ତିତସ୍
Titus
Introduction from this edition
ତିତସଙ୍କ ନିକଟକୁ ପାଉଲଙ୍କର ପତ୍ର
ପାଉଲ୍ ତିତସ୍କେ ଚିଟିଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
ପାଉଲର୍ ଚାର୍ଟା ଚିଟି ବିତ୍ରେଅନି ତିତସ୍ ବଇ ଗଟେକ୍ । ଜନ୍ଟାକି ମଣ୍ଡଲିକେ ନ ଜାନାଇକରି ଲକ୍ମନ୍କେ ଜାନାଇଲାନି । ବିନ୍ ତିନ୍ଟା ଚିଟି ଅଇଲାନି ୧ ମ ତିମତି, ୨ ୟ ତିମତି ଆରି ପିଲିମନ୍ । ପାଉଲ୍ ତିତସ୍କେ ଜେନ୍ତିକି ସେ ସବୁ ଲକର୍ ମୁଆଟେ ଆଉଲିଅଇକରି ଏ ଚିଟି ପଡ ବଲି ଲେକ୍ଲାନି । ପେରିତ୍ ଇସାବେ ତାର୍ କାଇକାଇଟା ରଇବାର୍ ଦର୍କାର୍ ସେ ବିସଇରେ ବୁଜାଇଲାନି । ଏଟା କେତେଟା ବିସଇ ତିତସ୍ ଆଗେଅନି ଜାନିରଇଲା । ଏ ଚିଟି କିରିସ୍ଟ ଜନମ୍ ଅଇକରି ୬୩-୬୫ ବରସ୍ ବିତ୍ରେ ପାଉଲ୍ ଲେକି ରଇସି ।
ପାଉଲ୍ କିରିତର୍ ଦିପେ ରଇଲା ମଣ୍ଡଲିମନ୍କେ ଚାଲାଇବାକେ ତିତସ୍କେ ଆଦେସ୍ ଦେଲାନି । ସେ ସମାନ୍ ସିକିଆ ତିମତିକେ ମିସା ଦେଲାଆଚେ । ପାଉଲ୍ ଏ ଚିଟିଟାନେ ତିତସ୍କେ ମଣ୍ଡଲିର୍ ମୁକିଅ ଲକ୍ମନ୍କେ ବାଚ୍ଲା ଆରି ସେମନ୍କେ ସିକାଇବା ବିସଇରେ ଲେକ୍ଲାନି । ଆଜିର୍ ମଣ୍ଡଲି ଆରି ମଣ୍ଡଲିର୍ ନେତାମନ୍ ସାସନ୍ କର୍ବାକେ କେନ୍ତି ଗୁନ୍ଚଲନ୍ ରଇବାର୍ ଆଚେ ତାର୍ ଟିକିନିକି ସଙ୍ଗ୍ ଦିଆନ୍ ଦେବାର୍ ଦର୍କାର୍, ସେଟା ଚିଟିତେଇ ଲେକ୍ଲା ଆଚେ ।
ଏ ବଇ ବିତ୍ରେ ରଇଲାଟା
୧. ପାଉଲ୍ ତିତସ୍କେ ସୁଆଲ୍ ଲକ୍ମନ୍କେ ବାଚ୍ବାକେ ଆଦେସ୍ ଦେଲାନି ।
୨. ତାର୍ପଚେ ସେ ଲକ୍ମନ୍କେ ମିସା ଦରମ୍ ଜିବନେ ଜିଇବା କାଇବାକେ ସିକିଆ ଦେବାକେ ଆଦେସ୍ ଦେଲାନି, ଜନ୍ଟାକି ପରମେସର୍କେ ସାର୍ଦା କରାଇସି ।
୩. ସାରାସାରି ପାଉଲ୍ ତାକର୍ ସାରାସାରି କାତା ଲେକି ଲେକ୍ବାଟା ସାରାଇଲାଇନି ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.