ପିଲିମନ୍
Philemon
Introduction from this edition
ଫିଲିମନଙ୍କ ନିକଟକୁ ପାଉଲଙ୍କ ପତ୍ର
ପାଉଲ୍ ପିଲିମନ୍କେ ଚିଟି ଲେକ୍ଲାଟା
ଏ ବଇ ବିସଇରେ ଜାନ୍ବାଟା
ସବୁର୍ଅନି ସାନ୍ ବଇ ପିଲିମନ୍ ପେରିତ୍ ପାଉଲ୍ ଲେକ୍ଲା ଆଚେ ୧:୧ । ଜେଡେବଲ୍ ସେ ଏ ବଇ ଲେକ୍ଲା ସେଡ୍କିବେଲେ ସେ ବନ୍ଦି ଗରେ ବନ୍ଦି ଅଇରଇଲା । ଜାର୍ ଅରତ୍ ଏଟା ଅଇପାରେ ସେ ରମ୍ଦେସେଅନି ଲେକିଆଚେ । ଜଦି ସେ ରମ୍ଦେସେ ରଇଲା କିରିସ୍ଟ ଜନମର୍ ପାକାପାକି ୬୧ ବରସ୍ ପଚେ ଏ ଚିଟି ଲେକି ରଇପାରେ । ଜନ୍ଟା କି ସେ ସମାନ୍ ବେଲାଇସେ କଲସିଅ ମଣ୍ଡଲିକେ ମିସା ଲେକି ରଇସି । ସେ ଏ ଚିଟି ପିଲିମନ୍ ନାଉଁର୍ ଗଟେକ୍ ଲକ୍କେ ଲେକିଆଚେ । ପିଲିମନ୍ ଗଟେକ୍ ମଣ୍ଡଲିର୍ ଲକ୍ ଆରି ଗତିଦାଙ୍ଗ୍ଡାମନର୍ ସାଉକାର୍ ରଇଲା । ପାଉଲ୍ ଲେକ୍ଲାଇନି ଜେ, ସେ ଅନିସିମସ୍କେ ଡଣ୍ଡ୍ ନ ଦେଅ ଜେ କି ଚରିକରି ପିଲିମନର୍ ଟାନେଅନି ଦୁରିକେ ପାଲାଇରଇଲା । ରମିୟ ନିୟମ୍ ଇସାବେ ପିଲିମନ୍ ଅନିସିମସ୍କେ ମରନର୍ ଡଣ୍ଡ୍ ଦେବାର୍ ଅଦିକାର୍ ରଇଲା । ଅନିସିମସ୍କେ କିରିସେ ବାଇ ଇସାବ୍ରେ ଡାକ୍ବାକେ ପିଲିମନ୍କେ ପାଉଲ୍ ବାଦିଅ କରି ବାବୁଜିଆ କରି ସାର୍ଦା ଦେଲାନି । ପାଉଲ୍ ଅନିସିମସ୍କେ ପିଲିମନର୍ ଜାଗାଇ ସେବା କାମ୍ କର୍ବାକେ ରାଜିଅଇବାକେ କଇଦେଲା । ୧:୧୩-୧୪
ଏ ବଇ ବିତ୍ରେ ରଇଲାଟା
୧. ପାଉଲ୍ ପିଲିମନ୍କେ ଜୁଆର୍ ଜାନାଇବାଟା ।
୨. ପାଉଲ୍ ଅନିସିମସର୍ ବାଟେଅଇ ଅନିସିମସ୍କେ ଗଟେକ୍ କିରିସ୍ଟର୍ତେଇ ଗଟେକ୍ ବାଇ ଇସାବେ ନାମ୍ବାକେ ପିଲିମନ୍କେ କଇଲାନି ।
୩. ପାଉଲ୍ ଗଟେକ୍ ଜାଗାଇଅନି ଆରି ଗଟେକ୍ ଜାଗାଇ ଜିବାକେ ରଇଲା ମନ୍ବିତ୍ରର୍ କାତାକେ ଜାନାଇଲାନି ଆରି ଜୁଆର୍ ପାଟାଇଲାନି ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.