Skip to content
BibleKenya

ଜିଉଦା

Jude

Introduction from this edition

ଜିଉଦାଙ୍କ ପତ୍ର

ଜିଉଦା ଲେକ୍‌ଲା ଚିଟି

ଏ ବଇର୍‌ ବିସଇ ଜାନ୍‌ବାଟା

ଏ ଚିଟି ଲେକ୍‌ଲା ଲକର୍‌ ନାଉଁ ଇସାବେ ଏ ବଇର୍‌ ନାଉଁ ଦିଆଅଇଆଚେ । ଜିଉଦା ନିଜେ ଜାକୁବ୍‌ ଜିସୁର୍‌ ବାଇ ବଲି ଜାନାଇଅଇଲାନି । ତେବର୍‌ପାଇ ତାକେ ଜିସୁର୍‌ ବାଇମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ବଲି କଇବାଇ

ଜନ୍‌ ଲକ୍‌ମନ୍‌ ଟକାବଣ୍ଡା କର୍‌ବା ବିସ୍‌ବାସି ମନର୍‌ ବାଟେ ଜାଇତେରଇଲାଇ, ସେ ସବୁ ବିସ୍‌ବାସିମନ୍‌କେ ଜାଗ୍‌ରତ୍‌ କରାଇବାକେ ଲେକାଅଇଆଚେ । ସେ ଦଦାପେଲା ଅଇକରି ପୁର୍‌ନା ନିୟମର୍‌ ବିସଇ ଆରି ଗଟିରଇବା ବିସଇ କଇଲାନି । ଏ ଚିଟିତେଇ ମିଚ୍‌ ସିକାଉମନର୍‌ ବିରୁଦେ ପିତରର୍‌ ୨ ୟ ଚିଟିତେଇ ବାବିକରି ଲେକା ଅଇଲାଟା ସଙ୍ଗ୍‍ ମିସିଆଚେ । ଇତି ଦୁତ୍‌ ଆରି ସଦମ୍‌ ଗମ୍‌ରା ବିସଇ ମିସା ଲେକାଅଇଆଚେ

ଏ ବଇ ବିତ୍‌ରେ ରଇଲାଟା

୧. ଜିଉଦା ପର୍‌ତୁମ୍‌ ତାର୍‌ ଚିଟି ପଡ୍‌ବା ଲକ୍‌ମନ୍‌କେ ନିଜର୍‌ ବିସଇ ଜାନାଇଆଚେ ।

୨. ମିଚ୍‌ ସିକାଉମନର୍‌ ବିରଦେ ଜାଗ୍‌ରତ୍‌ କରାଇଆଚେ ।

୩. ସେ ପୁର୍‌ନା ନିୟମର୍‌ ଲକ୍‌ମନ୍‌କେ ଆରି ଅଇରଇବା ଗଟ୍‍ନାକେ ଦେକାଇ କଇବା ବିସଇ ।

୪. ଜାକୁବ୍‌ ଜାଗ୍‌ରତ୍‌ କରାଇଲାଟା, ସେ ବିସଇ ସେମନର୍‌ ଦାଇତ୍‌ କେନ୍ତାର୍‌ ରଇବାର୍‌ ଆଚେ ସେ ବିସଇ କଇଲାଆଚେ

୫. ସାରାସାରି ସେ ପର୍‌ମେସର୍‌କେ ଡାକ୍‌ପୁଟା କରି ସେ ଲେକ୍‌ବାଟା ସାରାଇଆଚେ ।

ସତିଅର୍‌ ବାଟ୍‌. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.