୨ ତେସଲନିକିୟ
2 Thessalonians
Introduction from this edition
ତେସଲନୀକିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କର ଦ୍ୱିତୀୟ ପତ୍ର
୨ ୟ ତେସଲନିକିୟ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ଦୁଇପାଲି ଚିଟି ଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
୨ ୟ ତେସ୍ଲନିକିୟ ବଇ ତେସ୍ଲନିକିୟ ମଣ୍ଡଲିତେଇ ଲେକ୍ଲା ଦୁଇ ପାଲି ଜାଇରଇଲା ଚିଟି । ଏ ଚିଟି ପେରିତ୍ ପାଉଲ୍ ଲେକାଇରଇଲା
କେତେଟା ଜିଉଦିମନ୍ ଆରି କେତେଟା ଗିରିକ୍ ଲକ୍ମନର୍ ଲାଗି ଏ ମଣ୍ଡଲି ତାପ୍ନା ଅଇଲା ଆଚେ ବଲି ପେରିତ୍ ବଇଟାନେ କଇଲାଇଆଚତ୍ । ତେସଲନିକି ମଣ୍ଡଲି ଲେକାଅଇରଇବା ଚିଟିଟାନେ କିରିସ୍ଟ ଆରିତରେକ୍ ଆଇବାଟା ଆରି ସାରାସାରିବେଲାର୍ ବିସଇ ଲେକାଅଇଲାଆଚେ । କାଇକେବଇଲେ ପାଉଲ୍ ତାର୍ ଚିଟିଟାନେ ଏ ଦୁଇଟା ଜାକ ତେସଲନିକି ମଣ୍ଡଲିକେ ଲେକିଆଚେ । ୨ ୟ ତେସ୍ଲନିକିୟଟାନେ ଲେକାରଇବା ବିସଇ ପାକାପାକି ଅଦା ବିସଇ ସାରାସାରିବେଲା ବିସଇରେସେ ଆଚେ । ପାଉଲ୍ ଅଲ୍ସିଆ ବିସଇନେଇ ମିସା ତରିକ୍ନା କରାଇଲାନି । ସବୁ ମୁନୁସ୍ ଜାତି ସେମନର୍ କାଦିର୍ ପାଇ ପାଇଟିକାବାଡ୍ କର୍ବାର୍ ଆଚେ
ଏ ବଇ ବିତ୍ରେ ରଇବାଟା
୧. ପାଉଲ୍ ତାର୍ ଚିଟିଟାନେ ତାର୍ ନିଜର୍ ମଇତର୍ମନ୍କେ ଚିନାର୍ ଜାନାର୍ କରାଇ ଆରାମ୍ କଲାନି ।
୨. ତେସ୍ଲନିକି ମଣ୍ଡଲିର୍ ପାଇ ପରମେସର୍କେ ଦନିଅବାଦ୍ ଦେଲାନି ଆରି ପାର୍ତନା କଲାନି ।
୩. ୨ ୟ ଅଦିଆଇ ଜଗତର୍ ସାରାସାରି ବେଲାର୍ ବିସଇ କଇଲାନି ।
୪. ସେ ଅଲସ୍କେ ବିରଦ୍ କଲାନି ଆରି ପାଇଟିକାବାଡ୍ କର୍ବା ବିସଇ କଇଲାନି ।
୫. ପାଉଲ୍ ଆରିତରେକ୍ ମଣ୍ଡଲିର୍ ଲକ୍ମନ୍କେ ଜୁଆର୍ ଜାନାଇକରି ସାରାଇଲାନି ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.