ମାର୍କ
Mark
Introduction from this edition
ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ମାର୍କ ଲେଖିଥିବା ସୁସମାଚାର
ଜିସୁକିରିସ୍ଟର୍ ବିସଇରେ ମାର୍କ ଲେକ୍ଲା ନିମାନ୍ କବର୍
ଏ ବଇ ବିସଇରେ ଜାନ୍ବାଟା
ଜିସୁ ମାପ୍ରୁର୍ ଜିବନ୍ ବିସଇର୍ ଟିକି ନିକି କାତା କରିରଇବା ନୁଆ ନିୟମର୍ ଚାରିଟା ବଇ ବିତ୍ରେଅନି ମାର୍କ ଲେକିରଇବା ସୁବ୍କବର୍ ଅଇଲାନି ଗଟେକ୍ । ସେ ଚାର୍ଟା ବଇକେ ସୁସମାଚାର୍ ବଲି କଇବାଇ । ଜନ୍ଟାର୍ ଅରତ୍ କି “ସୁବ୍କବର୍ ।” ସେଟା ସବୁ ଜିସୁର୍ ମରନ୍ ପଚେ ମାତିଉ, ମାର୍କ, ଲୁକ୍ ଆରି ଜଅନର୍ ଲାଗି ଲେକା ଅଇଲା ଆଚେ । ଚାରିଟା ସୁବ୍କବର୍ ବିତ୍ରେଅନି ମାର୍କ ଲେକିରଇବା ସୁବ୍କବର୍ ଅଇଲାନି ସବୁର୍ଟାନେଅନି ସାନ୍ଟା । ଏଟାକେ ଏନ୍ତି ମିସା ବିସ୍ବାସ୍ କର୍ବାଇ ଜେ ଏଟା ସୁବ୍କବର୍ମନର୍ ବିତ୍ରେ ଅନି ସବୁର୍ ଆଗ୍ତୁ କିରିସ୍ଟାଦ ୬୫-୭୦ ବିତ୍ରେ ଲେକାଅଇଲା । କେତେକ୍ ବାଇବଲ୍ ପଣ୍ଡିତ୍ମନ୍ ବିସ୍ବାସ୍ କର୍ବାଇ ଜେ ରମ୍ ଦେସେ ରଇବା କିରସ୍ତାନି ମନ୍କେ ସାର୍ଦା କରାଇବାପାଇ ବଲି ରମ୍ଦେସେ ଏଟା ଲେକାଅଇଲାଆଚେ । ମାର୍କ, ଜେ କି ଜଅନ୍ ମାର୍କ ବଲି ଜାନିରଇଲାଇ । ସେ ପାଉଲ୍ ଆରି ବର୍ନବାସର୍ ସଙ୍ଗାରି ରଇଲା, ମାତର୍ ଜେଡେବେଲେ ସେ ସେମନ୍କେ ମାପ୍ରୁର୍ ସେବା କାମର୍ ଲାଗି ଜିବାକେ ଚାଡି ଆଇଲା, ସେଡେବେଲେ ସେମନର୍ ନାଉଁ ବଡି ବଡି ଆଇଲାବେଲେ, ଦୁକର୍ ବେଲା କେଟ୍ଲା
ବିତ୍ରେ ରଇବାଟା
୧. ଡୁବନ୍ ଦେଉ ଜଅନ୍ ଆରି ଜିସୁର୍ ଡୁବନ୍ ।
୨. ଗାଲିଲିତେଇ ଜିସୁର୍ ସେବାକାମ୍ ।
୩. ଜିସୁ ଜିରୁସାଲାମ୍ ଜିବାଟା ଆରି ପାର୍ତନା ଗରେ ପୁର୍ବାଟା ।
୪. ପଚ୍କେ ଗଟ୍ବା ବିସଇ ଜାନାଇବାଟା ।
୫. ଜିସୁର୍ ମରନ୍ ଆରିତରେକ୍ ଉଟ୍ବାଟା ଆରି ମୁକିଅ ଆଦେସ୍ ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.