ଏବ୍ରି
Hebrews
Introduction from this edition
ଏବ୍ରି ମାନଙ୍କ ନିକଟକୁ ପତ୍ର
ଏବ୍ରି ଲକ୍ମନର୍ ଲଗେ ଚିଟି ଲେକ୍ଲାଟା
ଏ ବଇ ବିସଇରେ ଜାନ୍ବାଟା
ଏବ୍ରି ବଇ ଗଟେକ୍ ଲକ୍ମନ୍କେ ସାର୍ଦା କରାଇବା ଚିଟି । ପୁର୍ନା ନିୟମର୍ ବିନ୍ ବିନ୍ ବବିସତ୍ କାତା, ପୁରାପୁରୁନ୍ ଅଇରଇବା ବିସଇ ଏ ବଇଟାନେ ମିଲାଇବାର୍ ଅଇସି । ଏଟା ଗଟେକ୍ ଉପ୍ଦେସ୍ ଦେବା ବଇପାରା । ଇତି ପାକାପାକି ୬୦ ଅନି ଅଦିକ୍ ପୁର୍ନା ନିୟମର୍ ବିସଇ ଆଚେ । ଜନଟାକି ଜିସୁ କିରିସ୍ଟ କେନ୍ତିବାବେ ବବିସତ୍ କାତା ଆରି ଜିଉଦି ପୁଜାରିମନର୍ କରମ୍ ପୁରାପୁରୁନ୍ କଲା, ସେଟାମନ୍ ଏ ବଇଟାନେ ଆମେ ମିଲାଇବାର୍ ଅଇସି । ସେଟାର୍ପାଇ ଏଟା ଜିଉଦି ବିସ୍ବାସିମନ୍କେ ଗଟେକ୍ ବପୁଦେବା ବଇ । ଜିସୁ ଜେନ୍ତାରି ରିତିନିତି ମନ୍ ସାରାଇଲା, ଜନ୍ଟାକି ପୁଜାରିମନ୍ ଆରିତରେକ୍ କେବେ ବଲି ନ ଦେଅତ୍, ସେଟା ଏବ୍ରି ଚିଟିଟାନେ ଦେକାଇଆଚେ ।
ଜିସୁ କିରିସ୍ଟ ଅଇଲାନି ସବୁରକାମର୍ ପାପର୍ ବଲି । ଏଟା ଗଟେକ୍ତର୍କେସେ ସବୁବେଲର୍ପାଇ ଅଇସି । ଏବର୍ ଜୁଗର୍ ବିସ୍ବାସିମନର୍ପାଇ ଏବ୍ରି ଲେକ୍ଲା ଚିଟିଟାନେ ବପୁ ରଇବାଟା ଡିସ୍ଲାନି । କିରିସ୍ଟ ଆକା ଆମ୍କେ ପର୍ମେସରର୍ ସଙ୍ଗେ ରଇକରି ଜିଇବା କାଇବାଟା କରିପାର୍ସି ଆରି ତାକେ ଆସାକରି ତାର୍ ସଙ୍ଗେ ରଇବାର୍ ଆରି ଇଣ୍ଡ୍ବାର୍ ଅଇସି ।
ଜିରୁସାଲାମ୍ ମନ୍ଦିର୍ ୭୦ କିରିସ୍ଟାବ୍ଦରେ ନସ୍ଟ ଅଇଗାଲା, ମାତର୍ ଏ ଚିଟିଲଗେ ଲେକ୍ଲା ଲକ୍, ଏଟା ନ ନସ୍ଲାପାରା କଇଲା ଆଚେ । ଏବ୍ରି ଚିଟି କଇବାକେ ଗାଲେ ରମିୟ ନଅରେ ଲେକା ଅଇରଇଲା ।
ଏ ବଇ ବିତ୍ରେ ରଇବାଟା
୧. ଜେ ଲେକ୍ଲାଆଚେ ସେ ଜିସୁକିରିସ୍ଟ ଅଇଲାନି ପର୍ମେସରର୍ ବବିସତ୍ବକ୍ତା ଦୁତ୍ମନର୍ ଟାନେମିସା ମୁକିଅ ବଲି ଜାନାଇଦେଲାନି ।
୨. ଲେକ୍ଲା ଲକ୍ ମିସା ଜାନାଇଦେଲାନି କି, ଜିରୁସାଲମେ ପୁଜାରି ଇସାବେ ସେବା କର୍ତେରଇବା ଲକ୍ମନର୍ଟାନେ ମିସା ଜିସୁ ମୁକିଅ ।
୨. ପର୍ମେସର୍ ମସାକେ ନିୟମ୍ ଦେଇକରି ତାର୍ ଲକ୍ମନର୍ ସଙ୍ଗେ କରିରଇବା ରାଜିନାମା ଟାନେଅନି ଜିସୁର୍ ସେବା କର୍ବାଟା ମୁକିଅ ।
୩. ଲେକିରଇବା ଲକ୍ ଜିସୁକେ ସବୁକାମେ ମୁକିଅ ବଲି ବୁଜାଇଦେଲାଆଚେ । ଆରି ସବୁର୍ପାଇ ଏ ଆଦେସ୍ ଦେଇଆଚେ ।
୪. ଲେକ୍ଲା ଲକ୍ ଏ ଚିଟିଟାନେ କେତେଟା ବିସଇ ମୁର୍ଚିକରି ରଇବାକେ ଆଦେସ୍ ଦେଲାଆଚେ । ଆରି ଜୁଆର୍ବିଆର୍ ଜାନାଇକରି ଏ ଲେକା ସାରାଇଆଚେ ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.