସନ୍ କର୍ସି । ସେ ଜନ୍ଟା ଟିକ୍ ସେଟା କର୍ବାକେ ମନ୍ କର୍ସି ଆରି ସେ ଦେକ୍ସିଜେ ଦରମ୍ କାମ୍ ସିଦ୍ କର୍ବାକେ ଦିଆ ଅଇଲା ଆଚେ । ଜିଉଦା ଦେସର୍ ଲକ୍ମନ୍ କଇଲାଇନି, ଆମେ ସୁନି ଆଚୁଜେ ମଆବର୍ ଲକ୍ମନ୍ କେତେ ଗରବ୍ । “ଆମେ ଜାନି ଆଚୁଜେ ସେମନ୍ ଆଁକ୍ରିଆମନ୍ ଆରି ଗରବ୍ କରୁମନ୍, ସେମନର୍ ଗରବ୍ ସବୁ ସାରି ଗାଲାଆଚେ ।” ମଆବର୍ ଲକ୍ମନ୍ ସେନର୍ ସବୁଲକ୍ ସେମନର୍ କାକୁର୍ତିର୍ ଅଇବାର୍ ଲାଗି କାନ୍ଦ୍ବାଇ। ଜେଡେବେଲେକି ସେମନ୍ କିରଏରସତ୍ ସଅରେ ନିମାନ୍ କାଦି କାଇତେ ରଇଲାଇ, ଏବେ ସେଟାକେ ମନେ ଏତାଇବାଇ। ସେଡ୍କିବେଲେ ସେମନ୍ ମନ୍ ଉନା କରି ଆର୍ତରେକ୍ ବାଉଡି ଆଇବାଇ । ଇସେବାନ୍ ଲଗର୍ ତାସ୍ ଜମି ଆରି ସିବମାର୍ ଅଙ୍ଗୁର୍ ବାଡ୍ ନସ୍ଟ ଅଇଗାଲାନି; ସେ ଅଙ୍ଗୁର୍ ବାଡ୍ ଜାର୍ଟା ରଇଲା ସେ ଅଙ୍ଗୁର୍ ରସ୍ ସେ ଜାତିର୍ ଲକ୍ମନର୍ ସାସନ୍ କାରିଆ ମନ୍କେ କାଇବାକେ ଦେଇତେ ରଇଲା । ଗଟେକ୍ ସମଏଁ ଆଇଲା ଅଙ୍ଗୁର୍ ମାଲ୍ ଜାଜର୍ ସଅର୍ ଜାକ ଆରି ପଚିମ୍ ଦିଗର୍ ମରନ୍ ସମ୍ଦୁରର୍ ସେ କଣ୍ଡି ଜାକ ଲାମିଗାଲା । ଏବେ ମୁଇଁ ଜାସେରର୍ ପାରା କାନ୍ଦ୍ତେ ରଇଲାବେଲେ ସିବମାର୍ ଅଙ୍ଗୁର୍ ମାଲର୍ ପାଇଁ କାନ୍ଦ୍ଲାଇନି । ଇସେବାନ୍ ଆରି ଇଲିଆଲି ପାଇଁ ମର୍ ଆକିର୍ ଆଁସୁପାନି ଜରି ଗାଲାନି , କାଇକେ ବଇଲେ ଲକ୍ମନ୍କେ କିଆପିଆ କରାଇ ସାର୍ଦା କରାଇବାକେ ମର୍ ଲଗେ କାଦିକଣ୍ଡା ନାଇଁ । ଉଲ୍ଉଲା ଜମିକେ ଏବେ କେ ମିସା ସାର୍ଦା ନାଇ। ଅଙ୍ଗୁର୍ ବାଡେ କେ ମିସା ଆଉଲି ନ ଅଅତ୍ କି ଗିତ୍ ନ ଗାଅତ୍, ଅଙ୍ଗୁର୍ ରସ୍ ତିଆର୍ କର୍ବାକେ କେ ମିସା ଅଙ୍ଗୁର୍କେ ଚକ୍ଟି କରି ଅଙ୍ଗୁର୍ କୁଣ୍ଡ୍ ତେଇ ଅଙ୍ଗୁର୍ ରସ୍ ନ ବାର୍କରାଅତ୍; ସାର୍ଦା ସଙ୍ଗ୍ ଆଉଲି ଅଇବାଟା ସାରି ଜାଇ ଆଚେ । ଏଟାର୍ ପାଇଁ ମୁଇ ମଆବର୍ ପାଇଁ ଦୁକ୍ କଲିନି, ଡୁଡୁଙ୍ଗା ଜେନ୍ତାରି ବାଜ୍ସି ସେନ୍ତାରି କିରଅରସତ୍ ଦୁକର୍ ପାଇଁ କାନ୍ଦି ପାକାଇଲିନି । ମଆବର୍ ଦେସର୍ ଲକ୍ମନ୍ ସେମନର୍ ଡଙ୍ଗ୍ରର୍ ମନ୍ଦିରେ କେଟ୍ବା ବେଲେ ଆରି ସେମନର୍ ମନ୍ଦିର୍କେ ପାର୍ତନା କର୍ବାକେ ଜାଇ ନିଜ୍କେ ସର୍ପି ଦେଲାଇନି , ମାତର୍ ସେମନର୍ କାଇ କାମ୍ ମିସା ଟିକ୍ ନାଇଁ । ମଆବର୍ ବିସଇ ନେଇକରି ମାପ୍ରୁ ପୁର୍ବେ ଅନି କଇ ରଇଲା । ମାତର୍ ଏବେ ସବୁବେଲର୍ ମାପ୍ରୁ କଇଲାନି, ତିନ୍ ବରସ୍ ବିତ୍ରେ ମଆବରର୍ ବେସି ଦନ୍ସପତି ଉନା ଅଇଜାଇସି । ଆରି ବେସି ରଇଲା ଲକ୍ମନର୍ ବିତ୍ରେ ଅନି ଉନାଲକ୍ ବଁଚ୍ବାଇ ଆରି ସେମନ୍ ଦୁର୍ବଲ୍ ଅଇଜିବାଇ ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.