ଦାନିଏଲ୍
Daniel
Introduction from this edition
ଦାନିୟେଲ ବଭିଷ୍ୟଦ୍ବକ୍ତାଙ୍କ ପୁସ୍ତକ
ଦାନିଏଲ୍
ଏ ବଇ ବିସଇରେ ଜାନ୍ବାଟା
ଲେକ୍ଲା ଲକ୍ ଆରି ତାରିକ୍
1 ଦାନିଏଲର୍ ବଇଟାନେ ଇସ୍ରେଏଲ୍ମନର୍ ବାବିଲନେ ଅନି କେଦାଗାଲା ବେଲେ ବବିସତ୍ ବକ୍ତା ଦାନିଏଲର୍ ଜିବନ୍ ଆରି ବବିସତ୍କାତା ଦେକ୍ବା ବିସୟ୍ରେ ଲେକା ଗାଲା ଆଚେ । ଏଟା ଦାନିଏଲ୍ ଆରି ତାର୍ ମଇତର୍ ମନର୍ ବିସ୍ବାସ୍ ଆରି ଜାତି ଆରି ପୁର୍ତିବି ବିସୟ୍ରେ ବବିସତ୍ କାତା ବିସୟ୍ରେ ଜାନାଇଲାନି । ଏ ବଇଟାନେ ୬୦୫ ଟାନେ ଅନି କମ୍ସେ କମ୍ ୫୩୫ କିରିସ୍ଟାବ୍ଦ ଜାକ ଗଟେକ୍ ସମୟ୍ ରଇଲା, ଜନ୍ଜାଗାଇକି ଦାନିଏଲ୍ ବାବିଲନର୍ ଚାର୍ଲକ୍ ବିନ୍ବିନ୍ ରାଜାମନ୍ ସାସନ୍ କର୍ବା ବେଲେ ସେବା କରି ରଇଲା ରିତିନିତି ଇସାବେ ଦେକ୍ବାକେ ଗାଲେ ଦାନିଏଲ୍ ନିଜେ ସେ ସମଏଁ ବାବିଲନେ ଏ ବଇକେ ଲେକି ରଇଲା, ମାତର୍ ବେସି ପଣ୍ଡିତ୍ମନ୍ ଦାବିକଲାଇନିଜେ ଏଟାର୍ ପଚେ ଇସ୍ରାଏଲ୍ ଦେସେ, ଦୁତିଅ ସତାର୍ଦି କିରିସ୍ଟ ପୁର୍ବ ବେଲେ ଲେକାଜାଇ ରଇଲା। ଅଲ୍ଗା ଲକ୍ମନ୍ ବିସ୍ବାସ୍ କଲାଇନିଜେ ବଇର୍ କେତେଟା ବାଗ୍ ବିନ୍ ସମୟ୍ରେ ଲେକାଜାଇ ରଇଲା ।
ଦାନିଏଲର୍ ବଇ କେଦାଜାଇ ରଇବା ଇସ୍ରାଏଲିଅ ମନ୍କେ ଆରି ଆଗର୍ ପିଡିକେ ଆସା କରାଇବାକେ ଲେକାଜାଇ ରଇଲା ଜେଡେବେଲେ କସ୍ଟର୍ ସମୟ୍ ଆଇସି । ପର୍ମେସର୍ ଦାନିଏଲର୍ ଜିବନର୍ ଗଟ୍ନା ବିସୟ୍ ଆରି ବବିସତ୍ ବିସୟ୍ରେ ବିବିସତ୍ କାତା ଇସାବ୍ରେ ରାଜା ଆରି ଜାତିମନର୍ ଉପ୍ରେ ତାର୍ ବପୁ ଦେକାଇସି। ବାଇବେଲର୍ ଇସାବ୍ରେ, ଏଟା ନୁଆଁ ନିଅମ୍ ଟାନେ ପର୍ମେସରର୍ ରାଇଜ୍କେ ବୁଜ୍ବାକେ ସାଇଜ କର୍ସି । ମସିଅର୍ ବିସୟ୍ରେ ଦାନିଏଲ୍ ୭:୧୩-୧୪ ଟାନେ ବିବିସତ୍ କାତା କାରାଜାଇ ଆଚେ। ସାରାସାରି ପଚେ ଦାନିଏଲର୍ ଦେକ୍ବାଟା ଜିସୁର୍ ଲାଗି ଲେକାଜାଇ ଆଚେ ମାତିଉ ୨୪: ୧୫, ମାର୍କ ୧୩:୧୪ ଆରି ଜଅନର୍ ଜାନାଇ ବାଟା ସଙ୍ଗେ ମିସ୍ଲା ଆଚେ । ଦାନିଏଲ୍ ଜିରିମିଅର୍ ବବିସତ୍ କାତାକେ ମିସା ଚିନ୍ତା କର୍ସି ଦାନିଏଲ୍ ୯:୧-୩ ।
ଏ ବଇ ବିତ୍ରେ ରଇବାଟା
୧: ୧-୪ ଟାନେ ନବ୍କୁଦ୍ଚରର୍ ସାସନ୍ କଲାବେଲେ ବାବିଲନେ ଦାନିଏଲର୍ ଆରି ତାର୍ ମଇତର୍ ମନର୍ ବିସୟ୍ରେ ଲେକା ଜାଇ ଆଚେ ।
୨. ୫ ଅଦିଆଇ ଟାନେ ରାଜା ବେଲସସରର୍ ଦେକା ଅଇବାଟା ଦାନିଏଲର୍ ବାଗ୍ବାଗ୍ ବିସୟ୍ରେ ଲେକା ଗାଲା ଆଚେ ।
୩. ୬ ଅଦିଆଇ ଟାନେ ଦାଇଆ ବସର୍ ସାସନ୍ କର୍ବା ବେଲେ ସିଅଂ ଗୁପାଇ ଦାନିଏଲର୍ ବିସୟ୍ରେ ଲେକା ଗାଲା ଅଚେ ।
୪. ୭-୧୨ ଟାନେ ଲେକାଗାଲା ଆଚେ ପର୍ମେସରର୍ ଟାନେ ଅନି ଦାନିଏଲର୍ ଆଗ୍କେ ଗଟ୍ବା ବିସୟ୍ରେ ଜାନାଇବାକେ ଲେକା ଗାଲା ଆଚେ ।
କ. ୭-୮ ଅଦିଆଇ ଟାନେ ଦାନିଏଲର୍ ଆଗ୍କେ ଗଟ୍ବା ବିସୟ୍ରେ ଦୁଇଟା ଦେକ୍ବାଟା ଆରି ସେମନର୍ ବାଗ୍ ବିସୟ୍ରେ ଲେକାଜାଇ ଆଚେ ।
ଖ ୯ ଅଦିଆଇ ଟାନେ ଦାନିଏଲ୍ ତାର୍ ଲକ୍ମନର୍ ପାଇଁ ପାର୍ତନା କର୍ବାଇ ଆରି ଦୁତ୍ ଗାବ୍ରିଏଲର୍ ଲାଗି ଉତର୍ ପାଇବାଇ ।
ଗ. ୧୦-୧୨ ଅଦିଆଇ ଟାନେ ଲେକାଜାଇ ଆଚେ ଗାବ୍ରିଏଲ୍ ଆଗ୍କେଗଟ୍ବା ଗଟ୍ନାକେ ଜାନାଇଁସି, ଜନ୍ଟାନେକି ସାରା ସାରିର୍ ସମୟ୍ ଆଚେ ।
Desiya Bible. Copyright © The Word for the World International. Licensed under CC BY-SA 4.0. Source: Open.Bible. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY-SA 4.0 · SourceEdition imported 2026-11-09.