Skip to content
BibleKenya

Desiya Bible

ଜିସାୟ୍‌ 6

ଜିସାଇଅକେ ଦେକ୍‌ବାଟା ଆରି ଡାକ୍‌ବାଟା

ଉସିଅ ରାଜା ମର୍‌ବା ବର୍‌ସେ ମୁଇଁ ସବୁବେଲର୍ ମାପ୍‌ରୁ ଗଟେକ୍ ଉଚ୍‌ ସିଆଁସନେ ବସି ରଇଲାଟା ମୁଇଁ ଦେକ୍‌ଲି, ତାର୍ ରାଜା ବସ୍‌ତରର୍ ଗାଗ୍‌ରା ମନ୍ଦିର୍‌କେ ପୁରାପୁରୁନ୍ କରି ଡାବି ଦେଇ ରଇଲା । ତାର୍‌ଲଗେ ଦୁତ୍‌ମନ୍‌ ଟିଆ ଅଇଲାଇ; ସେମନ୍‌କେ ଗଟେ ଗଟେ ବାଟେ ଚଅ,ଚଅଟା ଡେନା ରଇଲା ; ସେ ଦୁଇଟା ଡେନା ସଙ୍ଗେ ନିଜର୍ ପାଦ୍‌କେ ଡାବି ଅଇଲାଇ, ଆରି ଦୁଇଟା ଡେନା ସଙ୍ଗେ ନିଜର୍ ନିଜର୍ ମୁଁକେ ଡାବି ଅଇଲାଇ, ଆରି ଦୁଇଟା ଡେନା ସଙ୍ଗେ ଉପ୍‌ରେ ଉଡ୍‌ଲାଇ। ଆରି ନିଜର୍ ନିଜର୍ ବିତ୍‌ରେ ଡାକା ଡାକି ଅଇକରି କଇଲାଇ, ସବୁର୍‌ ଟାନେ ଅନି ବଡ୍ ସବୁବେଲର୍ ମାପ୍‌ରୁ ଦରମ୍‌କାରିଆ, ଦରମ୍‌ କାରିଆ,ଦରମ୍‌ କାରିଆ; ସାରା ପୁର୍‌ତିବି ଜାକ ତାର୍ ମଇମାରେ ପୁରାପୁରୁନ୍ ଅଇଲା ଆଚେ। ସେଡ୍‌କିବେଲେ କବର୍‌ କଉ ଆକ୍‌ ମାର୍‌ଲାକେ ମନ୍ଦିରର୍ ଦୁଆର୍ ମୁଆଟର୍ ଜାଗାର୍ ମୁଲ୍ ପାକ୍‌ନା ଚୁଲ୍‌ବୁଲି ଗାଲା ଆରି ଗର୍ ବିତ୍‌ରେ ଦୁଆଁ ବର୍‌ତି ଅଇଗାଲା। ତାର୍‌ପଚେ ମୁଇଁ କଇଲି, ଏମା ଏମା! ମୁଇ ଦୁକ୍‌ ଅଇଗାଲି; କାଇକେବଇଲେ ମୁଇତା ଅସୁଚି ଲକ୍ ଆରି ପାପ୍ କଲା ଲକ୍‌ମନର୍ ସଙ୍ଗ୍ ବାସା ଅଇଲି ଆଚି; ଏଲେ ମିସା ମୁଇ ମର୍‌ ନିଜର୍ ଆଁକି ସବୁବେଲର୍ ମାପ୍‌ରୁ ରାଜାକେ ଦେକ୍‌ଲି ଆଚି। ତାର୍‌ପଚେ ସେ ଦୁତ୍‌ମନର୍ ବିତ୍‌ରେ ଅନି ଗଟେକ୍ ଲକ୍ ଉଡି କରି ମର୍‌ ଲଗେ ଆଇଲା, ତାର୍ ଆତେ କଣ୍ଡେକ୍‌ ଜଇ ଇଙ୍ଗ୍‌ରା ରଇଲା , ସେ ଜଗିଅ ବେଦି ଅନି ଜଇ ଇଙ୍ଗ୍‌ରାକେ ଚିମ୍‌ଟା ସଙ୍ଗେ ନେଇ ରଇଲା; ସେଡ୍‌କିବେଲେ ମର୍ ଅଟିକେ ଚିଇକରି କଇଲା, ଦେକା, ଏଟା ତମର୍ ଅଟିକେ ଚିଇଲା ଆଚେ; ସେଟାର୍ ପାଇଁ ତମର୍ ଅପ୍‌ରାଦ୍ କେମା ଅଇଲା ଆଚେ ଆରି ତମର୍ ପାପ୍‌ ଦଇ ଅଇଲା ଆଚେ। ତାର୍‌ ପଚେ ମୁଁଇ କାକେ ପାଟାଇବି ? ଆରି ମର୍ ପାଇଁ କେ ଜାଇସି? ସବୁବେଲର୍ ମାପ୍‌ରୁ ଏନ୍ତାରି ବଲିକରି କଇବାଟା ମୁଁଇ ସୁନ୍‌ଲି। ତାର୍‌ପଚେ ମୁଇଁ କଇଲି, ମୁଇ ଇତି ଆଚି; ମକେ ପାଟାଆ। ତାର୍‌ପଚେ ସେ କଇଲା, ଜାଆ ଆରି ସେ କୁଟୁମ୍‌କେ କୁଆ ତମେ ସତ୍ ବାବ୍‌ରେ ସୁନ୍‌ଲାସ୍‌ନି, ମାତର୍ ବୁଜାସ୍ ନାଇ ଦେକ୍‌ଲାସ୍‌ନି ମାତର୍ ନ ଦେକ୍‌ଲା ପାରା ଅଇଲାସ୍‌ନି। ଏ ଲକ୍‌ମନ୍ ନିଜର୍ ନିଜର୍ ଆକିଟାନେ ଦେକି ଆରି ନିଜର୍ କାନେ ସୁନି ଆରି ନିଜର୍ ମନ୍‌ପରାନ୍‌କେ ବୁଜିକରି ମନ୍‌କେ ନ ବାଉଡାଇ କରି ଜେନ୍ତିକି ନିମାନ୍ ନ ଅଅତ୍, ସେଟାର୍‌ପାଇଁ ତମେ ସେମନର୍ ମନ୍‌ପରାନ୍‌କେ ନିମାନ୍ ନ କର୍ ସେମନର୍ କାନ୍‌କେ ବଇରା କର୍ ଆରି ସେମନର୍ ଆଁକିକେ ଡାବି ଦେସ୍। ତାର୍‌ପଚେ ମୁଇଁ ପାଚାର୍‌ଲି, ଏ ପର୍‌ବୁ, କେତେଦିନ୍ କେତେ କାଲ୍‌ ଜାକ ? ତାର୍‌ପଚେ ସେ ଉତର୍ ଦେଲା,ଜେବେ ଜାକ ନଅଁରର୍ ସବୁଜାକ ନସ୍‌ଟ ନ ଅଏ ଆରି ଗର୍‌ମନ୍‌କେ ଲକ୍‌ମନ୍ ନସ୍‌ଟ ଅଇଜାଇ କରି କୁରୁପ୍ ନାସ୍ ନ ଅଏ ଆରି ବୁଇଁ ପୁରା ପୁରୁନ୍ ବାବ୍‌ରେ କୁରୁପ୍‌ନାସ୍ ନ ଅଏ, ଆରି ସବୁବେଲର୍ ମାପ୍‌ରୁ ଲକ୍‌ମନ୍‌କେ ଦୁର୍‌ କରି ନ ଦେଏ ଆରି ଦେସ୍ ବିତ୍‌ରେ ଚାଡିଦେଇ ରଇବା ଜାଗା ଅଦିକ୍ ନ ଅଏ, ସେ ଜାକ। ଆରି, ଜଦି ତେଇ ସଏ ବାଗେ ଅନି ଦସ୍‌ ବାଗ୍ ରଇଲେ ମିସା , ସେଟା ଆର୍‌ତରେକ୍ କୁରୁପ୍‌ନାସ୍ ଅଇସି; ଏଲା ଆରି ଅଲନ୍‌ ଗଚ୍ କାଟ୍‌ଲେ ମିସା ଜେନ୍ତିକି ତାର୍ କୁଟ୍ ରଇଜାଇସି; ସେ ରକାମ୍ ସେ ସୁକଲ୍ ବଁସ୍, ଏ କୁଟୁମ୍‌ କୁଟ୍‌ ରକାମ୍ ରଇବାଇ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.