୩ ୟ ଜଅନ୍
3 John
Introduction from this edition
ଯୋହନ ଲେଖିଥିବା ତୃତୀୟ ପତ୍ର
ଜଅନ୍ ତିନ୍ପାଲି ଚିଟି ଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
ଜଅନର୍ ତିନ୍ପାଲି ଚିଟି ଜଅନର୍ ଲାଗି ୫୦-୧୦୦ କିରିସ୍ଟାବ୍ଦରେ ଜିସୁ କିରିସ୍ଟର୍ ଜନମ୍ ପଚେ ଲେକାଅଇ ରଇଲା । ଜଅନ୍ ନିଜ୍କେ ଲେକିଆଚି ବଲିକରି ଜାନାଇଅଇ ନିଜ୍କେ ପାର୍ଚିନ୍ ଇସାବେ କଇଲାନି
ଜଅନ୍ ଗାଅ ନାଉଁର୍ ଗଟେକ୍ ବିସ୍ବାସିକେ ଏ ଚିଟି ଲଗେ ଲେକ୍ଲା ଆଚେ ।
ଏ ବଇ ବିତ୍ରେ ରଇବାଟା
୧. ଜଅନ୍ ତାର୍ ଚିଟିର୍ ବିସଇ ଜାନାଇଲାନି ।
୨. ସେ ଗାୟକେ ସାଆସ୍ ଦେଇକରି ନଅର୍ ମନ୍କେ ବୁଲ୍ତେ ରଇବା ବିସ୍ବାସି ବାଇମନ୍କେ, ଗତିଆ କୁଟୁମ୍କେ ଡାକି ଦେକାରକା କର୍ବାକେ ସିକାଇଲାନି ।
୩. ସେ ଦୁଇଲକ୍କେ ଡାୟଟର୍ପିସ୍ ଆରି ଡିମିଟିଅସ୍ ବିସଇ କଇସି ।
୪. ସାରାସାରି ପଚେ ଲେକା ସାରାଇଆଚେ ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.