Desiya Bible
ଜିସାୟ୍ 15
ମଆବର୍ ଲାଗି ବବିସତ୍ କାତା
ମଆବ ଏ ବିଅସଇରରେ ଆଗ୍କେ ଗଟ୍ବା କାତା । ମଆବର୍ ଆର୍ ନଗର ଆରି କିର୍ ନଗର୍ ଗଟେକ୍ ରାତି ବିତ୍ରେ ଚିନ୍ବିନ୍ ଅଇ ଗାଲା । ସେ କାନ୍ଦ୍ବା ପାଇଁ ବଇତୁକ ଆରି ଦିବନ୍ ଉଚ୍ ଡଙ୍ଗ୍ରେ ଗାଲାଇନି; ନବ ଆରି ମେଦବାର୍ ବିସଇରେ ମଆବ କାନ୍ଦ୍ଲାନି; ସେମନର୍ ମୁଣ୍ଡ୍ ଅଲି ଦେଲାଇ ଆଚତ୍,ଆରି ସବୁ ଲକର୍ ଚଡ୍ମେସ୍ ମିସା କୁରାଇ ଦେଲାଇ ଆଚତ୍ । ସେମନର୍ ସଡକ୍ ବାଟେ ସବୁଲକ୍ ଜାକ ବାସ୍ତା ପିନ୍ଦ୍ଲାଇ ଆଚତ୍; ନଗରର୍ ଚକ୍ ଜାଗାଇ ଆରି ଗରର୍ ଚାତ୍ ଉପ୍ରେ ଲକ୍ମନ୍ କାନ୍ଦ୍ଲାଇନି ଆରି ବେସି କାନ୍ଦିକାନ୍ଦି କରି ଆଉଲି ଅଇଲାନି। ଇସେବାନ୍ ଆରି ଇଲିଆଲି କାନ୍ଦ୍ଲାଇନି; ସେମନର୍ ଆଉଲି ଜଅସ୍ ଜାକ ସୁନା ଗାଲାନି ; ସେଟାର୍ପାଇଁ ମଆବର୍ ସଇନମନ୍ କାନ୍ଦ୍ଲାଇନି ; ତାର୍ ଜିବନ୍ ବିତ୍ରେ କାନ୍ଦି ଗାଲାନି । ଆମର୍ ମନ୍ପରାନ୍ ମଆବର୍ ଲାଗି କାନ୍ଦି ଗାଲାନି; ତାର୍ ଲକ୍ମନ୍ ସୟର୍ ଜାକ ଇଗଲ୍ଲତ୍ ସେଲିସିଆ ଜାକ ପାଲାଇଲାଇନି ; କାଇକେ ବଇଲେ ସେମନ୍ କାନ୍ଦିକାନ୍ଦି କରି ଲୁଇତ ଗାଟି ଉପ୍ରେ ଗାଲାଇନି; ଅର୍ନଇମ୍ ବାଟେ କୁରୁପ୍ନାସ୍ ଅଇବାର୍ ଲାଗି ସେମନ୍ ବେସି ଆଉଲି ଅଇକରି କାନ୍ଦ୍ଲାଇନି । କାଇକେ ବଇଲେ ନିମ୍ରିମର୍ ପାନି ସବୁଜାକ ଆଁଟି ଜାଇସି, ଗାଁସ୍ ସବୁଜାକ ସୁକି ଗାଲା, କଅଁଲି ଗାଁସ୍ ଉନା ଅଇ ଆଇଲାନି , କଅଁଲା ଗାଁସ୍ ମୁଲ୍କେ ନାଇନି । ସେଟାର୍ପାଇଁ ନିଜର୍ ଟୁଲିଆଇ ରଇବା ଦନ୍ସପତି ଆରି ସଙ୍ଗଇ ରଇବା ଦିନ୍ସୁ ପତର୍ ଗାଡ୍ ଲଗେ ରଇବା ବାଇସି ଗଚ୍ ଲଗେ ନିଆ ଜାଇସି । କାଇକେ ବଇଲେ ମଆବର୍ ସାରାସାରିର୍ ଚାରି ବେଟ୍ତି ଅନି କାନ୍ଦ୍ବା ସବଦ୍ ସୁନା ଗାଲାନି । ତେଇର୍ ଆଉଲି ଅଇବାଟା ଇଗ୍ଲଇମ୍ ଜାକ ସୁନାଗାଲାନି। କାଇକେ ବଇଲେ ଦିମନର୍ ପାନି ସବୁଜାକ ବନି ପାରା ଅଇଗାଲା ଆଚେ; ଆରି, ଆମେ ଦିମନର୍ ଉପ୍ରେ ଦୁକ୍ ଆରି ମଆବର୍ ପାଲାଇବା ଲକମନ୍ ଆରି ଦେସ୍ ବିତ୍ରର୍ ବାକି ରଇବା ଲକ୍ ମନର୍ ବିତ୍ରେ ସିଅଁ ବାଗ୍ ପାଟାଇବୁ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.