୨ ୟ ପିତର୍
2 Peter
Introduction from this edition
ପିତର ଦ୍ୱିତୀୟଥର ଲେଖିଥିବା ପତ୍ର
ପିତର୍ ଦୁଇପାଲି ଲେକିରଇବା ଚିଟି
ଏ ବଇର୍ ବିସଇ ଜାନ୍ବାଟା
ପିତର୍ ଦୁଇପାଲି ଲେକ୍ଲା ଚିଟି ଜାନାଇଲାନି କି, ଏ ଚିଟି ପେରିତ୍ ପିତର୍ ଲେକ୍ଲାଆଚେ । ମାତର୍ ଏବେ କେତେକ୍ କେତେକ୍ ପଣ୍ଡିତ୍ମନ୍ ଏଟା ସତ୍ ନାଇ ବଲି କଇଲାଇନି । କଇବାକେଗାଲେ ଏଟା ଗଟେକ୍ ବିନ୍ ପିତର୍ ଲେକିଆଚେ । ସେ ଜିସୁକିରିସ୍ଟର୍ ଗଟେକ୍ ସତ୍ ସାକି ରଇଲା ବଲି ଲେକ୍ଲା ଲକ୍ କଇଲାନି । ଦେକ୍ବା ଇସାବେ ଜିସୁକିରିସ୍ଟ ବାଦଲ୍ବା ବିସଇ କଇଲାନି
ପିତରର୍ ପର୍ତୁମ୍ ଚିଟି ଲେକାଅଇଲା ପଚେ, ସେ ଲେକାର୍ ବେଲାକେ ଇତି ଜାଗାଦେଇ ଏଟାକେ ଦୁଇପାଲି ଲେକ୍ଲା ଚିଟି ବଲି କଇଆଚେ । ଏ ଚିଟିଟାନେ ସବୁ ବିସ୍ବାସିମନ୍କେ ତାର୍ ସବୁ ବିସଇ ଦେଇଆଚେ । ପିତର୍ ବିସ୍ବାସିମନ୍କେ ସାଆସ୍ ଆରି ନିକସଙ୍ଗେ ଜିଉନା କାଉନା କର୍ବାକେ ଆରି ମିଚ୍ ସିକିଆ ଦେଉ ମନର୍ କାତା ନ ମାନି ଜାଗରତ୍ ରଇବାକେ ଏ ଚିଟିଟାନେ ଲେକିଆଚେ
ଏ ବଇ ବିତ୍ରେ ରଇବାଟା
୧. ପିତର୍ ତାର୍ ନିଜର୍ ବିସଇ ଆରି ତାର୍ ଚିଟି ପଡ୍ବା ଲକ୍ମନ୍କେ ରଇବା ଜାଗା ବିସଇରେ ଜାନାଇଲାନି ।
୨. ତାର୍ପଚେ ବିସ୍ବାସି ବାଇବଇନିମନ୍କେ ନିକସଙ୍ଗେ ଜିଉନା କାଉନା କର୍ବାକେ ଏତାଇଦେଲାଆଚେ । କାଇକେବଇଲେ ପର୍ମେସର୍ ଆମ୍କେ ସାଆସ୍ ଦେଲାଆଚେ ।
୩. ସେ ମିଚ୍ ସିକାଇବା ଗୁରୁମନ୍କେ ଜାଗର୍ତା କରାଇ ସାରାସାରି ପଚେ ସେମନର୍ଲାଗି କାଇଟା ଗଟ୍ସି, ସେଟା କଇଲାଆଚେ ।
୪. ପିତର୍ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଜାଗିରଇ ଜିଉନା କାଉନା କର୍ବାକେ ସାସ୍ ଦେଇଆଚେ ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.