୨ ତିମତି
2 Timothy
Introduction from this edition
ତିମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦ୍ୱିତୀୟ ପତ୍ର
ତିମତି ହାକ୍ ପେରିତ୍ ପାଉଲାର୍ ଦୁୟ୍ ଲଃମର୍ ଚିଟି
୨ ତିମତି ଚିଟି ବିସୟେ ହଃଦେକ୍
ତିମତିକେ ଦୁୟ୍ ଲଃମ୍ବର୍ ଚିଟି, ଇରି ପାଉଲ ତାର୍ ଚେଲା ତିମତିକେ ହଃଚେ ଗଟେକ୍ ଚିଟି । ତିମତିକେ ଲେକ୍ଲା ହଃଚାର୍ ଚିଟି ପାଉଲାର୍ ସଃରାସଃରି ଜିବନ୍ ବଃଳ୍ ଲେକ୍ଲାର୍ । ସେ ସଃଡେବଃଳ୍ ରମ୍ ଗଃଳାର୍ ଜଃୟ୍ଲେ କଃଟ୍ତି ରିଲା ୧:୧୬ । ପାଉଲାର୍ ସଃଙ୍ଗ୍ ତିମତିର୍ ବେସି ମିସାଣ୍ ରିଲି ଆର୍ ସଃବୁ ବଃଳ୍ ତାକେ ନିଜାର୍ ହଅ ବଃଲି କଃଉତି ରିଲା
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ତିମତିକେ ଜୁଆର୍ ଜାଣାଉଁଲା ଆର୍ ତାକେ ସାସ୍ ଦେଉଁଲା ।
୨. ତିମତିକେ ବାଦା ସଃମ୍ବାଳୁକେ କଃଉଁଲା ।
୩. ସେ କଃତିଗଟ୍ ଚେତ୍ନା ଦେଉଁଲା ।
୪. ସେ ଆଗେ ଗଃଟେଦ୍ ସେରି ଚେତାୟ୍ ସଃତ୍ରି ବାଚୁକେ କଃଉଁଲା ।
୫. ପାଉଲ ତିମତିର୍ ନିଜାର୍ କଃତା ମଃନ୍ ଲେକି ସେସ୍ କଃଲା ।
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍. Copyright © 2020 The Word for the World International. Licensed under CC BY 4.0. Source: eBible.org. Typeset from the source files; no intended changes to scripture wording. BibleKenya is not endorsed by the rights holder.
Full source notice & licence · CC BY 4.0 · SourceEdition imported 2026-10-25.