୧ ତେସଲନିକି
1 Thessalonians
Introduction from this edition
ଥେସଲନିକୀୟ ମଣ୍ଡଳିକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତେସଲନିକିର୍ ଲକ୍ମଃନ୍କେ ପେରିତ୍ ପାଉଲାର୍ ହଃର୍ତୁ ଚିଟି
୧ ତେସଲନିକି ଚିଟି ବିସୟେ ହଃଦେକ୍
ହଃର୍ତୁ ତେସଲନି ପୁସ୍ତକ ପେରିତ୍ ପାଉଲ ଲେକିରିଲା
ପାଉଲ ଇ ମଣ୍ଡ୍ଳି ହାୟ୍ଲା ହଃଚେ ବେସି ଦିନ୍ ସେତି ରେଉଁ ନାହାର୍ଲା । ସେତାକ୍ ସେ ମଣ୍ଡ୍ଳିର୍ ଲକ୍ମଃନ୍କେ ଉହ୍କାର୍ ଜାଗାୟ୍ ଦେଉଁକେ ସେ ଇ ଚିଟି ଲେକୁଲା । ଗଟ୍ କ୍ରିସ୍ଟିଆନ୍ କଃନ୍କଃରି ଜିବନ୍ କାଟ୍ତା ଲଳା ଇ ଚିଟି ତଃୟ୍ ଅଃନେକ୍ ବିସୟ୍ ଆର୍ ଉହ୍ଦେସ୍ ମଃନ୍ କଃଉଆ ଅୟ୍ଆଚେ । ପାଉଲ କ୍ରିସ୍ଟର୍ ଆରେକ୍ ଆସ୍ତାର୍ କଃତାକ୍ ମୁଳ୍ ବିସୟ୍ କଃରି କଃଉଁଲା ଅଃଉଁ ହାରେ ତେସଲନିକି ମଣ୍ଡ୍ଳିର୍ ଲକ୍ମଃନ୍ ଇ ବିସୟେ ସୁଣୁକେ ବେସି ମଃନ୍ ଦେତି ରିଲାୟ୍ । ଇସ୍ୱର୍କେ ସଃର୍ଦା କଃରାୟ୍ଲା ହର୍ ଜିବନ୍ କାଟୁକେ ପାଉଲ ଇ ଜିସୁର୍ ଆରେକ୍ ଆସ୍ତାର୍ ବିସୟ୍ କଃଉତିରିଲା ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲାର୍ ମଣ୍ଡ୍ଳିକେ ଜୁଆର୍ ଆର୍ ଇସ୍ୱର୍କେ ଦନ୍ୟବାଦ୍ ଦେତାର୍ ।
୨. ପାଉଲାର୍ କାମ୍ ଆର୍ ତିମତିର୍ କବୁର୍ ।
୩. କ୍ରିସ୍ଟ ଆସ୍ତାର୍ ଆର୍ ଲକ୍ମଃନ୍ ନିର୍ମୁଳ୍ ଜିବନ୍ କାଟୁକ୍ ପାଉଲାର୍ ସିକ୍ୟା ।
୪. ପାଉଲ ଜୁଆର୍ ଜାଣାୟ୍ ସଃବୁଲକ୍ ଚିଟି ହଳୁକେ କଃଉଁଲା ।
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.