୧ ମ ଜଅନ୍
1 John
Introduction from this edition
ଯୋହନ ଲେଖିଥିବା ପ୍ରଥମ ପତ୍ର
ଜଅନ୍ ଲେକିରଇବା ୧ ମ ଚିଟି
ଏ ବଇର୍ ବିସଇ ଜାନ୍ବାଟା
ଜଅନର୍ ପର୍ତୁମ୍ ଚିଟି ଜିସୁକିରିସ୍ଟ ଜନମ୍ ଅଇକରି ୫୦-୧୦୦ କିରିସ୍ଟାବ୍ଦ ବିତ୍ରେ ପେରିତ୍ ଜଅନ୍ ଲେକି ରଇଲା ।
ଜଅନ୍ ନିଜ୍କେ ଗଟେକ୍ ଲେକ୍ବା ଲକର୍ ଇସାବେ ଜାନାଇ ଅଏନାଇ । ମାତର୍ ପର୍ତୁମ୍ ପାଟେ ସେ ଜିସୁକିରିସ୍ଟର୍ ଜିବନର୍ ଆରି ମରିକରି ଉଟ୍ବା ବିସଇ ନେଇକରି ସେ ମୁଇନିଜେ ସାକିବଲିକରି କଇଲାନି
ଗିଆନି ବଲିକରି କଇତେରଇବା ଲକ୍ମନର୍ ଗଟେକ୍ ଦଲ୍ ଜନ୍ଲକ୍ମନର୍ ଲାଗି ମଣ୍ଡ୍ଲିତେଇ କାଇଆଲେ ଗଟେକ୍ ଗଟ୍ନା ଆଇଲେ ଟିଆ ଅଇତେ ରଇବା ଲକ୍ମନ୍ । ସେ ବେଲେ ଜଅନ୍ ସବୁ ବିସ୍ବାସି ମନ୍କେ ଏ ଚିଟିଲେକି ରଇଲା । ସେମନ୍ ବିସ୍ବାସ୍ କର୍ବାଇକି ଜିସୁ ସତ୍ରେ ଆଇବା ପୁରାପୁରୁନ୍ ପର୍ମେସର୍, ମାତର୍ ଜଗତେ ରଇବାବେଲେ ସେ ବନିମାଉଁସ୍ ଦାରିରଇବା ଗଟେକ୍ ନର୍ଲକ୍ ନଏଁଁ । ଜଅନ୍ ଜିସୁକିରିସ୍ଟର୍ ସଙ୍ଗ୍ ରଇବା ଗଟେକ୍ ସାକି ଆରି ତାର୍ ନିଜର୍ ଆତ୍ସଙ୍ଗ୍ ଜିସୁକେ ଚିଇ ରଇଲାକେ ସେ ଏନ୍ତାରି ଲେକ୍ଲା ଆଚେ
ଏ ବଇବିତ୍ରେ ରଇବା ବିସଇ
୧. ଜଅନ୍ ତାର୍ ଚିଟିଟାନେ ନିଜର୍ ବିସଇ ଜାନାଇକରି ଆରି କାଇକେ ଲେକ୍ଲାନି ସେଟାସବୁ ଆଚେ ।
୨. ପର୍ମେସର୍ କେନ୍ତାରି ଉଜଲ୍ ବଲିକରି ବୁଜାଇଦେଇ ଜିସୁର୍ପାରା ଚଲାଚଲ୍ତି କର୍ବାକେ କଇଆଚେ ।
୩. ଗଟେକ୍ଲକ୍ ଆରି ଗଟେକ୍ ଲକ୍କେ କେନ୍ତାରି ଆଲାଦ୍ କର୍ବାର୍ ଅଇସି ସେ ବିସଇ ମନେ ଏତାଇଦେଲା ଆଚେ ।
୪. ସେ ତାର୍ ଲେକ୍ବାଟା ସାରାଇ ଆଚେ ।
ସତିଅର୍ ବାଟ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.