Desiya Bible
ଜିସାୟ୍ 58
ସତ୍ ଉପାସ୍
ତମେ ଆଉଲି ଅଇକରି ଜାନାଆ, ଡାକ୍ବାଟା ଉନା କରାନାଇଁ, ମଇରି ବାଜ୍ଲା ପାରା ତମର୍ ଟଣ୍ଡର୍ ଆଉଲିକେ ଆଉଲି କରା, ମର୍ ଲକ୍ମନ୍କେ ସେମନର୍ ଅଦରମ୍ କାମ୍କେ ଆରି ଜାକୁବର୍ କୁଟୁମ୍କେ ସେମନର୍ ପାପ୍କେ ଜାନାଆ । ଅଇଲେ ମିସା ସେମନ୍ ସବୁଦିନେ ମର୍ ବାଟ୍କେ ଜାନ୍ବାକେ ଚେସ୍ଟା କର୍ତେ ରଇବାଇ; ଜନ୍ କୁଟୁମର୍ ଲକ୍ମନ୍ ଅଦରମର୍ କାମ୍ କର୍ବାଇ ଆରି ମର୍ ପର୍ମେ ସରର୍ ବିଦିବିଦାନ୍କେ ଚାଡତ୍ନାଇଁ, ସେମନର୍ପାରା ସେମନର୍ ଦରମର୍ ବିଦିବିଦାନର୍ ବିସଇକେ ପାଚାର୍ ବାଇ ଆରି ପର୍ମେସରର୍ ଲଗେ ଆଇବାକେ ମନ୍ କର୍ବାଇ । ସେମନ୍ କଇବାଇ, ଆମେ କାଇକେ ଉପାସ୍ କଲୁନି ଆରି ତମେ କାଇକେ ଦେକାସ୍ ନାଇଁ ? ଆମେ କାଇକେ ଆମର୍ ନିଜର୍ ନିଜର୍ ଜିବନ୍କେ ଦୁକ୍ଦେଲୁନି ଆରି ତମେ କାଇକେ ମନ୍ ଦିଆସ୍ ନାଇ ? ଦେକା, ତମେମନ୍ ଉପାସ୍ ଦିନ୍ ନିଜର୍ ସୁକ୍ ପାଇବାକେ ଚେସ୍ଟା କଲାସ୍ନି ଆରି ବପୁରେ ସବୁ କସ୍ଟ କାମ୍ କଲାସ୍ନି । ଦେକା, ତମେ ଲାଗାଜଡା ଆରି ମାଡ୍ଗଲର୍ ପାଇଁ, ଆରି କାରାପ୍ କାମ୍ କରୁର୍ ବିଦା ସଙ୍ଗେ ମାର୍ବାକେ ଉପାସ୍ କଲାସ୍ନି ; ତମର୍ ଆଉଲି ଅଇବାଟା ସରଗ୍ ଉପ୍ରେ ଜେନ୍ତିକି ସୁନା ଜାଇସି, ଏ ରକାମ୍ ଉପାସ୍ ରଇବାଟା ଆଜି ତମେ କରାସ୍ ନାଇଁ । ଏ ରକାମ୍ ଉପାସ୍ , ନର୍ଜାତିର୍ ଜିବନ୍କେ କସ୍ଟ ଦେବାକେ ଏ ରକାମ୍ ଦିନ୍ , ଆମେ କାଇ ବାଚ୍ଲୁ ଆଚୁ ? ନାଲ୍ଲଗେ ରଇଲା ଗଚ୍ ପାରା ମୁଣ୍ଡକେ ନୁଆଁଇବାଟା , ସାନ୍ ବାସ୍ତା ଆରି ଚାର୍କେ ତଲେ ଅଚାଇ ଲାସ୍ନି ଏଟାକେ ତମେ ଉପାସ୍ ଆରି ସବୁବେଲର୍ ମାପ୍ରୁର୍ ଉଦେସେ କାଇ ନିମାନ୍ ଦିନ୍ ବଲିକରି କଇସା ? ଆମେ ଜନ୍ ଉପାସ୍ କଲୁନି ସେଟା କାଇ ଏଟା ନଏଁ, କାରାପ୍ ବନ୍ଦନ୍କେ କୁସ୍ଲାଇ ଦେବାଟା ଆରି ଜୁଆଡିର୍ ଡର୍କେ କୁସ୍ଲାଇବାଟା ଆରି ଚରାଇବା ଲକ୍ମନ୍କେ ମୁକ୍ତି କରି ଚାଡି ଦେବାଟା , ଆରି ସବୁଜାକ ଜୁଆଡିକେ ବାଙ୍ଗାଇ ଦେବାଟା, କାଇବା ପିଇବାକେ ନ ରଇବା ଲକ୍ମନ୍କେ କାଦି ବାଟା କର୍ବାଟା , ଆରି ଗରେଅନି କେଦି ଦେଇ ରଇବା ଦୁକ୍ କସ୍ଟର୍ ଲକ୍ମନ୍କେ ନିଜର୍ ଗରେ ଡାକି ଆନ୍ବାଟା, ତମେ ଡୁମ୍ଣ୍ଡା ଅଇଲାଟାକେ ଦେକ୍ଲେ, ତାକେ ବସ୍ତର୍ ପିନ୍ଦାଇବାଟା ଆରି ତମର୍ ନିଜର୍ କୁଟୁମର୍ ଲକର୍ ଲଗେ ଅନି ନିଜ୍କେ ନ ଲୁଚାଇବାଟା, ଏ ରକାମ୍ ଉପାସ୍ ମୁଇ କାଇ ମନ୍ କରୁନାଇଁ ? ଏନ୍ତାର୍ କଲେ ଗାଁସ୍ ପାରା ତମର୍ ଉଜଲ୍ ଜାନା ପଡ୍ସି ଆରି ତମର୍ ରଗ୍ ଦାପ୍ରେ ନିମାନ୍ ଅଇସି ; ଆରି, ତମର୍ ଦରମ୍ ଆଗ୍ତୁ ଆଗ୍ତୁ ଜାଇସି ; ସବୁବେଲର୍ ମାପ୍ରୁର୍ ତାରାସ୍ ତମର୍ ପଚ୍ବାଟେ ଆଇସି । ସେଡ୍କିବେଲେ ତମେ ଡାକ୍ସା ଆରି ଏ ସବୁବେଲର୍ ମାପ୍ରୁ ଆମ୍କେ ପର୍ସନର୍ ଉତର୍ ଦେଇସି; ତମେ ସାଇଜ ପାଇବାକେ ଆର୍ତରେକ୍ କାନ୍ଦିକରି କଇସା, ଆରି ସେ କଇସି, ଆମେ ଇତି ଆଚୁ । ଜେବେ ତମେ ଆମର୍ କନ୍ଦର୍ ଜୁଆଡି, ଆଙ୍ଗ୍ଟି ସଙ୍ଗେ ଅରଜ୍ଲାଟା ଅଦରମ୍ ବାକିଅକେ ଦୁର୍କର୍; ଆରି , ଜେବେ ଦୁକିରକି ଲକ୍ମନର୍ ଲାଗି ତମର୍ ଜିବନ୍ ଦେକ୍ସି ଆରି ତମେ ଦୁକର୍ ଜିବନ୍କେ ସାନ୍ତି କର୍ସା , ତେବେ ଆନ୍ଦାରେ ତମର୍ ଉଜଲ୍ ଦେକା ଜାଇସି ଆରି ତମର୍ ଆନ୍ଦାର୍ ମୁଇଦାନିଆର୍ ଉଜଲ୍ ପାରା ଅଇସି; ଆରି ସବୁବେଲର୍ ମାପ୍ରୁ ସବୁବେଲେ ତମର୍ ସଙ୍ଗେ ରଇକରି ବାଟ୍ ଦେକାଇ ନେଇସି ଆରି ମରୁବାଲି ବୁଏଁ ଅନି ତମର୍ ଜିବନର୍ ସସ୍କେ ସାନ୍ତି କର୍ସି ଆରି ତମର୍ ଦୁର୍ବଲ୍ ଲକ୍କେ ବପୁ କୁରାଇସି; ତେଇ ତମେ ପାନି ଟୁଲିଆଇ କରି ଉଦିଆନ୍ ବାଡେ ଡାଲ୍ଲା ପାରା ଆରି କେବେ ନ ଆଁଟ୍ବା ଜର୍ନା ପାନିପାରା ଅଇସି ଆରି , ତମେ ତମର୍ ବଁସର୍ ଲକ୍ ଆଗର୍ କାଲର୍ କୁନାଦି ଉପ୍ରେ ଆରି ତରେକ୍ ଗର୍ ତିଆର୍ କର୍ବାଇ; ତମେ ଆଗର୍ କାଲର୍ ବେସି କୁନାଦି ଉପ୍ରେ ଗର୍ କର୍ସା; ଆରି , ବାଙ୍ଗିଜାଇ ରଇବା ପାଚୁରିକେ ଟେକ୍ବା ଲକ୍ ପାରା ଆରି ବାସା କରି ରଇଲା ଲକ୍ମନର୍ ବାଟ୍କେ ତିଆର୍ କରି ଆଚୁସ୍ ବଲିକରି ଡାକ୍ପୁଟା ଅଇସା ।
ବିସ୍ରାମ୍ ବାରର୍ ବିଦି ନାମ୍ବାଟା
ତମେ ଜେବେ ବିସ୍ରାମ୍ ବାର୍କେ ନ ମାନାସ୍, ମର୍ ସୁକଲ୍ ଦିନେ ନିଜର୍ ମନ୍କାମ୍ନାକେ ପୁରାପୁରୁନ୍ କର୍ବାକେ ଚେସ୍ଟା ଟାନେ ଅନି ନିଜର୍ ମନ୍କେ ପେରାଇସା ;ଆରି , ବିସ୍ରାମ୍ ବାର୍କେ ସୁକର୍ ଆରି ସବୁବେଲର୍ ମାପ୍ରୁର୍ ସୁକଲ୍ ଦିନ୍କେ ଆଲାଦର୍ ଦିନ୍ ବଲିକରି କଇସା ; ଆରି , ନିଜର୍ କାମ୍କେ ନ କରି ନିଜର୍ ମନ୍ କଲାଟାକେ ପାଇବାକେ ଚେସ୍ଟା ନ କରି କି ନିଜର୍ କାତା ନ କଇକରି ତାକେ ନିଜର୍ କର୍ବାଇ: ସେନ୍ତାର୍ କଲେ ତମେ ସବୁବେଲର୍ ମାପ୍ରୁର୍ ଲଗେ ସାର୍ଦା କର୍ସା ; ଆରି, ମୁଇଁ ତମ୍କେ ପୁର୍ତିବିର୍ ଉଚ୍ଜାଗା ମନ୍କେ ବାସା କରାଇବି ; ଆରି ,ତମେ ବାବା ଜାକୁବର୍ ଅଦିକାର୍ ତମ୍କେ ବଗ୍ କର୍ବାକେ ଦେବି: କାଇକେ ବଇଲେ ସବୁବେଲର୍ ମାପ୍ରୁ ନିଜର୍ ଟଣ୍ଡେ ଅନି ଏନ୍ତାରି ବଲିକରି କଇଲା ଆଚେ ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.