ଏପିସିୟ
Ephesians
Introduction from this edition
ଏଫିସିୟ ମଣ୍ତଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କର ପତ୍ର
ଏପିସିୟ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ଚିଟି ଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
ଏପିସିୟ ମଣ୍ଡଲିର୍ ଲକ୍ମନ୍କେ ପାଉଲ୍ ଲେକିରଇଲା ଚିଟି ପାକାପାକି ୬୦ କିରିସ୍ଟାଦ ବିତ୍ରେ ଲେକାଅଇରଇଲା । ଏଟା କଲସିଅ ମଣ୍ଡଲିର୍ ଲକ୍ମନ୍କେ ଲେକିରଇଲା ବେଲେ ଲେକା ଅଇରଇଲା । ଜେ ଏ ଚିଟି ଲେକ୍ଲା ଆଚେ, ସେ ନିଜେ ପେରିତ୍ ପାଉଲ୍ ବଲି ଜାନାଇଅଇଲା ଆଚେ
ଏପିସିୟ ଅଇଲାନି ଏସିଆ ଦେସର୍ ଗଟେକ୍ ବଡ୍ ସଅର୍ ଆରି ରାଜ୍ଦାନି ରଇଲା । ଏପିସି ଗିରିକ୍ ଦେବ୍ତା ଆର୍ତେମିର୍ ଉପାସନା କର୍ବାକେ ଆରି ମନ୍ଦିରର୍ ପାଇ ଡାକ୍ପୁଟା ରଇଲା ।
ପାଉଲ୍ ମଣ୍ଡଲିକେ ଗାଗଡ୍ ସମାନ୍ କରି କିରିସ୍ଟ ଇତିର୍ ମୁଣ୍ଡ୍ ଆରି କନର୍ ମୁଲ୍ଡେଲି ବଲି କଇଆଚେ, ଜନ୍ଟାକି ସଙ୍ଗ୍ ମିସିକରି ବଡି ଅଦିକ୍ ଅଦିକ୍ ଅଇଲାନି । ପାଉଲର୍ ଚିଟିଟାନେ ଅଦାବାଗ୍ ବିସ୍ବାସିମନର୍ ଜିବନ୍ କେନ୍ତାରି ରଇବାର୍, ସେ ବିସଇ ଆଦେସ୍ ଦେଲାଆଚେ ।
ଏ ବଇ ବିତ୍ରେ ରଇବାଟା
୧. ପାଉଲ୍ ଜୁଆର୍ କରି ନିଜେ ଜାନାଇଅଇଆଚେ ।
୨. କିରିସ୍ଟର୍ ସଙ୍ଗ୍ ମଣ୍ଡଲିର୍ ମିସାବିଡା ଅଇବାଟା ।
୩. ବିସ୍ବାସିର୍ ଜିବନ୍ କେନ୍ତାରି ବିତାଇବାର୍ ।
୪. ପାଉଲ୍ ସାରାସାରି ଜୁଆର୍ ଜାନାଇବାଟା ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.