ଜିଉଦା
Jude
Introduction from this edition
ଯୀହୁଦାର୍ ଲିଖିତ ପତ୍ର
ଜିଉଦା ଲେକ୍ଲା ଚିଟି
ଜିଉଦା ଚିଟି ବିସୟେ ହଃଦେକ୍
ଜିଉଦାର୍ ଚିଟି ଇ ଚିଟି ଜେ ଲେକି ଆଚେ ତାର୍ ନାଉ ହଃର୍କାରେ ଇ ବଇର୍ ନାଉଁ ଦିଆ ଜାୟ୍ ଆଚେ । ଜିଉଦା ନିଜ୍କେ ଜାକୁବ ଜିସୁର୍ ବାୟ୍ସି ବଃଲି ଜାଣାୟ୍ ଅଃଉଁଲା । ତଃବେ ତାକ୍ ବାୟ୍ସି ମଃନାର୍ ବିତ୍ରେ ସେ ହେଁ ଏକ୍ଲା ବଃଲି ସଃତ୍ କଃରାଜଃଉଁଲି
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜିଉଦା ତାର୍ ଚିଟି ହଳୁ ମଃନ୍କେ ଚିନାୟ୍ ଅଃଉଁଲା ।
୨. ମିଚ୍ ଗୁରୁ ମଃନାର୍ ବିରଦେ କଃଉଁଲା ।
୩. ସେ ହଃର୍ନା ନିୟମାର୍ ଲକ୍ମଃନ୍କେ ଆର୍ ଗଃଟ୍ଣାକେ ନଃୟ୍ କଃଉଁଲା ।
୪. ସେମଃନାର୍ ଦାୟ୍ତ୍ କାୟ୍ରି ଅଃଉତା ଲଳା ସେରି କଃଉଁଲା ।
୫. ସଃରାସଃରି ମାପ୍ରୁକେ ଦନ୍ୟବାଦ୍ କଃରି ଲେକୁକେ ସେସ୍ କଃଲା ।
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.