୧ମ ତିମତି
1 Timothy
Introduction from this edition
ତୀମଥିଙ୍କ ନିକଟକୁ ପାଉଲଙ୍କର ପ୍ରଥମ ପତ୍ର
ପାଉଲ୍ ତିମତିକେ ଲେକିରଇବା ପର୍ତୁମ୍ ଚିଟି
ଏ ବଇର୍ ବିସଇ ଜାନ୍ବାଟା
ପର୍ତୁମ୍ ତିମତି ବଇ ଗଟେକ୍ ଚିଟିପାରା । ପେରିତ୍ ପାଉଲ୍ଟାନେଅନି ତର୍ସିସ୍ ତିମତିର୍ପାଇ ଏ ଚିଟି ଲେକାଜାଇ ଆଚେ ।
ପର୍ତୁମ୍ ତିମତି ଜିସୁକିରିସ୍ଟ ଜନମ୍ ଅଇକରି ୬୨-୬୪ ବିତ୍ରେ ଲେକାଅଇଆଚେ । ଏଟା ପାଉଲର୍ ଜିବନର୍ ସାରାସାରିର୍ ବେଲା ଅଇରଇସି କାଇକି । ପାଉଲ୍ ଆରି ତିମତି ଦୁଇଲକ୍ ମିସିବିଡିକରି ରଇଲାଇ । ସେ କେବେକେବେ ତିମତିକେ ପ ବଲିକରି ଡାକ୍ତେ ରଇଲା ।
ଇତି ମଣ୍ଡଲିର୍ ନେତାମନ୍ କେନ୍ତାରି ରଇବାର୍ଆଚେ ସେ ବିସଇରେ ଲେକାଅଇଆଚେ ।
ଏ ବଇ ବିତ୍ରେ ରଇବାଟା
୧. ପାଉଲ୍ ତିମତିକେ ଜୁଆର୍ ଜାନାଇକରି ଲେକ୍ଲାଟା ମୁଲିଆଇ ଆଚେ ।
୨. ପାଉଲ୍ ତିମତିକେ ମିଚ୍ ସିକିଆ ଦେବା ଗୁରୁମନର୍ ବାଟେ ନ ଜିବାକେ ଜାଗ୍ରତ୍ କରାଇଆଚେ ।
୩. ପାଉଲ୍ କିରିସ୍ଟକେ କେତେକ୍ ବିସ୍ବାସ୍ କଲାନି ସେଟା ଜିସୁର୍ଟାନେ ବୁଜାଇଲାନି ।
୪. ପାଉଲ୍ ମଣ୍ଡଲିଟାନେ ସେବାକର୍ବାଟା ଆରି ନେତାମନର୍ ବିସଇରେ ଆଦେସ୍ ଦେଇ ଆଚେ ।
୫. ସାରାସାରି ପାଉଲ୍ ତିମତିକେ କେତେଟା କର୍ବା ବିସଇ ଜାନାଇକରି ଲେକା ସାରାଇଲାନି ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.