୩ ଜହନ୍
3 John
Introduction from this edition
ଯୋହନଙ୍କ ଲିଖିତ ତ୍ରୁତୀୟ ପତ୍ର
ଜହନ୍ ଲେକ୍ଲା ତିନି ଲଃମର୍ ଚିଟି
୩ ଜହନ୍ ଚିଟି ବିସୟେ ହଃଦେକ୍
ତିନି ଲମର ଜହନାର୍ ଚିଟି ୫୦–୧୦୦ ମଃସିଆ ବିତ୍ରେ ଜହନ୍ ଲେକିରିଲା ଜହନ୍ ନିଜେ ଲେକୁ ବଃଲି ନଃକୟ୍ ନିଜେ ପାରାଚିନ୍ ବଃଲି ଲେକୁଲା
ଜହନ୍ ଗାୟ ନାଉଁଆର୍ ଗଟ୍ ବିସ୍ୱାସିକେ ଇ ଚିଟି ତଃୟ୍ ଲେକୁଲା । ସେ ଗାୟକେ ଗଟେକ୍ ସଃଙ୍ଗୁଆଳି ବାବେ କୟ୍କଃରି ସେ ଜଃଗାୟ୍ ଏଣେ ତେଣେ ଅୟ୍ରିଲା କ୍ରିସ୍ଟିଆନ୍ ବାୟ୍ବେଣିମଃନ୍କେ ଲେକୁଲା ।
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜହନ୍ ତାର୍ ଚିଟିର୍ ଟିକ୍ଣା ଜାଣାଉଁଲା ।
୨. ଜହନ୍ ଗାୟକେ ସାସ୍ ଦେତାର୍ ଆର୍ ବିସ୍ୱାସି ମଃନ୍କେ ସିକ୍ୟା ଦେଉଁଲା ।
୩. ଜହନ୍ ଦିଅତ୍ରପା ଆର୍ ଦିମତ୍ରିଅସ୍ ବିସୟେ କଃଉଁଲା ।
୪. ଜହନାର୍ ସଃରାସଃରି କଃତା ।
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.