Skip to content
BibleKenya

୨ୟ ତିମତି

2 Timothy

Introduction from this edition

ତିମଥିଙ୍କ ନିକଟକୁ ପାଉଲଙ୍କର ଦ୍ୱିତୀୟ ପତ୍ର

ପାଉଲ୍‌ ତିମତିକେ ଦୁଇପାଲି ଲେକିରଇବା ଚିଟି

ଏ ବଇ ବିସଇରେ ଜାନ୍‌ବାଟା

ତିମତି ବଇ ପାଉଲର୍‌ଟାନେଅନି ତର୍‌ସିସେ ତିମତିର୍‌ ଲଗେ ଲେକାଅଇରଇବା ଚିଟି । ଦୁତିଅ ତିମତି ପାଉଲର୍‌ ଜିବନର୍‌ ସାରାସାରିର୍‌ ବେଲେ ଲେକାଅଇ ରଇବା ଚିଟି ।

ଏ ଚିଟି ଲେକାଅଇଲା ବେଲେ ସେ ରମିୟରାଇଜେ ବନ୍ଦିଅଇ ରଇଲା

ଏଟା ପାଉଲର୍‌ ଚାର୍‌ଟା ଚିଟିଟାନେ ଅନି ଗଟେକ୍‌ଚିଟି । ଜନ୍‌ଟାନେକି ମଣ୍ଡଲିକେ ଗଟେକ୍‌ ଲକ୍‌ଇସାବେ ଜାନାଇ ଆଚେ । ଆରି ବିନ୍‌ ତିନ୍‌ଟା ଚିଟି ଅଇଲାନି ପର୍‌ତୁମ୍‌ ତିମତି, ତିତସ୍‌ ଆରି ପିଲିମନ୍‌ । ଦୁଇପାଲି ଚିଟିଲେକା ଅଇଲାବେଲେ ରମିୟରାଇଜେ କସ୍‌ଟ ଦେଇତେ ରଇଲା । ଏନ୍ତାରି ଅଇତେରଇଲାକେ ପାଉଲ୍‌ ବନ୍ଦିରଇଲା କାଇକି ଆରି ତିମତିକେ କସ୍‌ଟ ଆଇଲେ ମିସା ମୁର୍‌ଚିକରି ରଇବାକେ ଆଦେସ୍‌ ଦେଇତେ ରଇଲା । ପର୍‌ତୁମ୍‌ ତିମତିପାରା ପାଉଲ୍‌ ତିମତିକେ ମିଚ୍‌ ସିକିଆ ଦେଉ ଗୁରୁମନର୍‌ ବିସଇ ନେଇକରି କେତେଟା ଜାଗର୍‌ତା ରଇବା ବିସ‍ଇ ଜାନାଇଲା ଆଚେ । ପର୍‌ତୁମ୍‌ ତିମତି

ଏ ବଇ ବିତ୍‌ରେ ରଇବାଟା

୧. ପାଉଲ୍‌ ତିମତିକେ ଆଲାଦ୍‌ ଜାନାଇକରି ସାସ୍‌ ଦେଇଆଚେ ।

୨. ପାଉଲ୍‌ ତିମତିକେ କେନ୍ତି ମୁର୍‌ଚିରଇ ଦେକାଇବାଇ ସେଟା ବପୁଦେଲାନି ।

୩. ସାରାସାରିପଚେ ପାଉଲ୍‌ କେତେଟା ଜାନାଇବା ବିସଇ କଇଆଚେ ।

୪. ଆଇବା ଦିନ୍‌ମନ୍‌କେ କେନ୍ତିଅଇ ଜାଗର୍‌ତା ଅଇବାର୍‌ ଆଚେ ଆରି ସତ୍‌ବାଟ୍‌ ବାଚ୍‌ବାକେ ଜାଗର୍‌ତା କଲାଆଚେ ।

୫. ପତତୁଲ୍‌ ତିମତିକେ କେତେଟା ନିଜର୍‌ ବିସଇ ଜାନାଇ କରି ଲବ୍‌ ବିସ‍ଇ ଜାନାଇଆଚେ ।

ସତିଅର୍‌ ବାଟ୍‌. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.