Skip to content
BibleKenya

ଉପଦେସକ

Ecclesiastes

Introduction from this edition

ଉପଦେଶକ ପୁସ୍ତକ

ଉପଦେସକ ବଇ

ଏ ବଇ ବିସଇରେ ଜାନ୍‌ବାଟା

ଉପଦେସକ ଗଟେକ୍ ଅନ୍‌ତି ବଇଜେ ଆମ୍‌କେ କେନ୍‌ତି ଜିବାର୍ କାଇବାର୍ ଅଇସି ସେ ବିସିରେ ସିକାଇସି। ଏବଇ ଏବ୍‌ରି ବାସାରେ ମୁକିଅ ଅରତ୍ ଅଇଲାନି ଜେ କି ସବୁଲକ୍‌ମନ୍‌କେ ଗଟେକ୍ ଲଗେ ରୁଣ୍ଡାଇସି ବେସି ଗିଆନି ଲକ୍‌ମନ୍ ବିସ୍‌ବାସ୍ କର୍‌ବାଇଜେ ସଲ୍‌ମନ୍ ରାଜା ଏ ଉପଦେସକ ବଇକେ ଲେକ୍‌ଲା ଆଚେ, ମାତର୍ ଅଲ୍‌ଗା ଲକ୍‌ମନ୍ ଏଟାକେ ରାଜି ଅଅତ୍ ନାଇଁ । ଜଦି ସଲ୍‌ମନ୍ ରାଜା ଆକା ଏ ବଇକେ ଲେକିରଇଲା, ସେନ୍‌ତାର୍ ଆଲେ କମ୍‌ସେ କମ୍ ୯70-931 କିରିସ୍‌ଟାବ୍‌ଦ ଆଗ୍‌ତୁ ଜନ୍ ସମଏଁ କି ବଁଚିକରି ରଇଲା ବେଲେ। ଅଲ୍‌ଗା ଗିଆନି ଲକ୍‌ମନ୍ ବିସ୍‌ବାସ୍ କଇଲାଇନି ଜେ, ଏ ବଇକେ ସେ ଲେକେନାଇ ଆରି କେ ଗଟେକ୍ ଲକ୍ ଲେକ୍‌ଲା ଆଚେ ବଲିକରି, କାଇକେ ବଇଲେ କେଡେ କେଡେବେଲେ ଏଟା ଗଟେକ୍ ରାଜାର୍ ବାଦୁଲେ ସେବା କାରିଆର୍ ବାସାରେ କୁଆ ଗାଲାନି ଉପଦେସକ 5:8-9।

ସେ ଗିଆନିମନ୍ ବାବ୍‌ଲାଇନିଜେ ଉପଦେସକ ବଇ ସଲ୍‌ମନ୍ ରାଜାର୍ ସମୟ୍ ବେଲେ ଅନି ବେସି ଅଲ୍‌ସମ୍‌ରେ ଲେକାଜାଇ ରଇଲା, କେଜାନେ 400 ଟାନେ ଅନି 200 କିରିସ୍‌ଟାବ୍‌ଦ ବିତ୍‌ରେ ଅଇଲେ ଅଇ ରଇସି। ଉପଦେସକ ବଇ ଆରାମେ ଅନି କଇଲା ଆଚେଜେ ସବୁଜାକ ବିସ୍‌ବାସ୍ ପାରା ଜନ୍‌ଟାକି ଦାପ୍‌ରେ ସାରି ଜାଇସି 1:2।

ଆର୍ ଅରତ୍ ଅଇଲାନି ଜେ ଆମର୍ ଜିବନ୍ ଆରି କାମ୍ କେବେ ମିସା ନ ସାରେ ଆରି ବୁଜ୍‌ବାକେ ମିସା ବେସି କସ୍‌ଟ। ଅଲପ୍ ସମୟ ଗାଲା ପଚେ ବେସି ବିସୟ୍ ମନ୍ ପାସ୍‌ରି ଜାଇସି। ଏଟାର୍ ବେସି ବିସୟ୍ ମନ୍ ବାବ୍‌ନାର୍ ବାଇରେ । ଜିବନ୍ ଜେନ୍‌ତି ଆଚେ ସେ ରକାମ୍ ବାବ୍‌ରେ ନିଜର୍ କରୁ ଆରି ତମ୍‌କେ ଜେତ୍‌କି ଆଚେ ସେତ୍‌କିରେ ସନ୍‌ତୁସ୍ ଅଇକରି ସାନ୍‌ତିରେ ରଇବାଟା ନିକ 9: 9 ଏ ଜିବନ୍ ରଇବା ଜାକ ସବୁବେଲେ କସ୍‌ଟସେ ତେବର୍ ପାଇଁ ସାର୍‌ଦା ସଙ୍ଗେ ଜିଇବା କାଇବାକେ ଚେସ୍‌ଟା କରୁ, ଏ ବଇ ଜାନାଇ ଦେବା କାରନ୍ ଅଇଲାନି ପର୍‌ମେସର୍‌କେ ଡରିକରି ରଉଁ ଆରି ତାର୍ ଆଦେସ୍‌କେ ପାଲନ୍ କରୁ 12:13 । ସେଟା ଆକା ସବୁର୍ ଟାନେଅନି ମୁକିଅ ବିସୟ୍ ।

ଏ ବଇ ବିତ୍‌ରେ ରଇବାଟା

1 ଉପଦେସକ ବଇର୍ ଅଦିଆଇ 1 ଲଗର୍‌ 1 ଅଦିଆଇ ଅନି 11 ପଦ୍‌ମନ୍ ଏ ବଇର୍ ଲେକୁର୍ ବିସୟ୍‌ରେ ଆରି ତାର୍ ଜିଉନା କାଉନା କଲା ବାବ୍‌ନା ସଙ୍ଗେ ଜାନାଇ ଦେଲା ଆଚେ।

2 ଅଦିଆଇ 1: 12 ଟାନେ ଅନି 6: 9 ଜାକ ଏ ଦୁଇ ଦିନିଆଁ ଜିବନ୍ କେନ୍‌ତିଟା ସେ ବିସୟ୍‌ରେ ଆଲ୍‌ଚନା କରାଜାଇ ଆଚେ ।

3 ଅଦିଆଇ 6: 10 ଟାନେ ଅନି 12: 8 ଜାକ ମାସ୍‌ଟରର୍ ଆଦେସ୍ ବିସୟ୍‌ରେ ସିକିଆ ଦିଆ ଅଇଲା ଆଚେ। ସାରାସାରି ପଚେ,

ଅଦିଆଇ 12: 9 ପଦ୍‌ଟାନେ ଅନି 14 ଜାକ ବଇକେ ସାରାଇ କରି କଇଲା ଆଚେ ଜେ ଜିବନର୍ ଉଦେସ୍ ଅଇଲାନି ପର୍‌ମେସର୍‌କେ ଡର୍‌ବାଟା ଆରି ତାର୍ ଆଦେସ୍‌କେ ମାନ୍‌ବାଟା ।

Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY-SA 4.0 · SourceEdition imported 2026-11-09.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.