Skip to content
BibleKenya

ନିଆମିଆଁ

Nehemiah

Introduction from this edition

ନିହିମିୟାଙ୍କ ଲିଖିତ ପୁସ୍ତକ

ନିଆମିଆଁ

ଏ ବଇ ବିସଇରେ ଜାନ୍‌ବାଟା

ଏଜ୍‌ରା ଆରି ନିଇମିଅର୍‌ ବଇଟାନେ କୁଆଗାଲା ଆଚେଜେ ପାରସ ଆରି ବାବିଲନେ ବନ୍ଦି ଅଇଲା ପଚେ ଇସ୍‌ରାଏଲ୍‌କେ କେନ୍‌ତିକିରି ଇସ୍‌ରାଏଲ୍‌କେ ବାଉଡ୍‌ବାକେ ଅନୁମତି ଦିଆ ଅଇଲା ? ଜିରୁସାଲାମର୍ ଚାରି ବେଡ୍‌ତି ପାଚୁରି କେନ୍‌ତି କରି ଟେକ୍‌ଗାଲା, ସେଟାକେ ନିଇମିଆ ମନ୍‌ଦିଆନ୍ ଦେଇ ରଇଲା । ବେସି ପଣ୍ଡିତ୍‌ମନ୍ ବିସ୍‌ବାସ୍ କର୍‌ବାଇଜେ ଏଜ୍‌ରା ୧ ଆରି ବଁସାବଲି ଇତିଆସର୍ ବଇ ଆରି ଏଜ୍‌ରା ଆରି ନେଏମିଆଁ ବଇ ଲେକି ରଇଲାଇ ଆରି ବାବି ନ ରଇଲାଇ ।

ଜଦି ଏଟା ଏଜ୍‌ରା ଅଇ ନ ରଇତା ସେନ୍‌ତାର୍ ଆଲେ ଅଇଲେ ଅଇପାରେ ଗଟେକ୍ ଲକ୍ ଏ ସମାନ୍ ବଇ ବାବିକରି କରି ରଇଲା। ନିଇମିଆଁ ର୍ ବଇ କମ୍‌ସେକମ୍ ୪୩୦ ମସିଆ ଆଗ୍‌ତୁ ଲେକା ଜାଇ ରଇପାରେ । ନେଏମିଆଁ ପାରସର୍ ରାଜା ଆର୍‌ଟାସ୍‌ଟାନେ ସେବା କର୍‌ତେ ରଇବା ମୁତା ରଇଲା ଆରି ସେ ଆରିତରେକ୍ ଜିରୁସାଲାମର୍ ନଅଁରର୍ ପାଚୁରି ତିଆର୍ କର୍‌ବା ବେଲେ ସାଇଜ କର୍‌ବାକେ ଜିରୁସାଲାମେ ବାଉଡ୍‌ବାକେ ବାବୁଜିଆ କରି ରଇଲା । ଆର୍‌ଟାକ୍‌ସ୍ ନେଏମିଆଁକେ ଏଟା କର୍‌ବାକେ ଅନୁମତି ମାଗି ରଇଲା ଆରି ପଚେ ସେ ନେଏଁମିଆଁକେ ଜିରୁସାଲାମର୍ ଲଗାଲଗି ଅଁଚଲର୍ ଜିଉଦାର୍ ରାଜିଅପାଲର୍ ଇସାବେ ବାଚି ରଇଲାଇ ୧୪:୧ ।

ଆରି କେତେଟା ଲକ୍‌ମନ୍ ନେଏଁ ମିଆଁକେ ଆରି ତରେକ୍ ଜିରୁସାଲାମର୍ ପାଚୁରି ତିଆର୍ କର୍‌ବାକେ ନସ୍‌ଟ କର୍‌ବାକେ ଚେସ୍‌ଟା କଲାଇ, ପର୍‌ମେସରର୍ ଇଚାରେ ୫୨ ଦିନ୍ ବିତ୍‌ରେ ଏଟା ସାରାଇଲାଇ । ତାର୍‌ପଚେ ଏଜ୍‌ରା ନେଏମିଆଁକେ ଇସ୍‌ରାଏଲ୍ ଦେସର୍ ଲକ୍‌ମନ୍‌କେ ପର୍‌ମେସରର୍ ସଙ୍ଗେ ରାନ୍ କର୍ବାକେ ଆରି ତରେକ୍ ସାଇଜ କଲାଇ ।

ଏ ବଇ ବିତ୍‌ରେ ରଇବାଟା

୧ ଟାନୁ ୬ ଅଦିଆଇ କଇଲାନିଜେ ନେଏମିଆଁ କେନ୍‌ତି ଜିରୁସାଲାମେ ବାଉଡି ଗାଲାଇ ଆରି ଜିରୁସାଲାମର୍ ପାଚୁରି ତିଆର୍ କର୍‌ବାକେ ଦାପ୍‌ରେ ଆଇଲାଇ ।

୭ ତେଇଅନି ୧୩ ଅଦିଆଇ ଜାକ ଲେକା ଗାଲା ଆଚେ ଜେ ଇସ୍‌ରାଏଲ୍ ଦେସର୍ ଲକ୍‌ମନ୍ କେନ୍‌ତି କରି ଜିରୁସାଲାମେ ରଇବାକେ ଚେସ୍‌ଟା କଲାଇ ଆରି ଆରିତରେକ୍ ପର୍‌ମେସର୍‌କେ ବିସ୍‌ବାସ୍ କଲାଇ ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.