୨ୟ କରନ୍ତିୟ
2 Corinthians
Introduction from this edition
କରନ୍ତିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ଦ୍ୱିତୀୟ ପତ୍ର
କରନ୍ତିୟ ମଣ୍ଡଲିର୍ ଲକ୍ମନର୍ଟାନେ ପାଉଲ୍ ଦୁଇପାଲି ଚିଟି ଲେକ୍ଲାଟା
ଏ ବଇ ବିସଇନେଇକରି ଜାନ୍ବାଟା
୨ ୟ କରନ୍ତି ଜିସୁ କିରିସ୍ଟ ଜନମ୍କରି ଲଗାଲଗି ୫୫-୫୬ ପଚେ ପେରିତ୍ ପାଉଲ୍ ଲେକିରଇଲା ।
ପାଉଲ୍ ମାକିଦନିଆଇ ରଇଲା ବେଲେସେ ୨ ୟ କରନ୍ତିୟ ଲେକିରଇଲା
ଇତି ରଇବାଟା
୧. ପାଉଲ୍ ଚିଟି ଲେକ୍ବାକେ ଆରାମ୍ କର୍ବା ଆଗ୍ତୁ ଜୁଆର୍ ଜାନାଇଲାନି ।
୨. ପାଉଲ୍ ସେ ଜିବାକେ ତିଆର୍ଅଇଲାଟା ବାଦ୍ଲାଇଲା ଆରି ସେମନର୍ ସୁନିରଇବା କାତା ବିସଇ ସେମନ୍କେ ଜବାବ୍ ଦେବାଟା
୩. ପାଉଲ୍ ଜିରୁସାଲାମେ ରଇବା ବିସ୍ବାସିମନର୍ ପାଇ ଦାନ୍ ଉଟାଇବାକେ ଆଦେସ୍ ଦେବାଟା ।
୫. ସାରାସାରିବେଲେ ପାଉଲ୍ ପେରିତ୍ ପଦ୍କେ ରକିଆ କର୍ବାଟା ଆରି ଆରିତରେକ୍ ଜିବାକେ ଜାଗ୍ରତ୍ ଅଇବାଟା ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.