ଜାକୁବ
James
Introduction from this edition
ଜାକୁବଙ୍କ ପତ୍ର
ଜାକୁବ ଲେକିରଇବା ଚିଟି
ଏ ବଇର୍ ବିସଇ ଜାନ୍ବାଟା
ଜାକୁବ୍ ବଇ ଜାକୁବ୍ ନାଉଁ ଡାକ୍ତେରଇବା ଗଟେକ୍ ଲକ୍ ଲେକିଆଚେ । ଦେକ୍ବାକେ ଗାଲେ ଏ ଜାକୁବ୍ ଜିସୁକିରିସ୍ଟର୍ ବାଇ ରଇଲା । ଜେ କି ଆଦିଅ ମଣ୍ଡଲିର୍ ଗଟେକ୍ ନେତା ରଇଲା ଆରି ଜିରୁସାଲମ୍ ସବାର୍ ଗଟେକ୍ ମେମର୍ ରଇଲା
ଜାକୁବ୍ ବଇ ଜିସୁକିରିସ୍ଟ ଜନମ୍ ଅଇକରି ୫୦ ବରସ୍ ପଚେ ଲେକାଅଇଆଚେ ବଲି ପଣ୍ଡିତ୍ମନ୍ ବିସ୍ବାସ୍ କର୍ବାଇ । ଜାକୁବ୍ ଜିରୁସାଲମ୍ ମଣ୍ଡଲିର୍ ନେତା ରଇଲା । ତେବର୍ପାଇ ସେ ତେଇ ବାସାଅଇକରି ରଇଲାବେଲେ ସେ ଏ ବଇ ଲେକିରଇଲା । ଜାକୁବ୍ ବିନ୍ ବିନ୍ ଦେସେ ଚିନ୍ବିନ୍ ଅଇଜାଇରଇବା ବାର୍ଟା କୁଟୁମ୍କେ ତାର୍ ବଇଟାନେ ନିଜେ ଜାନାଇଅଇଆଚେ
ଜାକୁବର୍ ଏ ବଇ ସବୁ ବିସ୍ବାସିମନ୍ ନିଜେ ବାଇବାର୍ ବିସଇ ଆଚେ । ମାତର୍ ଜାକୁବ୍ ବାର୍ଟା କୁଟୁମ୍ ବିସଇ ନେଇକରି ସିଦା ସିଦା ଜିଉଦି ବିସ୍ବାସିମନ୍କେ ଲେକ୍ଲାଆଚେ । କାଇକେବଇଲେ ଏ ବଇ ଚିନ୍ବିନ୍ ଅଇଜାଇରଇବା ପଡ୍ବା ଲକ୍ମନ୍କେ କେଟାଇବା ବିସଇରେ ଜାନାଇଲାଇନି ।
ଜାକୁବ୍ ବିସ୍ବାସ୍ ଆରି କରମର୍ ନିକ ମିସିରଇବା ବିସଇ ଜାନାଇଲାନି ଜେ, ସତ୍ ବିସ୍ବାସ୍ କର୍ବା କରମ୍ତେଇ ଜାନାପଡ୍ସି
ଦେକିଚାଇଁ କରି କାତା କଇବାକେ ମିସା ଜାଗ୍ରତ୍ କରାଇଲାନି ।
ଏ ବଇ ବିତ୍ରେ ରଇବାଟା
୧. ଜାକୁବ୍ ତାର୍ ଚିଟି ପଡ୍ବା ଲକ୍ମନ୍କେ ଜୁଆର୍ ଜାନାଇଆଚେ ।
୨. ସେ ବିସ୍ବାସିମନ୍କେ ଦୁକ୍ ଅଇଲାବେଲେ ଡାଟ୍ସଙ୍ଗେ ରଇବାକେ ସାଆସ୍ ଦେଇଆଚେ ।
୩. କରମ୍ କରି କେନ୍ତାରି ବିସ୍ବାସ୍ ଦେକାଇ ଅଇସି, ସେ ବିସଇରେ କଇଆଚେ ।
୪. ବାକିଅ କେନ୍ତାରି ଅଦିକ୍ ବପୁ ଅଇସି, ସେଟା ସେ ଜାନାଇଆଚେ ।
୫. ଜାକୁବ୍ ପର୍ମେସରର୍ ଗିଆନ୍ ଜଗତର୍ ଗିଆନ୍ ଟାନେ ଅନି ବିନ୍ ଆଚେ ବଲି ଟିକି ନିକି ଜାନାଇଆଚେ ।
୬. ପଚେ ସେ ପଡ୍ବା ଲକ୍ମନ୍କେ ବଡ୍ପନ୍ ନ ଅଇବାକେ ଜାଗ୍ରତ୍ କରାଇଲାନି ।
୭. ସାରାସାରି ଜାକୁବ୍, କେତେଟା ସାନ୍ ସାନ୍ ମାନ୍ବା ଆଦେସ୍ ଦେଇକରି ତାର୍ ଲେକା ସାରାଇଆଚେ ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.