Skip to content
BibleKenya

Desiya Bible

ଜିସାୟ୍‌ 56

ପର୍‌ମେସର୍ ସବୁଜାତିକେ ମିସାଇସି

ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ତମେ ବଲ୍‌ମନ୍ଦ୍ ବିଚାର୍ କରା ; ଦରମ୍ କାମ୍‌କରା କାଇକେ ବଇଲେ ଆମର୍ ମୁକ୍‌ତି ଆଇବାଟା ଆରି ଆମର୍ ଦରମର୍ ବିସୟ୍‌ରେ ଜାନାଇବାଟା ଲଗେ କେଟ୍‌ଲା । ଜନ୍‌ଲକ୍ ଏଟା କର୍‌ସି ଆରି ଜନ୍‌ଲକ୍ ଏଟା ଡାଟ୍‌ସଙ୍ଗ୍ ମାନେ; ଜେ ବିସ୍‌ରାମ୍‌ବାର୍ ପାଲନ୍ କରି ସେଟା ଅସୁଚି ନ କରେ ଆରି ସବୁ ରକାମର୍‌ କାରାପ୍ କାମେ ଅନି ନିଜର୍ ଆତ୍‌କେ ନ ଲାମାଏଁ, ସେ କେଡେ କରମର୍ ଲକ୍ । ସତ୍‌ୟ୍‌ ସବୁବେଲର୍ ମାପ୍‌ରୁ ନିଜର୍ ଲକ୍‌ମନର୍ ତେଇଅନି ମକେ ଅଲ୍‌ଗା କର୍‌ସି, ଏଟା ସବୁବେଲର୍ ମାପ୍‌ରୁର୍ ତେଇ ଆସା ପର୍‌ଦସି ଲକ୍‌ମନ୍‌କେ ଗଟେକ୍‌ଲଗେ ନ ମିସାଅ; ଆରି ଦେକା, ମୁଇଁ ଗଟେକ୍ ସୁକ୍‌ଲା ଗଚ୍, ଏଟା ବେଜୁ ନ ଅଏ । କାଇକେ ବଇଲେ ବେଜୁମନର୍ ବିସଇରେ ସବୁବେଲର୍ ମାପ୍‌ରୁ ଏ କାତା କଇଲାନି, ଜନ୍‌ ଲକ୍‌ମନ୍ ଆମର୍ ବିସ୍‌ରାମ୍‌ ଦିନ୍ ପାଲନ୍ କଲାଇନି ଆରି ଆମର୍ ସାନ୍ତିର୍ ବିସଇ ବାଚି ଆଚତ୍ ଆରି ଆମର୍ ନିଅମ୍ ପାଲନ୍ କର୍‌ବାଇ; ସେମନ୍‌କେ ଆମେ ଆମର୍ ଗର୍ ବିତ୍‌ରେ ଆରି ଆମର୍ ପାଚୁରି ବିତ୍‌ରେ ପିଲାଟକି ମନର୍‌ ତେଇଅନି ନିମାନ୍ ଏତାଇ ରଇବା କୁନାଦି ଆରି ନାଉଁ ଦେବୁ; ଆମେ ସେମନ୍‌କେ ସବୁବେଲେ ରଇବା ନାଉଁ ଦେବୁ, ସେଟା କାଟି ନ ଅଏ । ଆରି, ଜନ୍ ବି‌ନ୍ ଦେସର୍‌ ଲକ୍‌ମନ୍ ସବୁବେଲର୍ ମାପ୍‌ରୁର୍ ନାଉଁରେ ସେବା କର୍‌ବାକେ ଆରି ସବୁବେଲର୍ ମାପ୍‌ରୁର୍ ନାଉଁକେ ନିଜର୍ କର୍‌ବାକେ ଆରି ତାର୍ ଦାଙ୍ଗ୍‌ଡା ଅଇବାକେ ସବୁବେଲର୍ ମାପ୍‌ରୁର୍‌ ଲଗେ ଆସା କର୍‌ବାଇ, କଇବାକେ ଗାଲେ ଜନ୍‌ ଲକ୍‌ମନ୍‌ ବିସ୍‌ରାମ୍ ଦିନ୍ ପାଲନ୍ କରି ସେଟା ଅସୁଚି ନ କରତ୍ ଆରି ଆମର୍ ନିଅମ୍‌କେ ଲାଡ୍‌ କର୍‌ବାଇ; ସେ ସବୁ ଲକ୍‌କେ ଆମେ ନିଜର୍ ସୁକଲ୍ ପର୍‌ବତେ ଆନ୍‌ବି ଆରି ମର୍ ପାର୍‌ତନା ଗରେ ସେମନ୍‌କେ ସାର୍‌ଦା କରାଇବି; ସେମନର୍ ଅମ୍‌ବଲି ଆରି ସର୍‌ପିଦେଲା ବଲି ସବୁ ମର୍ ଜଗିଅବେଦି ଉପ୍‌ରେ ସାନ୍ତି ଅଇସି; କାଇକେ ବଇଲେ ମର୍ ଗର୍ ସର୍‌ତେ କୁଟୁମର୍ ଲକ୍‌ମନର୍ ପାର୍‌ତା ଗର୍ ବଲି ଡାକ୍‌ପୁଟା ଅଇସି । ଜେ ଇସ୍‌ରାଏଲର୍ ଦୁରିକେ ରଇବା ଲକ୍‌ମନ୍‌କେ ଜମାଇଁସି, ସେ ମାପ୍‌ରୁ, ସବୁବେଲର୍ ମାପ୍‌ରୁ କଇଲାନି, ତାର୍ ଜମାଇଁଲା ନିଜର୍ ଲକ୍‌କେ ଚାଡିଦେଲେ ଆମେ ଅଲ୍‌ଗା ଲକ୍‌ମନ୍‌କେ ତାର୍ ଲଗେ ଜମାଉଁ ।

ଇସ୍‌ରାଏଲର୍ ନେତାମନ୍‌କେ ନିନ୍ଦା

ଏ ପାଦାବାଟାଇ ରଇବା ଜିବ୍‌ଜନ୍ତୁ , ଏ ବନେ ରଇବା ଜିବ୍‌ଜନ୍‌ତୁ ମନ୍ , ତମେ ସବୁଲକ୍ ଜାକ କାଇବାକେ ଆସା । ତାର୍ ବାଟ୍ ଜାଗ୍‌ଉଆଲ୍‌ମନ୍ କାଣାମନ୍‌, ସେ ସବୁଲକ୍ ଅବୁଦିଆମନ୍ ; ସେ ସବୁଲକ୍ ଗୁଲା କୁକୁର୍ ମନ୍‌, ସେମନ୍ ବୁକି ନାପାରତ୍; ସେମନ୍ ସପନ୍ ଦେକୁମନ୍‌, ସେମନ୍ ଗୁନିଗୁନି କରି ସଇବାଟାକେ ନିକ ବଲ୍‌ବାଇ । ଆରି ସେ କୁକୁର୍‌ମନ୍ କାଉରାଟାମନ୍‌, ସେମନ୍ କେବେ ମିସା ସାନ୍ତିରେ ନ ରଅତ୍; ଏମନ୍‌ ଆଲ୍‌ଚନା କରି ନାପାର୍‌ବା ଦାସ୍‌ମନ୍; ସେ ସବୁଲକ୍ ଚାରିବେଡ୍‌ତି ଅନି ନିଜର୍ ନିଜର୍ ପାଇବା ଆସାର୍ ଚାଲାକିରେ ନିଜର୍ ନିଜର୍ ବାଟ୍‌ବାଟେ ଗାଲାଇନି। ସବୁଲକ୍ କଇଲାଇନି, ଆସା, ଆମେ ଅଙ୍ଗୁର୍‌ରସ୍ ଆନୁ ଆରି ସେଟା କାଇକରି ମାତୁ; ଜେନ୍‌ତିକି ଆଜି, ସେନ୍‌ତିସେ କାଲିକେ ଅଇସି, ସେଟା ଇସାବ୍ କିତାବ୍ ନଇଲା ବଡ୍‌ଦିନ୍ ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.