ଏଜ୍ରା
Ezra
Introduction from this edition
ଏଜ୍ରାଙ୍କ ଲିଖିତ ପୁସ୍ତକ
ଏଜ୍ରା
ଏ ବଇ ବିସଇରେ ଜାନ୍ବାଟା
ଏଜ୍ରା ଆରି ନିଇମିଆଁର୍ ବଇଟାନେ କୁଆଗାଲା ଆଚେଜେ ପାରସ ଆରି ବାବିଲନକେ ବନ୍ଦି ଅଇଲା ପଚେ ଇସ୍ରାଏଲ୍ ଦେସ୍କେ କେନ୍ତି ଇସ୍ରାଏଲ୍ ଦେସ୍କେ ଅନୁମତି ଦିଆଗାଲା ? ସେମନ୍ କେନ୍ତି ଜିରୁସାଲାମେ ପର୍ମେସରର୍ ମନ୍ଦିର୍କେ ଆରିତରେକ୍ ଗଡ୍ଲାଇ ସେ ବିସୟ୍ରେ ଏଜ୍ରା ମନ୍ଦିଆନ୍ ଦେଇ ରଇଲା । ବେସି ପଣ୍ଡିତ୍ମନ୍ ବିସ୍ବାସ୍ କର୍ବାଇଜେ ଏଜ୍ରା ୧ ବଁସାବଲି ଇତିଆସର୍ ବଇ ଆରି ଏଜ୍ରା ଆରି ନେଏମିଆଁର୍ ବଇ ରଚନା କରି ରଇଲାଇ ଆରି ସକଲନ୍ କରି ରଇଲାଇ ଜଦି ଏଜ୍ରା ନାଇଁ ତେବେ ଅଇଲେ ଅଇ ରଇସି ଗଟେକ୍ ଲକ୍ ଏ ରକାମ୍ ସମାନ୍ ବଇ ଲେକି ରଇଲା। ଏଜ୍ର ବଇ କମ୍ସେ କମ୍ ୪୪୦ କିରିସ୍ଟାବ୍ଦ ଆଗ୍ତୁ ଲେକାଜାଇ ରଇଲେ ରଇସି, ମାତର୍ ବଇର୍ କେତେଟା ଟାନେ ଅଲ୍ଗା ବେଲେ ସମଏଁ ଲେକାଜାଇ ରଇସି । ଏଜ୍ରା ବଇ ଜାନିଲାନିଜେ ପେରିସିଆ କେନ୍ତାରି ପାରସର୍ ରାଜା ସାଇରପଟ୍ ଇସ୍ରାଏଲର୍ ଲକ୍ମନ୍କେ ନିଜର୍ ଦେସେ ବାଉଡି ଆସିକରି ଆରିତରେକ୍ ମନ୍ଦିର୍ ତିଆର୍ କର୍ବାକେ ଆଦେସ୍ ଦେଲା । ଏଟା ମିସା ଜିରିମିଅର୍ ବବିସତ୍ କାତା ଗଟେକ୍ ପୁରାପୁରୁନ୍ ରଇଲା ଜିରିମିଅ ୨୯:10-14 ।
କେତେଟା ସତ୍ରୁମନ୍ ରଇଲାଇ ଜନ୍ ଲକ୍ମନ୍କି ମନ୍ଦିର୍କେ ଆରିତରେକ୍ ତିଆର୍ କର୍ବାଟାକେ ବିରଦ୍ କରି ରଇଲାଇ ଆରି ଏ କାମ୍ କେତେ ସମୟ୍ ପାଇଁ ବନ୍ଦ୍ ଅଇ ରଇଲା, ମାତର୍ ସାରାସାରି ପଚେ ଇସ୍ରାଏଲ୍ ଦେସର୍ ଲକ୍ମନ୍ ପର୍ମେସରର୍ ସାଇଜରେ ସେଟାକେ ଆରିତରେକ୍ ଗଡ୍ବାକେ ସପଲ୍ ଅଇ ରଇଲାଇ । ଏଜ୍ରାର୍ ଦାଇତରେ ଇସ୍ରାଏଲିଅମନ୍ ମିସା ସେମନର୍ ପାପ୍ ଟାନେ ଅନି ଅନୁତାପ୍ କଲାଇ। ପର୍ମେସରର୍ ନିଅମ୍ ପାଲନ୍ କର୍ବାକେ ସେମନ୍ ମନ୍କରି ରଇଲାଟାକେ ସେଟା ଆରି ତରେକ୍ ତିଆର୍ କଲାଇ।
ଏ ବଇ ବିତ୍ରେ ରଇଲାଟା
୧ ଅଦିଆଇ ଆରି ୨ ଅଦିଆଇ ଟାନେ କୁଆଗାଲା ଆଚେ ଜେ ରାଜା ସାଇରସ୍ କେନ୍ତି ଇସ୍ରାଏଲ୍ ଦେସର୍ ଲକ୍ମନ୍କେ ନିଜର୍ ଦେସେ ବାଉଡାଇ ଆନ୍ବାକେ ଅନୁମତି ଦେଲା ଆରି କନ୍ ଗରର୍ ଲକ୍ମନ୍ ବାଅଡ୍ଲାଇ ସେଟାଲେ ଲେକ୍ଲା ।
୩ ଟାନେ ଅନି ୬ ଅଦିଆଇ ଜାନାଇ ଦେଇସିଜେ ଜିରୁସାଲାମେ ପର୍ମେସରର୍ ମନ୍ଦିର୍ କେନ୍ତି ଆରିତରେକ୍ କେନ୍ ତିଆର୍ ଅଇଲା।
୭ ଅଦିଆଇ ଆରି ୮ ଅଦିଆଇ ଟାନେ କୁଆ ଗାଲା ଆଚେଜେ ଏଜ୍ରା କେନ୍ତି ଇସ୍ରାଏଲ୍ ଗରର୍ ଲକ୍ମନର୍ ସଙ୍ଗେ ଜିରୁସାଲାମେ ବାଉଡି ରଇଲାଇ ।
୯ ଅଦିଆଇ ଆରି ୧୦ ଅଦିଆଇ ଟାନେ ଲେକାଜାଇ ଆଚେଜେ ଏଜ୍ରା କେନ୍ତି ଇସାବ୍ରେ ଇସ୍ରାଏଲିଅ ମନ୍କେ ପର୍ମେସରର୍ ସଙ୍ଗେ ରାଜିନାମ୍ ଆରିତରେକ୍ କର୍ବାକେ ନେଇ ରଇଲା
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.