ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ଜହନ୍ 4
ଜିସୁ ଆର୍ ସମିରଣିୟ ମାଇଜି
ପାରୁସିମଃନ୍ ସୁଣ୍ଲାୟ୍ ଜେ ଜିସୁ ଜହନ୍ ତଃୟ୍ହୁଣି ଅଃଦିକ୍ ଚେଲା କଃରୁଲା ଆର୍ ସେମଃନ୍କେ ବାପ୍ତିସମ୍ ଦେଉଁଲା । ସଃତ୍କଃରି ଜିସୁ କାକେହେଁ ବାପ୍ତିସମ୍ ଦେତିନଃରିଲା; ତାର୍ ଚେଲାମଃନ୍ ଦେତି ରିଲାୟ୍ । ତାର୍ କଃତା ପାରୁସିମଃନ୍ ସୁଣି ଆଚ୍ତି ବଃଲି ଜଃଡେବଃଳ୍ ଜିସୁ ସୁଣ୍ଲା, ସଃଡେବଃଳ୍ ସେ ଜିଉଦା ରାଇଜ୍ ଚାଡି ଆରେକ୍ ଗାଲିଲି ଗଃଲା । ମଃତର୍ ଜାତା ବାଟେ ତାକ୍ ସମିରଣ ବାଟ୍ ଅୟ୍ ଜଃଉଁକେ ହଃଳ୍ଲି ।
ତଃବେ ଜିସୁ ଜାୟ୍ ଜାକୁବକ୍ ତାର୍ ହୟ୍ସି ଜସେପ୍ ଜୁୟ୍ ବୁୟ୍ଁ କଃଣ୍ଡେକ୍ ଦଃୟ୍ରିଲା, ତାର୍ ଚଃମାର୍ ସୁକାର୍ ନାଉଁଆର୍ ସମିରଣାର୍ ଗଟେକ୍ ଗଃଳେ ହଚ୍ଲା । ସେଟାଣେ ଜାକୁବର୍ କୁଇଁକାଲ୍ ରିଲି, ଜିସୁ ବାଟ୍ ଇଣ୍ଡି ଇଣ୍ଡି ତାକି ରିଲାକ୍, ସେ କୁଇଁକାଲ୍ ଚଃମେ ବଃସ୍ଲା । ସଃଡେବଃଳ୍ ମୁଣ୍ଡେବେଳା ଅୟ୍ରିଲି ।
ଜିସୁ ସେ କୁଇଁକାଲ୍ ଚଃମେ ବଃସି ରିଲାବଃଳ୍ ଗଟେକ୍ ସମିରଣିୟା ମାୟ୍ଜି ହାଣି ନେଉଁକ୍ ସେ କୁଇଁକାଲେ ଆୟ୍ଲି । ଜିସୁ ତାକେ କୟ୍ଲା, “ମକ୍ ହାଣି ଗୁଳିକ୍ କାଉଁକେ ଦେ ।” ସଃଡେବଃଳ୍ ତାର୍ ଚେଲାମଃନ୍ କାଦି ଗେନି ଆଣୁକେ ଗଃଳ୍ବିତ୍ରେ ଜାୟ୍ରିଲାୟ୍ ।
ସେତାକ୍ ସମିରଣିୟା ମାୟ୍ଜି ଜିସୁକେ କୟ୍ଲି, “ତୁୟ୍ ଗଟେକ୍ ଜିଉଦି ଲକ୍ ଆର୍ ମୁୟ୍ ଗଟେକ୍ ସମିରଣିୟା, ତଃବେ କଃନ୍କଃରି ମର୍ ଆତାର୍ ହାଣି କାଉଁକେ ମାଗୁଲିସ୍ ? ବଃଲେକ୍ ସମିରଣିୟା ମଃନାର୍ସଃଙ୍ଗ୍ ଜିଉଦିମଃନାର୍ ଚାଲାଚାଲ୍ତି ନଃରିଲି ।”
ଜିସୁ କୟ୍ଲା, “ଇସ୍ୱର୍ ଦିଲା ଦାନ୍ ଆର୍ ‘ମକ୍ କାଉଁକେ ଦେ,’ ବଃଲି ଜେ ତକ୍ କଃଉଁଲା, ସେ କେ, ଇରି ଜାଣିରିଲେକ୍, ଆର୍ ତୁୟ୍ ତାକ୍ ମାଗ୍ଲେକ୍ ସେ ତକ୍ ଜିବନ୍ ଦେତା ହାଣି ଦିଲାହୁଣି ।”
ସେ ମାଇଜି ତାକ୍ କୟ୍ଲି, “ଏ ମାପ୍ରୁ, ହାଣି କାଡୁକ୍ ତର୍ହାକ୍ ବାଲ୍ଟି ନାୟ୍, ଆରେକ୍ କୁଇଁକାଲ୍ ତ ଡେଙ୍ଗ୍ । ତୁୟ୍ କୁୟ୍ତିହୁଣି ଜିବନ୍ ଦେତା ହାଣି ହାଉସି ? ଅଃମାର୍ ଦାଦିବାବୁ ଜାକୁବ ଇ କୁଇଁକାଲ୍ କଃଣି ଦଃୟ୍ରିଲା; ସେ ଆର୍ ତାର୍ ହୟ୍ସିମଃନ୍ ଆର୍ ଗାୟ୍ଗରୁ ଇତିର୍ ହାଣି କାତି ରିଲାୟ୍ । ତୁୟ୍ କାୟ୍ ଜାକୁବର୍ ତଃୟ୍ହୁଣି ବଃଡ୍ ?”
ଜିସୁ ସେ ମାୟ୍ଜିକେ କୟ୍ଲା, “ଇ କୁଇଁକାଲାର୍ ହାଣି ଜେ କାୟ୍ଦ୍ ତାକ୍ ଆରେକ୍ ସସ୍ ଲାଗେଦ୍, ମୁୟ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଜୁୟ୍ ଲକ୍ କାୟ୍ଦ୍ ତାକ୍ କଃବେ ହେଁ ସସ୍ ନୟ୍, ମଃତର୍ ମୁୟ୍ ତାକ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଅଃମ୍ବର୍ ଜିବନ୍ ଦେତା ହାଜ୍ରା ହାଣି ହର୍ ତାର୍ ତାଣେ ଉଚୁଳ୍ତି ରଃୟ୍ଦ୍ ।”
ସେ ମାୟ୍ଜି କୟ୍ଲି, “ଏ ମାପ୍ରୁ, ମକ୍ ସେ ହାଣି ଦେ, ଜଃନ୍କଃରି ମକ୍ କଃବେ ସସ୍ ନଃଲାଗେ, ଆରେକ୍ ହାଣି କାଡୁକ୍ ଅଃତେକ୍ ବାଟ୍ ଆସୁକ୍ ନଃହେଳେ ।”
ଜିସୁ ତାକେ କୟ୍ଲା, “ଜା, ଆର୍ ତର୍ ଡକ୍ରାଦିକ୍ ଇତି କୁଦି ଆଣ୍ ।”
ସେ ମାୟ୍ଜି କୟ୍ଲି, “ମର୍ ଅଃଣ୍ଡ୍ରା ନାୟ୍ ।”
ଜିସୁ ତାକ୍ କୟ୍ଲା, “ମର୍ ଅଃଣ୍ଡ୍ରା ନାୟ୍, ଇ କଃତା ସଃତ୍ କୟ୍ଲିସ୍ । ବଃଲେକ୍ ତର୍ ହାଁଚ୍ ଗଟ୍ ଅଃଣ୍ଡ୍ରା ରିଲାୟ୍, ଆର୍ ଅଃବେ ତୁୟ୍ ଜାର୍ ସଃଙ୍ଗ୍ ଆଚ୍ସି ସେ ହେଁ ତର୍ ଡକ୍ରାଦି ନାୟ୍ । ଇରି ସଃତ୍ କୟ୍ଆଚ୍ସି ।”
ମାୟ୍ଜି ଜିସୁକେ କୟ୍ଲି, “ଏ ମାପ୍ରୁ, ତୁୟ୍ ଜେ ଗଟେକ୍ ବାବ୍ବାଦି, ଇରି ମୁୟ୍ ଦଃକୁ ହାରୁଲେ । ଅଃମାର୍ ଦାଦିବାବୁମଃନ୍ ଇ ଡଙ୍ଗ୍ରେ ଇସ୍ୱର୍କେ ସେବା କଃଲାୟ୍, ମଃତର୍ ତୁମି ଜିହୁଦିମଃନ୍ କଃଉଁଲାସ୍ ଇସ୍ୱର୍କେ ହୁଜା କଃର୍ତା ଟିକ୍ ଜଃଗା ଅଃଉଁଲି ଜିରୁସାଲମ୍ ।”
ଜିସୁ ତାକ୍ କୟ୍ଲା, “ଏ ଆୟା, ମର୍ କଃତା ସଃତ୍କଃର୍, ଗଟ୍ ଦିନ୍ ଆସେଦ୍, ଲକ୍ମଃନ୍ ଉବାକ୍ ଇ ଡଙ୍ଗ୍ରେ କି ଜିରୁସାଲମେ ସେବା ନଃକେର୍ତି । ତୁମି ସମିରଣିୟ ମଃନ୍ ସଃତ୍କଃରି କାକେ ସେବା କଃରୁଲାସ୍ ନଃଜାଣୁଲାସ୍; ମଃତର୍ ଅଃମି ଜିଉଦିମଃନ୍ କାକେ ସେବା କଃରୁଲୁ ଜାଣୁଲୁ, ବଃଲେକ୍ ମୁକ୍ତି କଃର୍ତାର୍ ଜିଉଦିମଃନାର୍ ତଃୟ୍ହୁଣି ଆସେଦ୍ । ମଃତର୍ ଜୁୟ୍ ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟ୍ତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ । ଇସ୍ୱର୍ ଆତ୍ମା । ଆର୍ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟ୍ ହୁଜା କଃର୍ତା ବିଦି ।”
ସେ ମାୟ୍ଜି ଜିସୁକେ କୟ୍ଲି, “ମୁୟ୍ ଜାଣି, ମସିଅ ଜାକେ କ୍ରିସ୍ଟ ବଃଲି କଃଉତି, ସେ ଆସେଦ୍, ଆର୍ ଜଃଡେବଃଳ୍ ସେ ଆସେଦ୍, ସେ ଅଃମିକ୍ ସଃବୁ କଃତା କୟ୍ଦ୍ ।”
ଜିସୁ ତାକ୍ କୟ୍ଲା, “ତର୍ ସଃଙ୍ଗ୍ କଃତା ଅଃଉଁଲେ ଜେ ମୁୟ୍, ମୁୟ୍ ହଃକା ସେମାନାୟ୍ ।”
ଅଃନ୍କାବଃଳ୍ ଜିସୁର୍ ଚେଲାମଃନ୍ ବାଉଳି ଆୟ୍ଲାୟ୍, ଆର୍ ଜିସୁ ଗଟ୍ ମାୟ୍ଜି ସଃଙ୍ଗ୍ ଗଟିକଃର୍ତାର୍ ଦଃକି ସେମଃନ୍ ବଃଡେ କାବା ଅୟ୍ଲାୟ୍, ମଃତର୍ କେହେଁ ସେ ମାୟ୍ଜିକେ, “ତର୍ କାୟ୍ରି ଲଳା ବଃଲି ନଃକୟ୍ଲାୟ୍, କି କାୟ୍କଃରୁକ୍ ତାର୍ ସଃଙ୍ଗ୍ କଃତା ଅଃଉଁଲିସ୍, ବଃଲି” ଜିସୁକେ ହେଁ ହଃଚାରୁକ୍ ସାସ୍ ନଃକେଲାୟ୍ ।
ସେତାର୍ହଃଚେ ସେ ମାୟ୍ଜି ତାର୍ ହାଣି ଡକା ସେତି ଚାଡିକଃରି ଗଃଳ୍ ବିତ୍ରେ ଜାୟ୍ ଲକ୍ମଃନ୍କେ କୟ୍ଲି, “ଆସା, ଗଟ୍ ଲକ୍କେ ଦଃକାସ୍, ମୁୟ୍ ଜାୟ୍ଜାୟ୍ରି କଃରିଆଚି ସେରି ସଃବୁ ସେ ମକେ କୟ୍ଲା; ସେ କେଜାଣ୍ କ୍ରିସ୍ଟ ଅୟ୍ ରଃୟ୍ଦ୍ କାୟ୍କି ?” ସେତାକ୍ ଲକ୍ମଃନ୍ ଗଃଳେହୁଣି ବାରାୟ୍ ଜିସୁର୍ ହାକ୍ ଜଃଉଁକେ ଦଃର୍ଲାୟ୍ ।
ସଃଡେବଃଳ୍ ଚେଲାମଃନ୍ ଜିସୁକେ ଗଃଉଆରି କଃରି କୟ୍ଲାୟ୍, ଏ ଗୁରୁ କାଦି କାଆ ।
ମଃତର୍ ଜିସୁ ଚେଲାମଃନ୍କେ କୟ୍ଲା, “ତୁମିମଃନ୍ ଜୁୟ୍ କାଦିର୍ କଃତା ନଃଜାଣାସ୍, କାଉଁକେ ଇବାନ୍ୟା କାଦି ମର୍ ତଃୟ୍ ଆଚେ ।”
ସେତାକ୍ ଚେଲାମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “କେ ଅଲେ ତାକ୍ କାଦି ଆଣି ଦଃୟ୍ ରଃୟ୍ଦ୍ କାୟ୍କି ?”
ଜିସୁ ସେମଃନ୍କେ କୟ୍ଲା, “ମକ୍ ହଃଟାୟ୍ଲା ଉବା ଦଃୟ୍ରିଲା କାମ୍ ହୁରୁଣ୍ କଃର୍ତାର୍ ହଃକା ଅୟ୍ଲି ମର୍ କାଦି ।”
ଜିସୁ ସେମଃନ୍କେ କୟ୍ଲା, “ତାସ୍ କାଟୁକ୍ ଆରେକ୍ ଚାରି ମାସ୍ ଆଚେ, ଇରି କାୟ୍ ତୁମିମଃନ୍ ନଃକଉଁଲାସ୍ ? ମଃତର୍ ମୁୟ୍ ତୁମିକେ କଃଉଁଲେ, ନିକ କଃରି ତାସ୍ ହଃଦାୟ୍ମଃନ୍ ଅଃବେ ଦଃକା, ସେ ସଃବୁ କାଟୁକ୍ ହାକି ଆଚେ । ଅଃବେ ହଃତେକ୍ ବୁତିଆର୍କେ ବୁତି ଦିଆ ଅଃଉଁଲି, ସେ ଅଃମ୍ବର୍ ଜିବନ୍ ଗିନେ ତାସ୍ ରୁଣ୍ଡାଉଁଲା; ତଃବେ ବିଆନ୍ ବୁଣୁ ଆର୍ ତାସ୍ କାଟୁ, ଇ ଦୁୟ୍ଲକ୍ ସଃର୍ଦା କଃର୍ତି । ଇ କଃତା ସଃତ୍ୟା, ଏକ୍ଲା ବୁଣେଦ୍ ଆରେକ୍ ଏକ୍ଲା କାଟେଦ୍ । ଜୁୟ୍ ହଃଦାୟ୍ ତୁମି କାମ୍ କଃରି ନଃରିଲାସ୍, ସେତି ତାସ୍ କାଟୁକ୍ ମୁୟ୍ ତୁମିକେ ହଃଟାୟ୍ ଆଚି; ବିନ୍ ଲକ୍ ସେତି କଃସ୍ଟ୍ କଃଲାୟ୍ ଆଚ୍ତି, ମଃତର୍ ତୁମି ଲାବ୍ ହାଉଁଲାସ୍ ।”
ଗାଦେକ୍ ସମିରଣିୟମଃନ୍ ବିସ୍ୱାସ୍ କଃଲାୟ୍
ମୁୟ୍ ଜୁୟ୍ ଜୁୟ୍ରି କଃରିଆଚି ସେରି ସଃବୁ ସେ ମକ୍ କୟ୍ଲା ବଃଲି ଜୁୟ୍ ମାୟ୍ଜି କୟ୍ରିଲି, ତାର୍ ସାକିର୍ ଗିନେ ସେ ଗଃଳାର୍ ସମିରଣିୟା ମଃନାର୍ ବିତ୍ରେ ଗାଦେକ୍ ଲକ୍ ତାର୍ ତଃୟ୍ ବିସ୍ୱାସ୍ କଃଲାୟ୍ । ସେତାକ୍ ସମିରଣିୟମଃନ୍ ତାର୍ ଚଃମ୍ ଆସି, ସେମଃନ୍ ତାକେ ସେତି ସେମଃନ୍କାର ସଃଙ୍ଗ୍ ରେଉଁକେ ଗଃଉଆରି କଃଲାୟ୍, ତଃବେ ଜିସୁ ସେତି ଦୁୟ୍ଦିନ୍ ରିଲା । ଆର୍ ଜିସୁର୍ କଃତା ସୁଣି ଆରେକ୍ ଜଃବର୍ ଲକ୍ମଃନ୍ ବିସ୍ୱାସ୍ କଃଲାୟ୍ ।
ଆର୍ ସେମଃନ୍ ସେ ମାୟ୍ଜିକେ କୟ୍ଲାୟ୍, “ତର୍ କଃତାର୍ ଗିନେ ଅଃମି ବିସ୍ୱାସ୍ ନଃକେରୁ, ମଃତର୍ ଜିସୁର୍ କଃତା ଅଃମିମଃନ୍ ନିଜେ ସୁଣି, ସେ ଜେ ନିଜ୍କଃରି ସଃତ୍ କଃରି ଜଃଗତାର୍ ରଃକ୍ୟାକଃର୍ତା ଲକ୍ ଇରି ଅଃମାର୍ ବିସ୍ୱାସ୍ ଅୟ୍ଆଚେ ।”
ଜିସୁ ଗଟେକ୍ ସଃର୍କାରି ଲକାର୍ ହୟ୍ସିକ୍ ଉଜ୍ କଃଲା
ଜିସୁ ସେତି ଦୁୟ୍ଦିନ୍ ରଃୟ୍କଃରି, ସେତି ହୁଣି ବାରାୟ୍ ଗାଲିଲି ଗଃଲା । 1ଗଟ୍ ବାବ୍ବାଦି ନିଜାର୍ ଦେସେ ମାନ୍ତି ନଃହାୟ୍ ବଃଲି ଜିସୁ ନିଜେ ସାକିଦିଲା । 2ଆରେକ୍ ଜଃଡେବଃଳ୍ ଜିସୁ ଗାଲିଲି ହଚ୍ଲା, ଲକ୍ମଃନ୍ ଜିସୁକେ ହଃଟଳି ନିଲାୟ୍, କାୟ୍ତାକ୍ବଃଲେକ୍ ମୁକ୍ତି ହଃର୍ବ୍ ବଃଳ୍ ଜିସୁ ଜିରୁସାଲମେ କଃରିରିଲା କାମ୍ ସଃବୁ ସେମଃନ୍ ଦଃକି ରିଲାୟ୍ । ବଃଲେକ୍ ସେମଃନ୍ ସେ ହଃର୍ବେ ଜାୟ୍ରିଲାୟ୍ । 3
ତାର୍ ହଃଚେ ଗାଲିଲିର୍ କାନା ଗାଉଁଏ ବାଉଳ୍ଲା, ସେତି ସେ ହାଣିକ୍ ଅଙ୍ଗୁର୍ ରଃସ୍ କଃରିରିଲା । ସେତି ଗଟ୍ ରାଜ୍ ଗୁମୁସ୍ତା ରିଲା ଆର୍ ତାର୍ ହୟ୍ସି କପୁର୍ନାହୁମ୍ ଗଃଳେ ମଃଳୁ ହଃଳି ରିଲା । ସଃଡେବଃଳ୍ ସେ ରାଜ୍ ଗୁମୁସ୍ତା ଜିସୁ ଜିଉଦା ତଃୟ୍ହୁଣି ଗାଲିଲି ଆୟ୍ଲା ଆଚେ ବଃଲି ସୁଣି, ସେ ଜିସୁର୍ ଚଃମେ ଆୟ୍ଲା ଆର୍ କପୁର୍ନାହୁମ୍ ଜାୟ୍ ତାର୍ ହୟ୍ସିକ୍ ଉଜ୍ କଃରୁକେ ଗଃଉଆରି କଃରୁକେ ଦଃର୍ଲା, ବଃଲେକ୍ ତାର୍ ହୟ୍ସି ମଃରୁକ୍ କଃଣ୍ଡେକ୍ ରିଲା ।
ସେତାକ୍ ଜିସୁ ତାକେ କୟ୍ଲା, “ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ ନଃଦେକ୍ଲେକ୍ ତୁମିମଃନ୍ କଃବେ ହେଁ ସଃତ୍ ନଃକେରାସ୍ ।”
ରାଜ୍ ଗୁମୁସ୍ତା ଜିସୁକେ କୟ୍ଲା, “ଏ ମାପ୍ରୁ, ମର୍ ହିଲା ମଃର୍ତା ଆଗ୍ତୁ ମର୍ ସଃଙ୍ଗ୍ ଆଉ ।”
ଜିସୁ ତାକେ କୟ୍ଲା, “ଜା, ତର୍ ହୟ୍ଦି ବଚ୍ଲାବେ ।” ଜିସୁ ସେ ଲକେ ଜୁୟ୍ କଃତା କୟ୍ଲା, ସେ କଃତା ସଃତ୍କଃରି ସେତି ହୁଣି ଗଃଲା । ଆର୍ ସେ ଜଃଉଁଜଃଉଁ ତାର୍ ଗତିଦଃଙ୍ଗ୍ଳାମଃନ୍ ବାଟେ ବେଟ୍ଅୟ୍ ତର୍ ହିଲା ବଚ୍ଲାବେ ବଃଲି କୟ୍ଲାୟ୍ ।
ସେତାକ୍ ରାଜ୍ ଗୁମୁସ୍ତା ସେମଃନ୍କେ ହଃଚାର୍ଲା, “କଃଡେବଃଳ୍ ହିଲା ଉଜ୍ ଅୟ୍ଲା ।”
ସେତାକ୍, ତାର୍ ଦଃଙ୍ଗ୍ଳାମଃନ୍ କୟ୍ଲାୟ୍, “ଗଃଲା କାଲି ସାତ୍ ଗଃଟା ବେଳାୟ୍ ତାର୍ ଜଃର୍ ଚାଡ୍ଲି ।” ଇତାକ୍ ଉବାସି ବୁଜ୍ଲା ଜେ, ଜିସୁ ଜୁୟ୍ ବେଳାୟ୍ ତର୍ ହୟ୍ଦି ବଚ୍ଲାବେ ବଃଲି ତାକ୍ କୟ୍ରିଲା, ଟିକ୍ ସଃଡେବଃଳ୍ ଇ ଗଃଟ୍ଣା ଗଃଟ୍ଲି । ଆର୍ ସେ ନିଜେ ଆର୍ ତାର୍ ସଃବୁ ଗଃର୍ କୁଟୁମ୍ ଜିସୁକେ ବିସ୍ୱାସ୍ କଃଲାୟ୍ ।
ଜିସୁ ଜିଉଦା ତଃୟ୍ହୁଣି ଆରେକ୍ ଗଟ୍ତର୍ ଗାଲିଲିକେ ଆୟ୍ଲା ହଃଚେ, ସେ ଇତାର୍ ସଃଙ୍ଗ୍ ଦୁୟ୍ତର୍ ଅୟ୍ଲି କାବା ଅଃଉତା ଚିନ୍ କଃଲା ।
Source notes (3)
- Cross-reference ମାତି ୧୩:୫୭; ମାର୍କ ୬:୪; ଲୁକ ୪:୨୪.
- Cross-reference ଜହ ୨:୨୩.
- Cross-reference ଜହ ୨:୧-୧୧.
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.