୨ ପିତର୍
2 Peter
Introduction from this edition
ପିତରଙ୍କ ଲିଖିତ ଦ୍ୱିତୀୟ ପତ୍ର
ପିତର୍ ଲେକ୍ଲା ଦୁୟ୍ ଲଃମର୍ ଚିଟି
୨ ପିତର୍ ବଇ ବିସୟେ ହଃଦେକ୍
ପିତାରାର୍ ଆରେଗଟ୍ ଚିଟି କଃଉଁଲି ଜେ, ଇ ଚିଟି ପେରିତ୍ ପିତର୍ ଲେକିଆଚେ । ମଃତର୍ ଅଃବେ ଗାଦେକ୍ ହଃଣ୍ଡିତ୍ମଃନ୍ ଇରି ସଃତ୍ ନୟ୍ ବଃଲି କଃଉଁଲାୟ୍ । ଅଃଉଁ ହାରେ ଇରି ପିତର୍ ନଃଲେକେ ମଃତର୍ ଗଟ୍ ବିନ୍ ଲକ୍ ଲେକି ଆଚେ । ଲେକୁ ମାନାୟ୍ କଃଉଁଲା ଜେ, ସେ ଜିସୁ କ୍ରିସ୍ଟକେ ନିଜ୍ ଆକାୟ୍ ଦଃକିରିଲା ସାକି । ମୁଳ୍କଃରି ଜିସୁର୍ ରୁହ୍ ବାଦୁଲ୍ତାର୍ ବିସୟେ କଃଉଁଲା
ପିତରାର୍ ହଃର୍ତୁ ଚିଟି ଲେକା ଅୟ୍ଲା ହଃଚେ ସେ ଲେକାର୍ ସଃମୟ୍କେ ଜଃଗା ଦଃୟ୍ ଇତାକ୍ ଆରେକ୍ ଗଟେକ୍ ଚିଟି ବଃଲି କଃଉଁଲା । ସେ ସଃବୁ କ୍ରିସ୍ଟିଆନ୍ମଃନ୍କେ ଇ ଚିଟି ତଃୟ୍ ଟିକ୍ଣା ଜାଣାଉଁଲା । ପିତର୍ ବିସ୍ୱାସିମଃନ୍କେ ସାସ୍ ଦେଉଁକେ ଆର୍ ନିକ ଜିବନ୍ କାଟ୍ତା ହାୟ୍ଁ ଆର୍ ମିଚ୍ ଗୁରୁମଃନାର୍ ହଃଚେ ନଃଜଃଉଁକେ ଜାଗ୍ରତ୍ କଃରୁକେ ଇ ଚିଟି ଲେକୁଲା
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପିତର୍ ନିଜାର୍ ଟିକ୍ଣା ଜାଣାଉଁଲା ଆର୍ ତର୍ ଚିଟି ହଳୁମଃନ୍କେ ଟିକ୍ଣା ଦେଉଁଲା ।
୨. ତାର୍ହଃଚେ ବିସ୍ୱାସିମଃନ୍କେ ନିକ ଜିବନ୍ କାଟୁକେ ମଃନେ ଏତୁକଃରି ଦେଉଁଲା, ବଃଲେକ୍ ଇସ୍ୱର୍ ଅଃମିମଃନ୍କ୍ ସଃକ୍ତି ଦଃୟ୍ଆଚେ ।
୩. ସେ ଟକ୍ ଗୁରୁମଃନ୍କେ ଜାଗ୍ରତ୍ କଃରାୟ୍ ସେସ୍ କାଳ୍ହଃତେକ୍ ସେ ମଃନ୍କାର୍ ଉହ୍ରେ କାୟ୍ରି ଗଃଟେଦ୍ ସେରି କଃୟ୍ ଆଚେ ।
୪. ପିତର୍ ଜିସୁ କ୍ରିସ୍ଟର୍ ଆରେକ୍ ଗଟେକ୍ ତର୍ ଆସ୍ତା ଜଃଗ୍ରାତ୍ ରଃୟ୍ ନିକ ଜିବନ୍ କାଟୁକେ ସାସ୍ ଦେଉଁଲା ।
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.