ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍
ମାତିଉ 28
ଜିସୁ ମଃର୍ନେହୁଣି ଉଟ୍ଲା
(ମାର୍କ ୧୬:୧-୧୦; ଲୁକ ୨୪:୧-୧୨; ଜହ ୨୦:୧-୧୦)
ବିସାଉଁଣିବାର୍ ସଃର୍ଲା ହଃଚେ, ରଃୟ୍ବାର୍ ବର୍ ସଃକାଳ୍ୟା ମଗ୍ଦଲିନି ମରିୟମ୍ ଆର୍ ବିନ୍ ମରିୟମ୍ ମଃସୁଣ୍ ଦଃକୁକେ ଗଃଳାୟ୍ । ଆର୍ ସଃଡେବଃଳ୍ ଦଃର୍ତି ଲଃଦ୍ବଃଦ୍ଲି, ଆର୍ ଇସ୍ୱରାର୍ ଗଟେକ୍ ଦୁତ୍ ସଃର୍ଗେହୁଣି ଉତ୍ରି ଆସି ମଃସୁଣ୍ ବାଟେ ଡାହିରିଲା ଟେଳା ଗୁଚାୟ୍ ତାର୍ ଉହ୍ରେ ବଃସ୍ଲା । ସେ ଦୁତାର୍ ରୁହ୍ ବିଜ୍ଲି ହର୍ ଆର୍ ତାର୍ ହିନ୍ଦିରିଲା ବଃସ୍ତର୍ କଃରାଟେଳା ହର୍ ଚିଟ୍ ଦବ୍ ରିଲି । ଆରେକ୍ ଜାଗ୍ତା ଲକ୍ମଃନ୍ ଦୁତ୍କେ ଡିରିକଃରି ତଃର୍ତଃରି ମଃଲା ଲକାର୍ ହର୍ ଅୟଃଲାୟ୍ ।
ମଃତର୍ ସଃର୍ଗ୍ ଦୁତ୍ ସେ ମାୟ୍ଜିମଃନ୍କେ କୟ୍ଲା, “ତୁମିମଃନ୍ ଡିରା ନାୟ୍, ବଃଲେକ୍ ତୁମିମଃନ୍ ଜେ କ୍ରୁସ୍ ଉହ୍ରେ ମଃଲା ଜିସୁକେ ଲଳୁଲାସ୍, ମୁଁୟ୍ ସେରି ଜାଣି । ସେ ଇତି ନାୟ୍, ମଃତର୍ ସେ ଜଃନ୍କଃରି କୟ୍ରିଲା, ତଃନ୍କଃରି ସେ ଉଟି ଆଚେ, ଆସା ଜୁୟ୍ତି ତାର୍ ମଃଲା ଗଃଗାଳ୍ ସଃଙ୍ଗା ଜାୟ୍ରିଲି, ସେ ଟାଣ୍ ଦଃକା । ବେଗି ଜାୟ୍ ତୁମିମଃନ୍ ତାର୍ ଚେଲାମଃନ୍କେ କଃଉଆ, ‘ଜିସୁ ମଃଲା ଲକ୍ମଃନାର୍ ବିତ୍ରେହୁଣି ଉଟି ଆଚେ, ଆରେକ୍ ଦଃକା ସେ ତୁମାର୍ ଆଗ୍ତୁ ଗାଲିଲି ରାଜିଏ ଜଃଉଁଲା, ସେତି ତାକ୍ ତୁମିମଃନ୍ ଦଃକାସ୍ !’ ଦଃକା ମୁଁୟ୍ ତୁମିକେ ଜାୟ୍ରି କୟ୍ଲେ, ସେରି ହାସ୍ରା ନାୟ୍ ।”
ଇ କଃତା ସୁଣି ସେ ମାୟ୍ଜିମଃନ୍ ବେସି ଡିର୍ଲାୟ୍, ଆର୍ ବଃଡେ ସଃର୍ଦା ଅୟ୍ ମଃସୁଣ୍ କାଲେ ହୁଣି ଦାପେ ଜାୟ୍କଃରି ଜିସୁର୍ ଚେଲାମଃନ୍କେ କଃବୁର୍ ଦେଉଁକେ ଦଃବୁଳ୍ଲାୟ୍ ।
ଆର୍ ଜିସୁ ସେଦାହ୍ରେ ସେମଃନ୍କେ ଦଃକାୟ୍ ଅୟ୍କଃରି କୟ୍ଲା, “ତୁମାର୍ ସୁସ୍ତା ଅଃଉଅ ।” ତଃବେ ସେମଃନ୍ ଜିସୁର୍ ଲଃଗେ ଆସି ତାର୍ ହାଦ୍ ଦଃରି ତାକ୍ ଜୁଆର୍ କଃଲାୟ୍ । ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଡିରା ନାୟ୍, ତୁମିମଃନ୍ ଜାହା ଆର୍ ମର୍ ବାୟ୍ମଃନ୍କେ କଃଉଆ ସେମଃନ୍ ଗାଲିଲି ଜଃଉଅତ୍; ସେମଃନ୍ ମକ୍ ସେତି ଦଃକ୍ତି ।”
ଜିସୁର୍ ମଃସୁଣ୍ ଜାଗୁମଃନାର୍ କଃତା
ସେ ମାୟ୍ଜିମଃନ୍ ଜିସୁର୍ ଚେଲାମଃନ୍କେ କବୁର୍ କଃଉଁକେ ଜାତା ବଃଳ୍, ମଃସୁଣ୍ ଜାଗ୍ତା ଲକ୍ମଃନାର୍ ବିତ୍ରେ କଃତେକ୍ ସଃଇନ୍ମଃନ୍ ଜିରୁସାଲମ୍ ଗଃଳେ ଜାୟ୍ ସେ ସଃବୁ ଗଃଟ୍ଣାର୍ କଃତାମଃନ୍ ବଃଡ୍ ଜାଜକ୍ ମଃନ୍କେ ଜାଣାୟ୍ଲାୟ୍ । ଜାଜକ୍ମଃନ୍ ପାରାଚିନ୍ମଃନାର୍ ସଃଙ୍ଗ୍ ମିସିକଃରି ଗୁସ୍ଟୁ କଃଲାୟ୍ ଆର୍ ସେମଃନ୍ ସଃଇନ୍ମଃନ୍କେ ବୁତେକ୍ ଟଃକା ଦଃୟ୍ କୟ୍ଲାୟ୍, “ତୁମିମଃନ୍ କଃଉଆ ଅଃମିମଃନ୍ ସଃବୁ ନିଦୟ୍ ରିଲାବଃଳ୍ ତାର୍ ଚେଲାମଃନ୍ ରାତି ଆସିକଃରି ଜିସୁର୍ ମଃଲା ମଃଳ୍କେ ଚରିକଃରି ନିଲାୟ୍ । ଆର୍ ଜଦି ଇ କଃତା ଗର୍ନର୍ ସୁଣେଦ୍, ତଃବେ ଅଃମିମଃନ୍ ତାକ୍ ବୁଜାୟ୍ କଃଉନ୍ଦ୍ ଜେ, ତୁମିମଃନାର୍ କାୟ୍ ଦଃସ୍ ନାୟ୍, ତୁମିମଃନ୍ ଚିତା କଃରାନାୟ୍ ।”
ସେତାକ୍ ସଃଇନ୍ମଃନ୍ ଟଃକା ନଃୟ୍, ସେମଃନ୍କେ ଜଃନ୍କଃରି କଃଉଆ ଅୟ୍ରିଲି ସେନ୍ କଃଲାୟ୍ । ଇତାକ୍ ଇ କଃତା ଜିଉଦିମଃନାର୍ ବିତ୍ରେ ଉର୍ଜିଅୟ୍ ଆଜି ହଃତେକ୍ ହେଁ ସେ କଃତା ଆଚେ ।
ଚେଲାମଃନ୍କେ ଜିସୁ ଦଃକାୟ୍ ଅୟ୍ଲା
(ମାର୍କ ୧୬:୧୪-୧୮; ଲୁକ ୨୪:୩୬-୪୯; ଜହ ୨୦:୧୯-୨୩; ପେରି ୧:୬-୮)
ଜିସୁର୍ ଏଗାର୍ଗଟ୍ ଚେଲା ଗାଲିଲି ଜାୟ୍, ଜିସୁ ଜୁୟ୍ ଡଙ୍ଗ୍ରେ ଜଃଉଁକେ କୟ୍ରିଲା, ସେ ଡଙ୍ଗ୍ରେ ଗଃଲାୟ୍ । ଆର୍ ସେମଃନ୍ ସେତି ଜିସୁକେ ଦଃକି ଜୁଆର୍ କଃଲାୟ୍, ମଃତର୍ କେ କେ ସଃତ୍ ନଃକେଲାୟ୍; ଆରେକ୍ ଜିସୁ ସେମଃନାର୍ ଚଃମେ ଆସି କଃତା ଅୟ୍ କୟ୍ଲା, “ସଃର୍ଗ୍ ଆର୍ ହୁର୍ତିବିର୍ ସଃବୁ ଅଃଦିକାର୍ ମକେ ଦିଆ ଅୟ୍ଆଚେ । 2ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟ୍, ସେମଃନ୍କେ ଚେଲା କଃରା । ଆର୍ ମୁଁୟ୍ ତୁମିମଃନ୍କେ ଜୁୟ୍ ଜୁୟ୍ ଆଡର୍ ଦଃୟ୍ ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।”
Source notes (2)
- Cross-reference ମାତି ୨୬:୩୨; ମାର୍କ ୧୪:୨୮.
- Cross-reference ପେରି ୧:୮.
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.