Desiya Bible
ଜିସାୟ୍ 31
ପର୍ମେସର୍ ଜିରୁସାଲାମ୍କେ ରକିଆ
ଜନ୍ ଲକ୍ମନ୍ ସାଇଜ ମାଗ୍ବାକେ ମିସର୍ ଦେସେ ଜିବାଇ ଆରି ତେଇର୍ ଗଡାମନ୍କେ ଆସା କର୍ବାଇ ଆରି ରତ୍ ବେସି ଅଇଲାକେ, ଆରି ଗଡା ଚାଲାଉମନ୍ ବେସି ବପୁ ଅଇ ଆଚତ୍ ସେଟାର୍ ପାଇଁ ସେମନର୍ ଉପ୍ରେ ବିସ୍ବାସ୍ କର୍ବାଇ ; ମାତର୍ ଇସ୍ରାଇଲର୍ ସୁକଲ୍ ମାପ୍ରୁକେ ନ ଦେକତ୍, କି ସବୁବେଲର୍ ମାପ୍ରୁର୍ ବାଟେ ନ ଇଣ୍ଡତ୍, ସେମନ୍ ଅବିସାପର୍ ଲକ୍! ଅଇଲେମିସା ସେ ବୁଦି ଗିଆନର୍ ଲକ୍ ଆରି ସେ ଅମଙ୍ଗଲ୍ ଗଟାଇସି, ଆରି ତାର୍ କାତାକେ ବେକାର୍ ନ କରେ ମାତର୍ ସେ କାରାପ୍ କାମ୍ କର୍ବା ଲକର୍ ବଁସର୍ ବିରୁଦେ ଆରି ଅଦରମ୍ କର୍ବା ଲକ୍କେ ସାଇଜ କର୍ବାକେ ଟିଆ ଉଟ୍ସି । ମିସରର୍ ଲକ୍ ନର୍ଲକ୍ ମାତର୍ ପର୍ମେସର୍ ନଅତ୍ ଆରି ସେମନର୍ ଗଡାମନ୍ ମାଉଁସ୍ ମାତର୍ ଆତ୍ମା ନଅତ୍; ଆରି, ସବୁବେଲର୍ ମାପ୍ରୁ ତାର୍ ଆତ୍ ଲାମାଇଲା, ସାଇଜ କରୁମନ୍ ଜଟିଆଇ ଅଇ ଅଦର୍ବାଇ ଆରି ସାଇଜ କରି ଅଦ୍ରି ଜିବାଇ, ଆରି ସେ ଦୁଇ ଲକ୍ ଜାକ ନସ୍ଟ ଅଇ ଜିବାଇ । କାଇକେବଇଲେ ସବୁବେଲର୍ ମାପ୍ରୁ ଆମ୍କେ ଏ କାତା କଇଲାନି, ଜେନ୍ତାରି କି ସିଅଁ ଆରି ଦାଙ୍ଗ୍ଡା ସିଅଁ ତାକେ ବୁକ୍ ଲାଗ୍ଲେ ଅଡର୍ସି, ସେଡ୍କିବେଲେ କେତେଟା ମେଣ୍ଡା ଚାରାଉମନ୍ ତାର୍ ବିରୁଦେ ଆଉଲି ଅଇକରି କେଦ୍ଲେ ମିସା ବାଗ୍ ସେମନର୍ ଆଉଲି ଅଇବାଟାକେ ନ ସୁନେ , କି ସେମନର୍ ମାର୍ବାକେ ଆଇଲେ ମିସା ଚୁଲ୍ ନ ବୁଲେ, ସେନ୍ତାରି ସବୁର୍ ତେଇଅନି ବଡ୍ ସବୁବେଲର୍ ମାପ୍ରୁ ସିଅନ୍ ଡଙ୍ଗ୍ରେ ଆରି କୁପ୍ଲି ତେଇ ଜୁଇଦ୍ କର୍ବାକେ ଉତ୍ରି ଆଇସି । କାଇଆଲେ ବିପଦ୍ ଆଇଲେ ଜେନ୍ତାରି କି ଚଡଇମନ୍ ଉଡି ଉଡି ରକିଆ କର୍ବାଇ, ସେନ୍ତାରି ସବୁବେଲର୍ ମାପ୍ରୁ ଜିରୁସାଲାମ୍କେ ଉଦାର୍ କର୍ସି; ସବୁବେଲର୍ ମାପ୍ରୁ ତାକେ ରକିଆ କରି ଉଦାର୍ କର୍ସି, ସେ ତାକେ ତାର୍ ଆତ୍ ଲାମାଇ କରି ଉଦାର୍ କର୍ସି । ସବୁବେଲର୍ ମାପ୍ରୁ କଇଲାନି, ଏ ଇସ୍ରାଇଲର୍ ଲକ୍ମନ୍, ତମେ ବେସି କାରାପ୍ କାମ୍ କରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଦୁରିକେ ଅଇ ଆଚାସ୍, ଏବେ ତାର୍ ଲଗେ ବାଉଡି ଆସା । କାଇକେ ବଇଲେ ସେ ଦିନେ ତମର୍ ସର୍ତେ ଲକର୍ ନିଜର୍ ନିଜର୍ ଆତେ ତିଆର୍ କଲା ରୁପାର୍ ମୁର୍ତି ଆରି ସୁନାର୍ ମୁର୍ତି ପାରା ପାପର୍ ଜିନିସ୍କେ ପିଙ୍ଗି ଦେଇସା । ସେ ବେଲେ ଅସୁରିଅର୍ ଲକ୍ କାଣ୍ଡା ସଙ୍ଗ୍ ମାରାଇ ଅଇକରି ମର୍ବାଇ, ମାତର୍ ନର୍ ଲକର୍ କାଣ୍ଡା ସଙ୍ଗ୍ ନଏ, ଆରି କାଣ୍ଡା ତାକେ ମାର୍ସି, ମାତର୍ ନର୍ ଲକର୍ କାଣ୍ଡା ନଏ; ଆରି, ସେ ଲକ୍ମନ୍ କାଣ୍ଡା ଦେକି ପାଲାଇବାଇ ଆରି ତାର୍ ପିଲାମନ୍ ଗତିଦାଙ୍ଗ୍ଡା ପାରା ଅଇବାଇ । ଆରି, ତେଇ ଜୁଇଦ୍ କର୍ବା ମୁକିଆ ଲକ୍ମନ୍ ଡରିଜାଇକରି ପାଲାଇବାଇ ଆରି ତାର୍ ଜେଣ୍ଡାକେ ଦେକି ବାୟାବିକଲ୍ ଅଇଜିବାଇ, ସିଅନ୍ ତେଇ ଜାର୍ ଜଇ ଆରି ଜିରୁସାଲାମ୍ ତେଇ ଜାର୍ ଜଇର୍ କୁଣ୍ଡ୍ ଆଚେ, ସେ ସବୁବେଲର୍ ମାପ୍ରୁ ଏ କାତା କଇଲାନି ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.