ମାତିଉ
Matthew
Introduction from this edition
ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମାଥିଉ ଲେଖିଥିବା ସୁସମାଚାର
ଜିସୁକିରିସ୍ଟ ବିସଇ ନେଇକରି ମାତିଉ ଲେକିରଇବା ନିମାନ୍ କବର୍
ଏ ବଇ ବିସଇ ଜାନ୍ବାଟା
ମସିଅକେ ରାଇଜ୍ ସାସନ୍ କର୍ବା ରାଜା ଆଇସି ବଲି ବିସ୍ବାସ୍ କର୍ତେରଇଲାଇ । ମାତିଉ ସେମନ୍ ବିସ୍ବାସ୍ କରିରଇବାଟା ବାଦ୍ଲାଇ ଦେଲା । ପର୍ମେସରର୍ ରାଇଜ୍ ଅଇଲାନି ଆତ୍ମାର୍ ରାଇଜ୍, ଏ ଜଗତର୍ ରାଇଜ୍ ନଏଁ ବଲି ସେଟା ଗୁର୍ତୁସଙ୍ଗ୍ ସିକାଇତେରଇଲା ।
ମାତିଉ ଲେକ୍ଲା ସୁବ୍କବର୍ ନୁଆ ନିଅମର୍ ପର୍ତୁମର୍ ବଇ ଇସାବେ ମିସାଇଲେ ନିକ । କାଇକେ ବଇଲେ ପୁର୍ନା ନିୟମର୍ ବାକିଅମନ୍ ଅଦିକ୍ ମିସି କରି ଆଚେ । ଏ ବଇ ପୁର୍ନା ନିୟମ୍କେ ଆରି ନୁଆ ନିୟମ୍କେ ମିସାଇସି । ପଣ୍ଡିତ୍ମନ୍ ମିସା କଇବାଇ ମାତିଉ ତାର୍ ଲେକାଟାନେ ମସାର୍ ନିୟମ୍ ବଇମନର୍ ପାରା କର୍ବାକେ ଚେସ୍ଟା କରିଆଚେ । ଜିସୁ ଡଙ୍ଗର୍ ଉପ୍ରେ ସିକିଆ ଦେବା ବିସଇ ମାତିଉ
ଏ ବଇବିତ୍ରେ ରଇଲାଟା
୧. ଜିସୁର୍ ଜନମ୍ ଆରି ତାର୍ ସେବାକାମ୍ ।
୨. ଜିସୁର୍ ସେବାକାମ୍ ଆରି ସିକିଆ ।
୩. ଜିସୁ କିରିସ୍ଟର୍ ମରନ୍ ଆରି ମରିକରି ଉଟ୍ବାଟା ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.