Skip to content
BibleKenya

୧ମ କରନ୍ତିୟ

1 Corinthians

Introduction from this edition

କରନ୍ତିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ପ୍ରଥମ ପତ୍ର

କରନ୍ତିୟ ମଣ୍ଡଲିର୍‌ ଲକ୍‌ମନର୍‌ଟାନେ ପାଉଲ୍‌ ପର୍‌ତୁମ୍‌ତର୍‌ ଚିଟି ଲେକ୍‌ଲାଟା

ଏ ବଇ ବିସଇତେଇ ଜାନ୍‌ବାଟା

ପର୍‌ତୁମ୍‌ କରନ୍‌ତିର୍‌ ଚିଟି ପେରିତ୍‌ ପାଉଲ୍‌ ଲେକିରଇଲା । ଏଟା ଜିସୁ କିରିସ୍‌ଟ ଜନମ୍‌ ଅଇକରି ୫୫ ବରସ୍‌ ପଚେ ଲେକିରଇଲାଇ ।

ପାଉଲ୍‌ ଏ ଚିଟିଟାନେ ମଣ୍ଡଲି ବିତ୍‌ରେ ଅଇତେ ରଇବା କରାପ୍‌ କାମ୍‌, ଦଲ୍‌ ଦଲ୍‌ ବିତ୍‌ରେ ବେଗ୍‌ଲା ବେଗ୍‌ଲି ଅଇବାଟା, ପାପ୍‌ କାମ୍‌ କର୍‌ବାଟା ଜାନିରଇଲା । ଏ ସବୁ ବିସଇ ମଣ୍ଡଲିର୍‌ ଲକ୍‌ମନର୍‌ ଟାନେ ସୁନିକରି ଏ ସବୁର୍‌ ଉତର୍‌ ଦେବାକେ ଦିଆନ୍‌ ଦେଇତେ ରଇଲା । କରନ୍ତିୟ ନଅରେ ମୁନୁସ୍‌ ପିଲା ମାଇଜିଟକି ଅଇବା କରାପ୍‌ କାମର୍‌ ପାଇ ଡାକ୍‌ପୁଟା ରଇଲା । ତେବର୍‌ ପାଇ ମଣ୍ଡଲିମନ୍‌କେ ଏନ୍ତାରି ଅସୁବିଦାମନ୍‌ ଆଇତେ ରଇଲା । ୧ ମ କରନ୍‌ତି ଆଲାଦ୍‌ ବିସଇ ଗଟେକ୍‌ ବାଗ୍‌ ଦାରିଆଚେ ।

ଏ ବ‍ଇଟାନେ ରଇବାଟା

୧. ପାଉଲ୍‌ କରନ୍ତିଏ ରଇବା ଲକ୍‌ମନ୍‌କେ ଜୁଆର୍‌ ଜାନାଇଲାନି ଆରି ସେମନର୍‌ ପାଇ ପରମେସର୍‌କେ ଦନିଅବାଦ୍‌ ଦେଲାନି ।

୨. ପାଉଲ୍‌ କରନ୍ତି ମଣ୍ଡଲିଅନି ସୁନି ରଇବା ମଣ୍ଡଲି ମଣ୍ଡଲି ବେଗ୍‌ଲି ଜାଇରଇବା ବିସଇ ସିକିଆ ଦେଲାନି ।

୩. ବିନ୍‌ଟା ଅଇଲାନି ମାଇଜିଟକି ମୁନୁସ୍‌ ପିଲା ଅଇବା କାରାପ୍‌ କାମ୍‌ କରି ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ କରଟ୍‌ ଦୁଆର୍‌ ଜାକ ନେବା ବିସଇ ଲେକିଆଚେ ।

୪. ପଚେ ଜିବା ବିସଇ ମୁର୍‌ତିମନ୍‌କେ ବଲିଦେବାଟା, ସବୁ ମିସିକରି ପାର୍‌ତନା କର୍‌ବାଟା, ଆତ୍‌ମାଇ ଦାନ୍‌ ପାଇଲାଟା ଆରି ମରି କରି ଆରି ତରେକ୍‌ ଉଟ୍‌ବାଟା ବିସଇ ଲେକା ଆଚେ ।

୫. ସାରାସାରି ସେ ନିଜେ କର୍‌ତେରଇବା କେତେଟା ବିସଇ ଲେକିକରି ସାରାଇଲାନି ।

ସତିଅର୍‌ ବାଟ୍‌. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.