ଗାଲାତିୟ
Galatians
Introduction from this edition
ଗାଲାତିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ପତ୍ର
ଗାଲାତିୟ ମଣ୍ଡଲିର୍ ଲକ୍ମନ୍କେ ପାଉଲ୍ ଚିଟି ଲେକ୍ଲାଟା
ଏ ବଇ ବିସଇ ପଦେକ୍ ଜାନ୍ବାଟା
ଗାଲାତିୟ ବଇ ପେରିତ୍ ପାଉଲ୍ ଲେକିଆଚେ ।
ସେମନ୍ ପାଉଲ୍ କେନ୍ତି ପେରିତ୍ ଅଇବା ଅଦିକାର୍ ପାଇଲା, ସେ ବିସଇ ପାଚାର୍ତେରଇଲାଇ । ପାଉଲ୍ ସେମନ୍କେ କେତେଟା କାତାନି ସଙ୍ଗ୍ ମିସାଇକରି ସେ ପେରିତ୍ ଅଇଲା ଅଦିକାର୍ ବିସଇ ଜୁକ୍ତି କର୍ତେରଇଲା ।
ଏ ବିତ୍ରେ ରଇବାଟା
୧. ପାଉଲ୍ ଜୁଆର୍ ଜାନାଇବାଟା ।
୨. ଆଗ୍ତୁ ପାଉଲର୍ ଜିବନ୍ କେନ୍ତାର୍ ରଇଲା, ତାର୍ ସିକିଆଦେବା ଅଦିକାର୍ ଆରି ରିତିନିତି ମାନ୍ବା ବିସଇ ।
୩. ରିତିନିତି ମାନ୍ବାଟା ଆରି ପର୍ମେସରର୍ ଦୟାଟାନେ ଅନି ମୁକ୍ତି ପାଇବାଟା ।
୪. ନିକ ବିସ୍ବାସି ଅଇକରି ଜିଉନା କାଉନା ବିସଇର୍ ସିକିଆ ।
୫. ପାଉଲ୍ ଜୁଆର୍ ଜାନାଇବାଟା ଆରି ପର୍ମେସରର୍ ଟାନେ ରଇକରି ଜିବନ୍ ବାଦ୍ଲାଇବା ବିସଇ ଜାଗ୍ରତ୍ କରାଇଲାନି ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.