କଲସିଅ
Colossians
Introduction from this edition
କଲସିଅ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ପତ୍ର
କଲସିଅ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ଚିଟି ଲେକ୍ଲାଟା
ଏ ବଇର୍ ବିସଇ ପଦେକ୍ ଜାନ୍ବାଟା
କଲସିଅତେଇ ଲେକିରଇବା ଚିଟି ଅଇଲାନି ପାଉଲ୍ ଲେକିରଇବାଟା
ପାଉଲ୍ କଲସିଅ ମଣ୍ଡଲିଟାନେ ଅଇତେରଇବା କେତେଟା ମିଚ୍ ସିକିଆର୍ପାଇ ବାବ୍ତେରଇଲା । ସେ ଚିଟିଟାନେ ଏ ବିସଇ ଲେକ୍ବାକେ ବେସି ଦିନ୍ ବିତାଇରଇଲା । ଅଇଲେ ଅଇରଇପାରେ କେତେଟା ଜିଉଦି ବିସ୍ବାସିମନ୍ ଜନ୍ଲକ୍ମନ୍ କି ବିନ୍ କେତେଟା ବିସ୍ବାସିମନ୍କେ ପୁର୍ନା ନିୟମର୍ ଜିଉଦି ରିତିନିତି ନିକସଙ୍ଗ୍ ମାନ୍ବାକେ ବାଦିଅ କର୍ତେରଇଲାଇ । ସେମନ୍ ସୁନତ୍ ବିଦିର୍ ନିୟମ୍ ମାନ୍ବାକେ ବାଦିଅ କର୍ବାକେ ଚେସ୍ଟା କର୍ତେରଇଲାଇ । ପାଉଲ୍ ଲଡାକେ ନ ଆଇବା ବିସ୍ବାସିମନର୍ ବିସଇ ନିକ ସଙ୍ଗ୍ ଲେକିଆଚେ । କେ ଅଇଲେ ମିସା ଗଟେକ୍ ଲକ୍ କିରିସ୍ଟକେ ଚାଡି ପର୍ମେସରର୍ ମୁଆଟେ ତାର୍ ଅଇ ନାପାରେ
ଏ ବଇ ବିତ୍ରେ ରଇବାଟା
୧. କଲସିଅ ମଣ୍ଡଲିକେ ପାଉଲ୍ ଜୁଆର୍ ଜାନାଇବାଟା ।
୨. କିରିସ୍ଟର୍ କେବେ କେ କରି ନ ରଇବା କାମ୍ ଆରି ମିଚ୍ ସିକିଆ ବିସଇ ନେଇକରି ପାଉଲ୍ ଉତର୍ ଦେବାଟା ।
୩. ପାଉଲ୍ ଗଟେକ୍ ନିମାନ୍ ବିସ୍ବାସି ଅଇ ଜିଉନା କାଉନା କର୍ବାକେ କଇଲାଆଚେ ।
୪. ପାଉଲ୍ ଏ ଚିଟି ବିନ୍ ବିନ୍ ମଣ୍ଡଲିତେଇ ମିସା ପଡ୍ବାକେ କଇକରି, ଆରି ଜୁଆର୍ବେଟ୍ ଜାନାଇ ସରାଇଲାନି ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.