୧ ତେସଲନିକିୟ
1 Thessalonians
Introduction from this edition
ତେସଲନିକିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କର ପ୍ରଥମ ପତ୍ର
ତେସଲନିକିୟ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ପର୍ତୁମ୍ତର୍ ଚିଟିଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
୧ ମ ତେସଲନିକିୟ ଚିଟି ପେରିତ୍ ପାଉଲ୍ ଲେକାଅଇରଇଲା
ଏଟା କେତେଟା ଜିଉଦି ଆରି କେତେଟା ଗିରିକ୍ ବାସା କଇବା ଲକ୍ମନ୍ ଆକା କରିରଇଲାଇ ବଲି ପେରିତ୍ ବଇଟାନେ କୁଆଅଇଆଚେ । ପାଉଲ୍ ମଣ୍ଡଲି ତାପ୍ନା କଲା ପଚେ, ବେସି ଦିନ୍ ତେସଲନିକିଏ ରଇନାପାର୍ଲା । ତେବର୍ପାଇ ତେଇ ରଇବା ବିସ୍ବାସିମନ୍କେ ନ ଡରିକରି ରଇବାକେ ସେ ଏ ଚିଟି ପାଟାଇଲା । ଗଟେକ୍ ବିସ୍ବାସି କେନ୍ତାରି ଜିଉନା କାଉନା କର୍ବାକେ ପଡ୍ସି, ଏ ଚିଟି ଟାନେ କେତେକ୍ କେତେକ୍ ବିସଇ, ଆରି ବିନ୍ ବିନ୍ ଜାନ୍ବା କାତା ଆଚେ । ପାଉଲ୍ କେତେଟାଟାନେ ଆରିତରେକ୍ ଆଇବା ବିସଇ ମନ୍ଦିଆନ୍ ଦେଲାଆଚେ । ଜେନ୍ତିକି ତେସଲନିକିୟ ମଣ୍ଡଲିର୍ ବିସ୍ବାସିମନ୍ ଏ ବିସଇତେଇ କାଇ ଅସୁବିଦା ନ ଅଇକରି ଆଗ୍ତୁ ଅଇତେରଇଲାଇ । ପାଉଲ୍ ଜିସୁ ଆରିତରେକ୍ ଆଇବାଟା ନେଇ କେନ୍ତାରି ଜିଉନା କାଉନା କର୍ବାର୍ ଆରି ପର୍ମେସର୍କେ ସାର୍ଦା କରାଇବାକେ ଜାନାଇଲାନି ।
ଏ ବଇଟାନେ ରଇଲାଟା
୧. ପାଉଲ୍ ମଣ୍ଡଲିକେ ଜୁଆର୍ ଜାନାଇ କରି ଆରି ପର୍ମେସର୍କେ ଦନିଅବାଦ୍ ଦେଇକରି ଚିଟି ଆରାମ୍ କଲାଆଚେ ।
୨. ପଚେ ସେ ତିମତି ଆନିରଇବା କବର୍ ଆରି ତାର୍ କାମ୍ ବିସଇନେଇ ବୁଜାଇଲା ।
୩. ଜିସୁକେ ବିସ୍ବାସ୍ କଲା ଲକ୍ ସେ ଆରିତରେକ୍ ଆଇବା ଜାକ ଜାଗିରଇକରି କେନ୍ତାରି ଜିଉନା କାଉନା କର୍ବାର୍ ସେଟା ଚେତାଇ କରି ଆଦେସ୍ କଲାନି ।
୪. ପାଉଲ୍ ଆରିତରେକ୍ ମଣ୍ଡଲିକେ ଜୁଆର୍ ଜାନାଇକରି ସେମନ୍କେ ଚିଟି ପଡ୍ବାକେ ବାଦିଅ କରାଇ ସେସ୍ କଲାନି ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.