Skip to content
BibleKenya

୧ ମ ପିତର୍‌

1 Peter

Introduction from this edition

ପିତର ଲେଖିଥିବା ପ୍ରଥମ ପତ୍ର

ପିତର୍‌ ଲେକ୍‌ଲା ପର୍‌ତୁମ୍‌ ଚିଟି

ଏ ବଇର୍‍ ବିସଇ ଜାନ୍‌ବାଟା

ପିତରର୍‌ ପର୍‌ତୁମ୍‌ ଚିଟି ପେରିତ୍‌ ତିତସର୍‌ ଲାଗି ଲେକାଅଇ ରଇଲା । ପିତର୍‌ କେ ଆରି ସେ କାକେ ଏ ଚିଟି ଲେକ୍‌ଲାନି, ସେ ଏଚିଟିତେଇ ସବୁ ବିନ୍‌ ଦେସର୍‌ ବିସ୍‌ବାସି ବାଇବଇନି ମନର୍‌ ପାଇ ବଲିକରି ଏ ଚିଟି ଲେକ୍‌ଲାନି

ପିତର୍‌ ଏ ଚିଟିତେଇ ଲକ୍‌ମନ୍‌ କଇଲାଇ ନିଜେ, ଏ ବଇର୍‌ ଆଦେସ୍‌ ତମ୍‌କେ ସାଆସ୍‌ ଦେଇସି ଆରି ପର୍‌ମେସରର୍‌ ସତ୍‌ ଆରି ଦୟାକେ ପରିକା କର୍‌ବାଟା ଆକା

ଏ ବିତ୍‌ରେ ରଇବାଟା

୧. ପିତର୍‌ ତାର୍‌ ଚିଟି ପଡ୍‌ବା ଲକ୍‌ମନ୍‌କେ ତାର୍‌ ନିଜର୍‌ ବିସଇ ଆରି ସେ ରଇବା ଜାଗାର୍‌ ବିସଇ ଜାନାଇଆଚେ ।

୨. ପିତର୍‌ ପର୍‌ମେସର୍‌କେ ଦନିଅବାଦ୍‌ ଦେଇଆଚେ । ଜେନ୍ତିକି ସବୁଲକ୍‌ ପର୍‌ମେସରର୍‌ ମୁକ୍‌ତିଟାନେ ମିସ୍‌ବାଇ । ଜନ୍‌ଟାକି ତାକର୍‌ ଜିବନ୍‌ ଉଦାର୍‌ ଅଇସି ।

୩. ପଚେ ଜଗତେ କେନ୍ତାରି ଜିଉନା କାଉନା କରିଅଇସି ଆରି ମାଇଜି ମୁନୁସ୍‌ ସାଉକାର୍‌ ଆରି ଦାଙ୍ଗ୍‌ଡାମନର୍‌ ବିତ୍‌ରେ କେନ୍ତାରି ମିସିବିଡି ରଇବାକେ ଅଇସି, ସେଟା ଜାନାଇଦେଲାନି ।

୪. ତାର୍‌ପଚେ ଦୁକ୍‌ କସ୍‌ଟ ଆଇଲାବେଲେ ତବିର୍‌ ଅଇରଇବାକେ ପିତର୍‌ ସେମନ୍‌କେ ସାଆସ୍‌ ଦେଲାନି ।

ସେ ତାର୍‌ ଚିଟି ଲେକ୍‌ବାଟା ସାରାଇଆଚେ ।

ସତିଅର୍‌ ବାଟ୍‌. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.

Full source notice & licence · CC BY 4.0 · SourceEdition imported 2026-10-25.

BibleKenya

Reader settings

Theme
Font
Alignment
Reading width

Saved in this browser and used offline too. Press ? for keyboard shortcuts.